ଫାଇନାଲ ପୂର୍ବରୁ ନିତା ଆମ୍ବାନୀ କହିଥିଲେ ଏହି ଖେଳାଳିକୁ କିଣିବା ପାଇଁ କିଛି ବି ଟଙ୍କା ଦେବା ପାଇଁ ରାଜି ମୁଁ ନାମ ହେଲା… ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱଗତ କରୁଛୁ । ଯେପରି କି ଆପଣ ମାନେ ଜାଣଇ ଥଇବେ ଗତ କାଲି ଖେଳା ଜାଇ ଥିବା ଆଇପିଏଲ୍ ସିଜନ 12 ରେ ଚେନ୍ନାଇ କୁ 1 ରନ୍ ହରାଇ ମୁମ୍ବାଇ ତାର ଟ୍ରଫି ହାସଲ କରିଛି ବୋଲି । ଯେପରି କି ଆମେ ମାନେ ଜାଣିଛେ । 2013 ରେ ଏବଂ 2015 ଏବଂ 17 ରେ ମୁମ୍ବାଇ IPL ର ଫାଇନାଲ୍ ରେ ନିଜର ବାଜି ମାତ୍ କରି ଥିବା ବେଳେ ଏହି ଥର ବି ତାର ବାଜି୍ ମାତ୍ କରିଛି ।

ଏହି ବାଜି ମାତ୍ ସହିତ ସହିତ ଏବେ ସଂମ୍ପର୍ଣ୍ଣ ଭାବେ ମୁମ୍ଭାଇ ତାର ପରିଚୟ ଛାଡି ଦେଇ ସାରିଲାଣୀ ।ତେବେ ଏହି ଥର 12 ସିଜିନ୍ ରେ ବି ସେହି ପରି ପ୍ରକାରର ର ଚେନ୍ନାଇ ସୁପର କିଙ୍ଗ୍ କୁ 12.50 କୋଟି ର ପୁରସ୍କାର ମିଳଇ ଥିବା ବେଳେ ସେହି ପରି ଭାବେ ମୁମ୍ବାଇ କୁ 20 କୋଟି ର ପୁରସ୍କାର ମିଳିଛି । ବୋଲି ଏଠାରେ ଦର୍ଶାଇ ଛନ୍ତି ।ତେବେ ସେହି ପରି ଭାବେ ବିଶେଷ ଖବର ରୁ ଜଣା ପଡ଼ିଛି କି । ଗତ ବର୍ଷ ଅପକ୍ଷେ ଏହି ବର୍ଷ ଆଇ ପିଏଲ୍ ର ଟ୍ରଫି ର ମୂଲ୍ୟ ପାଞ୍ଚ କୋଟି ଟଙ୍କା ଅଧିକ କରି ଦିଆ ଜାଇଛି ।

ତେବେ ପ୍ରତ୍ୟେକ ବର୍ଷ ଏହାର ଜିତିବା ର ରାଶି 50 କୋଟି ହୋଇ ଥିବା ବେଳେ ଏହି ବର୍ଷ 55 କୋଟି ହୋଇଛି । ଏମିତି ଭିତରେ ନିତା ଆମ୍ବାନୀ ଙ୍କର ର ଗୋଟିଏ କଥା କୁ ନେଇ ବର୍ତମାନ ସମୟ ରେ ସବୁ ମହଲା ରେ ଚଳ ଚଞ୍ଚଳ ଦେଖିବା ପାଇଁ ମିଳିଛି ।

ତେବେ ,ସେ ଯେମିତି ଜାଣି ଥିଲେ ଏହି ଥର ବି IPL ଜିତିବେ ବୋଲି ସେମିତି ବେଳେ ସେ କହି ଥିଲେ କି ଜାହା ପଛକେ ହେଉ କିନ୍ତୁ ରୋହିତ୍ ଙ୍କ ଭଳି ଖେଳାଳି ଙ୍କୁ ଆମ ଦଳ ରେ ରଖିବା ପାଇଁ ଆମେ ଯେତେ ବି ରକମ୍ ଦେବା ପାଇଁ ପ୍ରସ୍ତୁତ ରହିବୁ । ଏବଂ ସେମିତି ବେଳେ ରୋହିତ୍ ବି ବହୁତ ଖୁସି ହୋଇ ଥିବା ବି ଦେଖିବା ପାଇଁ ମିଳିଛି । 2019 ର IPL ରେ ମୁମ୍ବାଇ ଜିତ୍ ପରେ ପରେ ନୀତା ଆମ୍ବାନୀ ବହୁତ ଖିୁସି ହୋଇ ଥିବା ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *