ପରିଚୟ ଲୁଚେଇ କରୁ ଛନ୍ତି ଚିକିତ୍ସା ହସ୍ପିଟାଲ ରେ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ କାକା କିନ୍ତୁ ହୋଇ ଗଲା ଏମିତି ଖୋଲାସା ।

ସାଧାରଣ ଭାବେ ଆପଣ ମାନେ ଜାଣି ଥବେ ବର୍ତମାନ ସମୟ ରେ ଲୋକ ସଭା ର ଇଲେକ୍ସନ କୁ ନେଇ କେଉଁ ପରି ଭାବେ ଚହଳ ସୃଷ୍ଟି ହୋଇଛଇ । ତେବେ ବର୍ତମାନ ସମୟ ରେ ବି ଏହି ଇଲେକ୍ସନ ର ହାବା ଲୋକ ମାନଙ୍କ ମଧ୍ୟ ରେ ଛାଡି ନ ଥିବା ବେଳେ ଲୋକ ମାନଙ୍କ ମଧ୍ୟରେ କେବଳ ଗଣତୀ ଦିନ ର ଅପେକ୍ଷା ରହିଛି । ତେବେ ଏହି ସବୁ ଭିତରେ ଗୋଟିଏ ବଡ଼ ଖବର ଆମ ପାଖରେ ଆସି ପହଁ ଛି ଥିବା ବେଳେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବା ପାଇଁ ଚାହିଁବୁ ।

କି ଏହି ଦିନ ରେ ପ୍ରଧାନ ମନ୍ତ୍ରୀ ମୋଦି ବହୁ ଚର୍ଚ୍ଚା ରେ ରହି ଥିବା ବେଳେ ଲୋକ ମାନଙ୍କ ମଧ୍ୟ ରେ ତାଙ୍କ ଜିତିବା କୁ ନେଇ ବହୁତ ପ୍ରସଂଶା ଦେଖଇବା ପାଇଁ ମିଳି ଥିବା ବେଳେ ବର୍ତମାନ ସମୟ ରେ ଆଉ ଗୋଟିଏ ଘଟଣା କୁ ନେଇ ଲୋକ ମାନଙ୍କ ମଧ୍ୟ ରେ ବହୁତ ଚର୍ଚ୍ଚା ,ସାମ୍ନା କୁ ଆସୁ ଥିବା ର ଦେଖିବା ପାଇଁ ମିଳିଛି । ତେବେ କହିବା ପାଇଁ ଚାହିଁବୁ କି । ପ୍ରଧାନ ମନ୍ତ୍ରୀ ମୋଦି ଙ୍କ କାକା ଙ୍କ ଦେହ ଏବେ ବହୁତ ଅସୁସ୍ଥ ରହି ଥିବା ବେଳେ ସେ ଗୋଟିଏ ଘୋରୋଇ ଡାକ୍ତର ଖାନା ରେ ଚିକିତ୍ସା ଧିନ ରହି ଛନ୍ତି ।

ତେବେ ଏହି ସବୁ ପରିସ୍ଥିତି ରେ କିନ୍ତୁ ମୋଦି ଙ୍କ ପରିବାର ଲୋକ ମାନେ ଏହି କଥା କୁ ଲୋକ ମାନଙ୍କ ମଧ୍ୟ କୁ ଯିବା ପାଇଁ ଦେଇ ନ ଥିବା ବେଳେ ସେମାନେ ଡାକ୍ତର ଖାନା ରେ ଏଡ୍ମିଟ୍ କରିବା ସମୟ ରେ ତାଙ୍କର ନାମ ପରିବର୍ତନ କରି ଦେଇ ଥିବା ମଧ୍ୟ ଆମ ପାଖରେ ସୂଚନା ରହିଛି । ତେବେ ଏପରି କରିବାର କାରଣ ପରିବାର ର ସାଧାରଣ ପଣ ।

ଆପଣ ମାନେ ସବୁ ସମୟ ରେ ଜାଣି ଥିବେ ମୋଦି ଙ୍କ ପରିବାର ଲୋକ ମାନେ ,ସବୁ ସମୟ ରେ ସାଧାରଣ ଜିବନ ଜାପନ କରିବା ପାଇଁ ଭଲ ପାଇ ଥାନ୍ତି । ଏବଂ ସେମାନେ ଏମିତି କେବେ ବି ଚାହାଁନ୍ତି ନାହିଁ । କି ତାଙ୍କ ପାଇଁ ଅନୟ ଲୋକ ମାନେ ଦୁଖଃ ପ୍ରକାସ କରନ୍ତୁ ବୋଲି । ତେବେ ସେପରି କରି ଥିବା ବେଳେ କିନ୍ତୁ ଏହା ଲୋକ ମାନଙ୍କ ନଜର ରୁ ବର୍ତି ଜାଇ ପାରି ନାହିଁ । ଗତ 4 ତାରିଖ ରେ ହଠାତ୍ ଘରେ କାକା ଙ୍କ ଦେହ ଖରାପ ହୋଇ ଥିବା ବେଲେ ତାଙ୍କର ରକ୍ତ ଚାପ ଜନିତ ରୋଗ ହୋଇ ଥିବା ସୂଚନା ମିଳିଛି । କିନ୍ତୁ । ବର୍ତମାନ ସମୟ ରେ ସେ ସୁସ୍ଥତା ସହିତ ରହିଛନ୍ତି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *