ଏବେ ଏବେ ହେଲା ଏହି ବଡ ଖୁଲାସା – ଜରୁର୍ ଜାଣନ୍ତୁ ଏହି ମହିଳା ଅଧିକାରୀ ବିଷୟରେ । ଜାହାଙ୍କ ଫଟୋ ଏବେ ବହୁତ ଭାଇରାଲ ହେଉଛି ସୋସିଆଲ ମିଡିଆରେ

ଏହି ମହିଳା ଅଧିକାରୀ ଙ୍କ ଅସଲ ନାମ ନଲିନୀ ସିହଂ । ଯେପରି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଲୋକ ତନ୍ତ୍ର ର ରାଜୁତୀ ପାଇଁ ଲୋକସଭା ନିର୍ବାଚନ ରେ ପୂରା ଭାରତ ଏବେ ଗହଳ ଚହଳ ସେହି ପରି ଭାବେ ଆପଣ ମାନେ ବର୍ତମାନ ସମୟ ରେ ନେତା ମାନଙ୍କ ବୟାନ୍ ବାଜୀ କୁ ସଂମ୍ପର୍ଣ୍ଣ ଭାବେ ସୁଣି ପାରୁ ଥିବେ । ତେବେ ଏହି ସୋସିଆଲ ମିଡିଆ ରେ ଗୋଟିଏ ହଳଦିଆ ଶାଢୀ ରେ ରିଟିନିଙ୍ଗ୍ ଅଫିସର ମହିଳା ଙ୍କୁ ଦେଖିବା ପାଇଁ ମିଳିଛି ।

ଗୋଟିଏ ନୁହେଁ ବରଂ ବହୁତ ଗୁଡ଼ିଏ ଫୋଟ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛଇ । ତଥା ଆପଣ ମାନଙଅକୁ କହିବା ପାଇଁ ଚାହିଁବୁ କି । ତାଙ୍କର ନାମ ନଲିନୀ ସିହଂ ବୋଲି କହୁ ଥିବାର ଜଣା ପଡ଼ିଛି । ତେବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହା ସତ୍ୟ ନୁହେଁ । ଏହା ସତ୍ୟତା ଆସନ୍ତୁ ଜାଣିନେବା । ତେବେ ଏହି ଦିନ ରେ ଜୟ ପୁର ଠାରେ ଭୋଟ ଗ୍ରହଣ ହୋଇ ଥିବାମ ବେଳେ ଏହି ମହିଳା ଜଣଙ୍କ ସେଠାରେ ଉପସ୍ଥିତ ଥିଲେ ବୋଲି କୁହା ଜାଇ ଥିବା ବେଳେ ।

ଏହି ମେସେଜ୍ କୁ । ବର୍ତମାନ ସମୟ ରେ ଜୟ ପୁର ଠାରେ ବହୁତ ଲୋକ ମାନେ ସେୟାର କରିବାରେ ଲାଗି ଛନ୍ତି । ଏଥିରେ କୁହା ଜାଇଛି କି ଏହି ମହିଳା ମାନେ ନଳିନୀ ସିହଂ କହିଛନ୍ତି କି । ଏହି ଥର 100 ପ୍ରତିଶତ ଭୋଟ ଗ୍ରହଣ ତାଙ୍କ ଠାରେ ହୋଇଛି ବୋଲି । କେବଳ ଏତିକି ହିଁ କଥା ଟି ଲେଖି୍ ସେୟାର କରିବା ପେର ପରେ ଏହା ସାରା ସୋସିଆଲ ମିଡିଆ ରେ ଏବେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ସତ୍ୟତା କିଛି ଅଲଗା ଆପଣ ମାନଙ୍କୁ କହିବୁ କି ଏହା ଜୟପୁର ନୁହେଁ ବରଂ ଲୈକ୍ଷ୍ନ ରେ ନିଆ ଜାଇ ଥିବା ଫୋଟ ଅଟେ । ଏବଂ ଏହି ଫୋଟ କୁ ତୁଶାର୍ ରାୟ ଜର୍ନାଲିଷ୍ଟ ଉଠେଇ ଥିବା ଦେଖିବା ପାଇଁ ମିଳିଛି । ଏବଂ ତାଙ୍କର ଅସଲ ନାମ ରାନୀ ବୋଲି ଜଣା ପଡ଼ିଛି । ସେ ସେହି ଦିନ ନଗରାମ ବୁଥ ରେ ରହି ଥିବା ବେଳେ ସେ କହିଛନ୍ତି ସେଠାକାର 70 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ।

Leave a Reply

Your email address will not be published. Required fields are marked *