99% ପ୍ରତିଶତ ଲୋକ ମାନେ ଏହାକୁ ଜାଣନ୍ତି ନାହିଁ କି ଗୋଟିଏ ଦିନ ରେ କେତେ ପରିମାଣ ରେ ପାଣି ପିଇବା ଦରକାର ସଠିକ୍ ତରିକା ଏବଂ ସଠିକ୍ ସମୟ ।

ଆପଣ ମାନେ ଏହି କଥା ବି ଜାଣି ନ ଥିବେ କି ପ୍ରତ୍ୟେକ ମଣିଷ ନିଜର ଜନ୍ମ ସମୟ ରେ 75 % ପାଣି ନେଇ ଆସି ଥାଏ । କିନ୍ତୁ ଏମିତି ବେଳେ ଆମେ ମାନେ ଯେତେ ଯେତେ ବଡ ହୋଇ ଜାଇ ଥାଏ । ସେତେ ସେତେ ପରିମାଣ ରେ ଆମ ଦେହ ରେ ପାଣି ର ମାତ୍ରା ରେ କମି କମି ଜାଇ ଥାଏ । ଏହା 10% ପ୍ରତିଶତ କମି ଥାଏ । ଏମିତି ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆଣ ଦେହ ରେ ପାଣି ର ମାତ୍ରା ଯେତେ ଅଧିକ ହେବ ସେତେ ପରିମାଣ ରେ ଆମ ଦେଶ ବହୁତ ସୁସ୍ଥ ରହିବ ।Related image

ଏମିତି ରେ ଏବେ ପ୍ରବଳ ଗରମ ଚାଲି ଥିବା ବେଳେ ଆପଣ ମାନଙ୍କୁ ଆମେ ଜଣେଇବା ପାଇଁ ଚାହିଁବୁ କି ଆମ କୁ ଦିନ ରେ କେତେ ଥର ବା କେତେ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦରକାର ଅଟେ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଗୋଟିଏ ବ୍ୟକ୍ତି କୁ ନିଶ୍ଚିତ ଭାବେ ବଡ ହେବା ପରେ 83 ପ୍ରତିଶତ ପାଣିି ଦେହ ରେ ରହିବା ଦରକାର ଅଟେ । ତେବେ ଜାଇ ସେ ସୁସ୍ଥ ରହିବ । ଏମିତି ରେ ଗୋଟିଏ ବ୍ୟକ୍ତି କୁ ଗୋଟିଏ ଦିନ ରେ 8 ରୁ 9 ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦରକାର ଅଟେ । ତେବେ ଜାଇ ରକ୍ତ ପରିସ୍କାର ରହି ଥାଏ । ତେବେ ଖାଦ୍ୟ ଖିବା ଦ୍ୱରା ବି ଦେହ ରେ ପାଣି ର ମାତ୍ରା ବଢି ଥାଏ ।Image result for huminity

ପ୍ରତ୍ୟେକ ସୁକୁଲା ଖାଦ୍ୟ ରେ 31 ପ୍ରତିଶତ ପର୍ଯ୍ୟନ୍ତ ପାଣି ରହି ଥାଏ । ସେହି ପରି ଭାବେ ଯେତେ ବେଳେ ଆପଣ ମାନେ ପାଣି ପିଉ ଛନ୍ତି ନିଶ୍ଚିତ ଭାବେ ଦୁଇ ରୁ ଅଧିକ ଗ୍ଲାସ୍ ରେ ପାଣି ପିଅନ୍ତୁ । ଏବଂ ପାଣି କୁ ଆପଣ ମାନେ ଯଦି ସଠିକ୍ ସମୟ ଅନୁସାରେ ପିଇ ଥାନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଶରିରୀର ରେ କୈଣସି ପ୍ରକାରର ରୋଗ ବ୍ୟଦ୍ଧି ରହିବ ନାହିଁ । ଏବଂ ଆପଣ ମାନଙ୍କ ସ୍କିନ୍ ବହୁତ ଭଲ ରହି ଥାଏ । ଯେତେ ବେଳେ ଆପଣ ମାନେ ପରିଶ୍ରମ ଭରା କାର୍ଯ୍ୟ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନେ ସେହି ସମୟ ରେ ପାଣି ପିଅନ୍ତୁ । ତାହା ଦ୍ୱରା ଦେହ ରେ ଜଳୀୟ ଅଂଶ କମି ନ ଥାଏ । ଏମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ କୁ ସବୁ ସମୟ ରେ ମାନି ଚଳନ୍ତି ତେବେ ନିଶ୍ଚିଚ ଭାବେ ସବୁ ପ୍ରକାରର ରୋଗ ରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *