ଯଦି ରାସ୍ତାରେ ଚାଲୁ ଥିବା ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡି ପମ୍ପଚର ହୋଇଯାଏ ,ତେବେ ମୋଦି କଣ କରିବେ ।

ରାସ୍ତା ରେ ଚାଲୁ ଥିବା ସମୟ ରେ PM ଙ୍କ ଗାଡି ପମ୍ପଚର ହୋଇ ଯାଏ ତ ସେହି ସମୟ ରେ ମୋଦି କଣ କରନ୍ତି । ଏହି କଥା କୁ 99% ପ୍ରତିଶତ ଲୋକ ମାନେ ଜାଣି ନାହାନ୍ତି । ଯଦି କେବେ ପ୍ରଧାନ ମନ୍ତ୍ରୀ ଙ୍କ ଗାଡି ପମ୍ପଚର ହୋଇ ଯାଏ ତେବେ ଆପଣ ମାନେ ଭାବି ବି ପାରିବେ ନାହିଁ । ତେବେ କହିବା ପାଇଁ ଚାହିଁବୁ କି ଆମ ଦେଶ ର ପ୍ରଧାନ ମନ୍ତ୍ରୀ ଙ୍କୁ ବହୁତ ସୁରକ୍ଷା ର ସହିତ ରଖା ଜାଇ ଥାଏ ।ବର୍ତମାନ ସମୟ ରେ ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ରେ 20 ହଜାର ସୈନିକ ଙ୍କୁ ରଖା ଜାଇ ଥିବା ବେଳେ ସେମାନେ ସବୁ ସମୟ ରେ ଶତୃ ଉପରେ ବହୁତ ନଜର ରଖି ଥାନ୍ତି ।

ଯଦି କେବେ କୈଣସି ସ୍ଥାନ ରେ ଶତୃ ଙ୍କ ଆସଙ୍କା ଦେଖି ଥାନ୍ତି ତେବେ ସେମାନେ ତୁରନ୍ତ ହିଁ ମୃତ୍ୟୁ ମୁଖରେ ପହଁଚେଇ ଦେଇ ଥାନ୍ତି । ଏମିତି ବେଳେ ମୋଦି ଙ୍କ ସୁରକ୍ଷା ରେ ସ୍ପେସାଲ ଫୋର୍ସ (SPG) ମାନେ ରହି ଥାନ୍ତି । ତେବେ ଯେବେ ବି ମୋଦି ଙ୍କ ଯାତ୍ରା ରହି ଥାଏ ।ସେହି ସମୟ ରେ ତାଙ୍କ ସହିତ SPG ମାନେ ସେମାନଙ୍କ ସହିତ ରହି ଥାନ୍ତି । ଯେଉଁ ସମୟ ରେ ମୋଦି ନିଜ ଘରୁ ବାହାରି ଥାନ୍ତି । ତେବେ ସେହି ସମୟ ରେ ଏହି ସ୍ପେଶାଲ କମାଣ୍ଡ ମାନେ ଜାଞ୍ଚ କରି ଥାନ୍ତି । ପରେ ପରେ ଜାଇ ମୋଦି ସେହି ଗାଡି ରେ ବାହାର କୁ ବାହାରି ଥାନ୍ତି ।

ଏମିତି ବେଳେ ଯଦି କେବେ ଗାଡି ପମ୍ପଚର ହୋଇ ଯାଏ ତେବେ ତାଙ୍କ ସହିତ ଜାଇ ଥାଏ ଅନ୍ୟ ଗାଡି ମାନଙ୍କ ରେ ଏହି ସବୁ କୁ ସମ୍ଭାଳିବାର ସବୁ କିଛି ସରଞାମ ରହି ଥାଏ ।ତେବେ ଏହି ସମୟ ରେ ସେମାନେ ତୁରନ୍ତ ହିଁ ସେହି ଗାଡି ର ମରାମତି କରି ଥାନ୍ତି । ଏବଂ ପୁଣି ଥରେ ମୋଦି ନିଜର ଯାତ୍ରା ଆରମ୍ଭ କରି ଥାନ୍ତି । ଏଥି ବ୍ୟତିତ ଯଦି କେବେ ଏମାରଜେନ୍ସି ର ସମୟ ରହି ଥାଏ । ତେବେ ସେହିଥି ବେଳେ ତୁରନ୍ତ ଅନ୍ୟ ଗାଡି ର ବ୍ୟବସ୍ଥା ମଧ୍ୟ ହୋଇ ଥାଏ । ତେବେ ଜାଇ ପ୍ରଧାନ ମନ୍ତ୍ରୀ ବହୁତ ସୁରକ୍ଷା ର ସହିତ ଜାଇ ଥାନ୍ତି ।

Leave a Reply

Your email address will not be published. Required fields are marked *