ଦେଖନ୍ତୁ ଭିଡ଼ିଓ । ଆଖି ପିଚୁଳାକେ କେମିତି ଉଡିଗଲା ରେଳ ଷ୍ଟେସନ ଉପର ଛାତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ଏହି ଦିନ ରେ ବୋଙ୍ଗପ ସାଗର ରେ ସୃଷ୍ଟି ହୋଇ ଥିବା ଫୋଣି ନାମକ ଏହି ମହା ଭୟ ଙ୍କର ସାମୁଦ୍ରିକ ଝଡ କେମିତି ଭାବେ ଓଡ଼ିଶା ର କ୍ଷେୟ କ୍ଷେତି କରି ଥିଲା ବୋଲି । ଆପଣ ମାନେ ନିଶ୍ଚିତ ଜାଣି ଥିବେ ଏବଂ ଏହାର ଭୁକ୍ତ ଭୋଗୀ ଆପଣ ମାନେ ବି ନିଶ୍ଚିତ ଭାବେ ହୋଇ ଥିବେ ବୋଲି ଆମେ ଭାବୁଛୁ । ତେବେ ଏହି ଦିନ ମାନଙ୍କ ରେ ଏହି ଫୋଣି ର ବିବାଦ କୁ ନେଇ ବହୁତ ଚର୍ଚ୍ଚା ଯୋର ଧରୁ ଥିବା ବେଳେ ଏହି ଦିନ ରେ ବହୁତ ଭିଡ଼ିଓ ମାନ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ଆମେ ଆପଣ ମାନଙ୍କୁ ସେହି ଭିଡ଼ିଓ ମାନଙ୍କ ମଧ୍ୟରୁ କିଛି ଏମିତି ବି ହୃଦୟ ବିଦାରକ ଭିଡ଼ିଓ ବିଷୟ ରେ ଆପଣ ମାନଙ୍କୁ କହିବା ତଥା ସେହି ସବୁ କୁ ଆପଣ ମାନଙ୍କୁ ସିଧା ସଳଖ ଭାବେ ଦେଖାଇବା ପାଇଁ ବି ଚାହିଁବୁ । ସୂଚନା ଅନୁସାରେ ଏବେ ସୋସିଆଲ ମିଡିଆ ରେ ଏବେ ଏମିତି ଗୋଟିଏ ଭିଡ଼ିଓ ଦେଖିବା ରେ ମିଳିଛି ଯେଉଁ ଥିରେ କି ଗୋଟିଏ ରେଳ ଷ୍ଟେସନ ଉପର ଛାତ ଉଡି ଜାଉଛି ଏହି ମହା ବାତ୍ୟା । ତେବେ ଏହି ଭିଡ଼ିଓ ଲୋକ ମାନଙ୍କ ମଧ୍ୟ ରେ ବହୁତ ବଡ ରହସ୍ୟ ସୃଷ୍ଟି କରି ଥିବା ବେଳେ ଆପଣ ମାନଙ୍କୁ କହିବୁ କି ।

 

 

ଏହି ଭିଡ଼ିଓ ଭୂବନେଶ୍ୱର ର ରେଳ ଷ୍ଟେସନ ଉପର ଛାତ ଉଡିବାର ଦୃଶ୍ୟ ଅଟେ । କିଛି ଲୋକ ମାନେ ଏହା ଅନେକ ସ୍ଥାନ ର ବର୍ଣ୍ଣନା ହେଉ ଥିବା ବେଳେ ଆପଣ ମାନଙ୍କୁ ଏହା ସତ୍ୟତା ଜଣାଇ ଦେଲୁ । ଏବଂ ଆପଣ ମାନେ ଏହି ଭିଡ଼ିଓ କୁ ତଳେ ଦେଖି ପାରିବେ । ସେହି ପରି ବେଳେ ଏମିତି ବହୁତ ସ୍ଥାନ ମାନଙ୍କ ରେ ବଡ ବଡ କୋଠା ଘର ତଥା ଇଲେକ୍ଟ୍ରି ପୋଲ୍ ତଥା ଏମିତି ବହୁତ କିଛି ଉପୁଡି ପଡି ଥିବାର ବେଳେ ଏବେ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଖରେ ବିଜୁଳୀ ର ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ ହୋଇ ପାରି ନାହିଁ ।

ସେହି ପରି ଭାବେ ପୁରୀ ର ଅବସ୍ଥା ତା ଠାରୁ ବହୁତ ଗମ୍ଭୀର ରହିଛି ବୋଲି ଜଣା ପଡିଛି । ତଥା ବର୍ତମାନ ସମୟ ରେ 46 ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ 290 ରୁ ଅଧିକ ଲୋକ ମାନେ ଆହାତ ହୋଇ ଛନ୍ତି ।

Leave a Reply

Your email address will not be published. Required fields are marked *