କ୍ରିକେଟର ରାହୁଲ ଦ୍ରାବିଡ୍ ଲଢିବେ ଏହି ଥର ଲୋକ ସଭା ନିର୍ବାଚନ…. ଜାଣନ୍ତୁ କେଉଁ ପାର୍ଟି ର ଟିକେଟ ରୁ ଲଢୁ ଛନ୍ତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି ଏହି ଦିନ ରେ ଲୋକ ସଭା ନିର୍ବାଚନ କୁ ନେଇ ଲୋକ ମାନଙ୍କ ମଧ୍ୟ ରେ କେଉଁ ପରି ଭାବେ ଉତ୍ସାହ ଭରି ରହିଛି । ବୋଲି ।ଏମିତି ରେ ଏହି ଚୁନାମ୍ ରେ ଟିକଟ କୁ ନେଇ ବହୁତ ବଡ ବଡ ସେଲିବ୍ରେଟି ମାନଙ୍କ ନାମ ଆସୁ ଥିବା ବେଳେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଗୋଟିଏ ସେଲିବ୍ରଟି ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ କି ଯେ କ୍ରିକେଟ ଜଗତ ରେ ବହୁତ ନାମ କମେଇ ଥିବା ବେଳେ ସେ ବର୍ତମାନ ସମୟ ରେ ପ୍ରଥମ ଥର ପାଇଁ ନିର୍ବାଚନ ରେ ଛିଡା ହେବା ପାଇଁ ଜାଉଛନ୍ତି ।

ଆସନ୍ତୁ ଜାଣିବା । ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ଏହି ଦିନ ରେ ଇନ୍ଦର ର ଲୋକ ମାନଙ୍କ ଠାରୁ ସୁଣିବା ପାଇଁ ମିଳିଛି କି ସେହି ଠାରେ ଭାରତ ର ପୂର୍ବ କ୍ରିକେଟ ର କ୍ୟପେଟ୍ନ୍ ନିର୍ବାଚନ ଲଢିବା ପାଇଁ ଜାଉ ଛନ୍ତି ବୋଲି । ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଇନ୍ଦର ଠାରେ 8 ଥର ଲଗାତାର ହାରିବା ପରେ ଏହି ଥର ସେଠାକାର ଲୋକ ମାନେ ଏପରି ଗୋଟିଏ ନାମ ନାମ ଖୋଜିବା ରେ ଲାଗି ଛନ୍ତି । ଜାହାଙ୍କ ନାମ ରେ ବହୁଚ ଦମ୍ ଥିବ । ଏବଂ ସେ ଯେପରି ଛଡା ହେବା ମାତ୍ରେ ହିଁ ଜିତି ଯିବେ ।

ଏମିତି ରେ ଏହି ସବୁ ବେଳେ କହିବା କି ଏବେ କା ସମୟ ରେ ସେଠାରେ କଂଗ୍ରେସ୍ ର ରାରୁତୀ ଅଧିକ ପରିମାଣ ରେ ରହି ଥିବା ବେଳେ କିନ୍ତୁ ଆଜକୁ ଆଠ ବର୍ଷ ହେବ ଲୋକ ମାନେ ଏହି ଦଳ କୁ ସେଠାରେ ପସନ୍ଦ କରି ନ ଥିବା ବେଳେ ସେଠାରେ କଂଗ୍ରେସ ର ଲଗାତାର ହାର୍ ଦେଖିବା ପାଇଁ ମିଳିଛି । ତେବେ ସେହି ପରି ବେଳେ ଲୋକ ମାନେ ଏହା ଚାହୁଁ ଛନ୍ତି କି । ରାହୁଲ୍ ଦ୍ରାବିଡ୍ ଙ୍କ ପରି ଆଉ ଜଣେ ଫେମୋସ୍ ନେତା ଯଦି ଏହି ଦଳ ରେ ଇନ୍ଦର ରେ ଏହି ଥର ଛିଜା ହୁଅନ୍ତି ତେବେ ଏହି ଥର ର ନିର୍ବାଚନ ନିଶ୍ଚିତ ଭାବେ ଜିତିବା କଷ୍ଟ କର ନୁହେଁ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ସଠିକ୍ ହୋଇ ନାହିଁ କି ସେ ଏହି ନିର୍ବାଚନ ରେ ସିଟ୍ ପାଇବେ କି ନାହିଁ ।

Leave a Reply

Your email address will not be published. Required fields are marked *