Watch Video – ବିହାର ର ଲୋକାଲ ଟ୍ରେନ୍ ରେ ଅଧ ରାତ୍ରୀ ରେ ହୋଇ ଥାଏ କିଛି ଏପରି ,ଝିଅ ମାନେ ଦେଖନ୍ତୁ ନାହିଁ ।

ଯଦି ଆପଣ ମାନେ କେବେ ବିହାର କୁ ଜାଇ ଥିବେ ସେବି ପୁଣି ଟ୍ରେନ ମାଧ୍ୟମ ରେ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣଇ ଥିବେ । କି କଣ କଣ ପରିସ୍ଥିତି ହୋଇ ଥାଏ ବିହାର ର ଟ୍ରେନ ମାନଙ୍କ ରେ । ଏମିତି ରେ ଏହି କିଛି ଦିନ ତଳେ ବିହାର ଗୋଟିଏ ଲୋକାଲ ଟ୍ରେନ ରେ ହୋଇ ଥିବା କିଛି ଘଟଣା କୁ ଭିଡିଓ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭଆଇରଲ ହେବାର ଦେଖଇବା ପାଇଁ ମିଳୁ ଥିବା ବେଳେ ।

ଏବେ ଏହାକୁ ଇୟୁଟିୟୁବ ରେ ବହୁତ ପରିମାଣ ରେ ଦେଖିବା ପାଇଁ ମିଳୁଛି । ତେବେ ଆମେ ଆପଣ ମାନଙ୍କୁ ଏହି କଥା କୁ ସଂମ୍ପର୍ଣ୍ଣ ଭାବେ ଖୋଲି କରି କହିବା ପାଇଁ ଚାହିଁବୁ କି ଯଦି କୈାଣସି ଝିଅ ବୋହୁ ମାନଙ୍କୁ ସେଠାକାର ଲୋକାଲ ଟ୍ରେନ ରେ ରାତି ର 9 ରୁ ଅଧିକ ସମୟ ରେ ଯିବା ପାଇଁ ଦେଖି ଥାନ୍ତି ତେବେ ଟ୍ରେନ ରେ ଥିବା ଲୋକ ମାନଙ୍କ ମଧ୍ୟ ରୁ କିଛି ଏମିତି ବି ଲୋକାଲ ଟୋକା ମାନେ ରହି ଥାନ୍ତି ।

ଯେଉଁ ମାନେ କି ସେମାନଙ୍କ ଉପରେ ବହୁତ ଖରାପ ନଜର ପକାଇ ଥାନ୍ତି । ତେବେ ଏପରି ବେଳେ ଲୋକ ମାନେ ବିରୋଧ କରିଲେ ମଧ୍ୟ ସେମାନେ ସୁଣିବା ପାଇଁ ନାରାଜ ହୋଇ ଥାନ୍ତି । ତେବେ ଏହି କିଛି ଦିନ ତଳେ ହୋଇ ଥିବା ଘଟଣା ଅନୁସାରେ , ସେଠାକାର କିଛି ଲୋକାଲ ଲୋକ ମାନେ ମିଶି କରି ଗୋଟିଏ ଯୁବତୀ ଙ୍କୁ ଖରାପ ବ୍ୟବହାର କରୁ ଥିବା ସମୟ ରେ କିଛି ଅନ୍ୟ ଲୋକ ମାନେ ସେହି ସବୁକୁ ବିରୋଧ କରି ଥିଲେ ହେଲେ ଏହାର ଫଳ କିଛି ବି ମିଳି ନ ଥିବା ବେଳେ ସେମାନଙ୍କୁ ଓଲଟା ମାଡ ପଡି ଥିବା ଦେଖିବା ପାଇଁ ମିଳି ଥିଲା ।

ତେବେ ଏହି ସମୟ ରେ ବହୁତ ଲୋକ ମାନଙ୍କ ସେଠାକାର ଲୋକାଲ ଟ୍ରେନ୍ ମାନଙ୍କ ରେ ଟାଲୁ ଥିବା ଦେଖିବା ପାଇଁ ମିଳୁ ଥିବା ବେଳେ ଟିଟି ଆଇ ବି ଏହାର ବିରୋଧ କରି ପାରେ ନାହିଁ ତେବେ ଜୋର ସାଉଣ୍ଡ ରେ ରାତି ଅଧ ରେ ଗୀତ ବଜେଇ ଥାନ୍ତି । ଏବଂ ଲୋକ ମାନଙ୍କୁ ବହୁତ ଅସୁବିଧା ରେ ପକଉ ଥିବା ଦେଖିବା ପାଇଁ ମିଳି ଥାଏ । ଏପରି କ୍ଷେତ୍ରେ ଏହି ଦିନ ରେ ଗୋଟିଏ ଟିଟି ଆଇ ଙ୍କ ମୃତ୍ୟୁ ର ଖବର ବି ସୁଣିବା ପାଇଁ ମିଳି ଥିଲା । ତେବେ ଅଧିକ ଜାଣିବା ପାଇଁ ଭିଡିଓ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *