ଗରିବ ଯୁବତୀ ମୋଦିଙ୍କୁ ଲେଖିଲା ପତ୍ର , ମୋ ଭଉଣୀ ର ବିବାହରେ ନିଶ୍ଚିତ ଆସିବେ । ପୁଣି ମୋଦି ଦେଲେ ମଜାଦାର ଜବାବ୍ ।

PM ମୋଦି ମୋ ଭଉଣୀ ର ବିବାହ 29 ଡିସେମ୍ବର ରେ ରହିଛି ତେବେ ନିଶ୍ଚିତ ଭାବେ ଆପଣ ଆସିବେ । ଏମିତି ରେ ଆପଣ ମାନେ ଜାଣି ଥିବେ ଆଜିର ସୋସିଆଲ ମିଡିଆ ରେ କେତେ ପରିମାଣ ରେ ଶକ୍ତି ରହିଛି । ଆଜିର ସମୟ ରେ ଲୋକ ମାନେ ବହୁତ ପରିମାଣ ରେ ସୋସିଆଲ ମିଡିଆ ର ବ୍ୟବହାର କରିବାରେ ଲାଗି ଥିବା ବେଳେ ଲୋକ ମାନେ ପ୍ରତ୍ୟେକ ଦିନ ମୋଦି ଙ୍କ ପାଖକୁ ବହୁତ ଗୁଡିଏ ଚିଠି ପତ୍ର ପଠେଇ ଥାନ୍ତି । ଏମିତି ରେ ସେହି ପରି ଗୋଟିଏ ଘଟଣା ସଂମ୍ପର୍କ ରେ ଆପଣ ମାନଙ୍କୁ କହିବା ପାଇଁ ଜାଉଛୁ ।

ଯେଉଁ ଥିରେ ଗୋଟିଏ ଉତ୍ତର ପ୍ରଦେଶ ର ଗୋଟିଏ ଛୋଟ ପରିବାର ରେ ବଡ ହୋଇ ଥିବା ଝିଅ ସୋସିଆଲ ମିଡିଆ ରେ ବ୍ୟବହାର କରି ସେ ମୋଦି ଙ୍କୁ ନିଜର ନିମନ୍ତ୍ରଣ ପତ୍ର ବିଷୟ ରେ ଏବଂ କହି ଥିଲେ । ଯୁବତୀ ଙ୍କର ନାମ ସୁଖ ରାନୀ ଥିବା ବେଳେ ସେ ବିବାହ ର 8 ଦିନ ପୂର୍ବ ରୁ ଏହି ନିମନ୍ତ୍ରଣ ପତ୍ର କୁ ମୋଦି ଙ୍କ ପାଖକୁ ପଠେଇ ଥିବା ବେଳେ ମୋଦି ଏହାର ଉତ୍ତର ବହୁତ ମଜାଦାର ଭାବେ ଦେଇ ଥିଲେ । ଏବଂ ସେହି ପତ୍ର ରେ ଲେଖା ଥିଲା । କି ସେମାନେ ଦୁଇ ଭଉଣୀ ।

ଏବଂ ବାପା ସାମାନ୍ୟ କୃଷକ ହୋଇ ଥିବା ବେଳେ ସେମାନଙ୍କ ପାଠ ପଢା ହୋଇ ପାରି ନ ଥିବା ବେଳେ ମାତ୍ର 16 ବର୍ଷ ବୟସ ରେ ହିଁ ଏପରି ଗୋଟିଏ ଚିଠି ପଠେଇ ଥିବା ବେଳେ। ଏପରି ଗୋଟିଏ ଖବର ସୁଣିବା ପରେ ମୋଦି ତୁରନ୍ତ ହିଁ ସେହି ଗ୍ରାମ ରେ ଏକ ନୂତନ ସ୍କୁଲ ନିର୍ମାଣ ର ଆଦେଶ ଦେଇ ଥିବା ବେଳେ ସେମାନେ ସେହି ଆଠ ଦିନ ମଧ୍ୟ ରେ ସେଠାରେ ଗୋଟିଏ ସ୍କୁଲ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେବା ସହିତ ସେ ନିଜ ସୋଶିଆଲ ମିଡିଆ ରେ ସେହି ଝିଅ କୁ ରିପ୍ଲାୟ ଦେଇ ଥିଲେ । କି ବିବାହ ବଡ କଥା ନୁହେଁ ।

ଏଠାରେ ଝିଅ ମାନଙ୍କ ପଢିବା କଥା ହିଁ ଜରୁରୀ ଅଟେ । ଏବଂ ବହୁତ ଶିଘ୍ର ହିଁ ସେଠାରେ ଏଡମିଶନ ହେବା ପାଇଁ ମଧ୍ୟ କହି ଥିବା ଜଣା ପଡି ଥିଲା । ଏମିତି ରେ ଯୁବତୀ ଜଣଙ୍କ ଉତ୍ତର ରେ କହି ଥିଲେ । କି ବିବାହ ନ ଆସିବା ମତେ ଦୁଖଃ ଲାଗିବ ନାହିଁ ଏଠାରେ ଗୋଟିଏ ଚିଠି ମାଧ୍ୟମ ରେ ହିଁ ମୋ ଗାଁ ର ଶିକ୍ଷା ବ୍ୟବସ୍ଥା କୁ ଉନ୍ନତି କରି ପାରିଲେ । ସେତିକି ହିଁ ମୋ ପାଇଁ ବହୁତ ବୋଲି । ଜଣା ପଡିଛି । ଏବଂ ମୋଦି ଏଠାରେ ଝିଅ କୁ ଆଶ୍ରିବାଦ ମଧ୍ୟ ପ୍ରଦାନ କରି ଥିଲେ ।

Leave a Reply

Your email address will not be published. Required fields are marked *