କିନ୍ନର ଙ୍କ ଆଶ୍ରୀବାଦ ଅପେକ୍ଷା ଖତରନାକ୍ ହେଉଛି ତାଙ୍କ ଅଭିଶାପ , କିନ୍ନର ଙ୍କୁ ଦେଖିବା ମାତ୍ରେ କୁହନ୍ତୁ ଏହି ଦୁଇଟି ଶବ୍ଦ ଧନବାନ ବନି ଯିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ କେବେ ନା କେବେ କିନ୍ନର ମାନଙ୍କ ବିଷୟ ରେ ସୁଣିବା ବା କେବେ ନା କେବେ ଦେଖିବା ପାଇଁ ପାଇ ଥିବେ । ଆଜି ଆମେ ସେହି କିନ୍ନର ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଜାଉଛୁ । ତେବେ ଏହି କଥା ତ ଆମେ ସବୁ ବେଳେ ଜାଣି ଥାଏ କି କିନ୍ନର ମାନଙ୍କୁ ଖାସ୍ କରି କୈଣସି ସ୍ଥାନ ରେ ଶୁଭ କାର୍ଯ୍ୟ ମାନେ ବିବାହ , ପୂଜା ପର୍ବ ରେ ଦେଖିବା ପାଇଁ ମିଳି ଥାଏ । ଏବଂ ସେମାନେ ମଧ୍ୟ ସେହି ସ୍ଥାନ କୁ ଆସି ବହୁତ ଖୁସି ମଧ୍ୟ ହୋଇ ଥାନ୍ତି । କିନ୍ତୁ ବହୁତ କମ୍ ଲୋକ ମାନଙ୍କୁ ଏହି କଥା ର ଜଣା ନ ଥାଏ କି କିନ୍ନର ମାନେ ଶୁଭ କାର୍ଯ୍ୟ ରେ ଆସି ଆଶ୍ରୀବାଦ ପ୍ରଦାନ କରିଲେ ଶୁଭ ଫଳ ମିଳି ଥାଏ ।

କିନ୍ତୁ କେବେ ଆପଣ ମାନେ ଏହି କଥା ଜାଣିବା ପାଇଁ ଚେଷ୍ଟା କରି ଛନ୍ତି କି କିନ୍ନର ମାନେ କୈଣସି ଲୋକ କୁ ନିଜର ଅଭିଶାପ ଦେଲେ କଣ ହୋଇ ଥାଏ ବୋଲି । ତେବେ ଆମେ ଆପଣ ମାନଙ୍କୁ କହୁଛୁ । ଏବଂ ଏହା ଠାରୁ ବଞ୍ଚିବା ପାଇଁ କଣ କଣ ଉପାୟ କରିବା ପାଇଁ ପଡିବ ବି ଆମେ ଆଜି ଆପଣ ମାନଙ୍କୁ କହିବୁ ।
ସାଧାରଣ ଭାବେ କିନ୍ନର ମାନଙ୍କ ଆଶ୍ରୀବାଦ ଧନ ଦୈଲତ ବର୍ଷି ଦେଇ ଥାଏ । ତେବେ ଏହି ସବୁ ବେଳେ ଯଦି ସେମାନେ କେବେ କୈଣସି ବ୍ୟକ୍ତି ଙ୍କୁ ଅଭିଶାପ ଦିଅନ୍ତି ତେବେ ଘରେ ଉନ୍ନତୀ ତୁରନ୍ତ ହିଁ ଅଟକ ହୋଇ ଥାଏ ।

ଏବଂ ଘରେ ଲକ୍ଷ୍ମୀ ଛାଡି ଜାଆନ୍ତି । ତେବେ ସେଥଇ ପାଇଁ ଲୋକ ମାନେ କିନ୍ନର ମାନଙ୍କୁ ଦେଖିଲେ ସେମାନଙ୍କ ଠୁ କିପରି ଆଶ୍ରୀବାଦ ନେବେ ତାହା ଭାବନ୍ତି । ଯଦି ଆପଣ ମାନେ ଚାହାଁନ୍ତି ନାହିଁ କି ଏପରି ଭୋଗ କରିବା ପାଇଁ ତେବେ ଯେବେ ବି କିନ୍ନର ମାନଙ୍କୁ ଦେଖିବେ ସେମାନଙ୍କୁ କେବେ ବି ନିରାସ କରି ଯିବାକୁ ଦିଅନ୍ତୁ ନାହିଁ । ଏବଂ ସେମାନଙ୍କ ବଚନ ଉପରେ କେବେ ବି କଥା କହିବା କଥା ନୁହେଁ ।

ଏପରି କଲେ ଆପଣ ମାନେ ସେମାନଙ୍କୁ ଆଶ୍ରୀବାଦ ନେଇ ପାରିବେ । ଆଜି କାଲି କିନ୍ନର ମାନେ ବିଶେଷ କରି ଟ୍ରେନ ମାନଙ୍କରେ ଦେଖିବା ପାଇଁ ମିଳି ଥାନ୍ତି । ତେବେ ସବୁ ବେଳେ ସାବଧାନ ରହିବା ଦରକାର ।

Leave a Reply

Your email address will not be published. Required fields are marked *