ଏହି ରାଶି ମାନେ ଶନିଦେବଙ୍କ ପ୍ରୋକପରୁ ହେଲେ ମୁକ୍ତ , ଚାରି ପଟରୁ ମିଳିବ ଖୁସି ଖବର ,ଆଜି ମିଳିବ ଏହି ବଡ ଖୁସି ଖବର ।

ଆପଣ ମାନେ ଜାଣି ଥିବେ ଜ୍ୟତିଷ ଶାସ୍ତ୍ର ରେ ଶିନି ଦେବ ଙ୍କୁ ଜଣେ କୁଶଳ ଦେବତା ଭାବେ ପରିଚିତ କରାଇ ଥାନ୍ତି । ତେବେ ଏମିତି ବେଳେ ଯଦି କୈଣସି ବ୍ୟକ୍ତି ଙ୍କ ଉପରେ ଶନି ଙ୍କ ଖରାପ ଦୃଷ୍ଟି ପଡି ଥାଏ ତେବେ ନିଶ୍ଚିତ ଭାବେ ସେ ତାର ଖରାପ ସମୟ ରେ ଭୋଗ କରି ଥାଏ । ଏବଂ ଏପରି ବେଳେ ଯଦି କୈଣସି ବ୍ୟକ୍ତି ଙ୍କ ଉପରେ ତାଙ୍କର ଦୃଷ୍ଟି ଉଠି ଯାଏ ବା ଭଲ ନଜର ପଡି ଥାଏ । ତେବେ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକି ଉଠି ଥାଏ । ଏମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଆସିଛେ ଯେଉଁ ମାନଙ୍କ ଉପରେ ଏହି ଦିନ ରେ ଶନି ଙ୍କ ଭଲ କୃପା ବରଶିବା ପାଇଁ ଜାଉଛି । ଏବଂ ସେମାନେ ସବୁ ଦିଗ ରୁ ଶୁଭ ଏବଂ ଭଲ ଖବର ମାନ ପାଇବେ । ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଅଧିକ ଜାଣି ନେବା ।
ଏହି ରାଶି ମାନଙ୍କ ଭାଗ୍ୟ ବଦିଳି ଯିବ ।Image result for shani dev

ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ଆମେ ଜଣେଇ ଦେବା ପାଇଁ ଚାହିଁବୁ କି ଆପଣ ମାନେ ଏହି ଦିନ ରେ କୈଣସି ବିଶାଳ କାୟ ବ୍ୟକ୍ତି ଙ୍କ ସହିତ ଭେଟ କରିବେ । ତଥା ଏହି ଦିନ ରେ ଘରେ ପୂଜା ପାଠ ର ଆୟୋଜନ ହେବାର ବି ରହିଛି । ଏମିତି ରେ ଯଦି ଆପଣ ମାନେ ପ୍ରେମ ସଂମ୍ପର୍କ କୁ ନେଇ ଘରେ ବ୍ୟକ୍ତ କରନ୍ତି । ତେବେ ନିଶ୍ଚିତ ଭୀାବେ ଏହାର ଶୁଭ ଫଳ ମିଳିବ ।Image result for shani dev

କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ କି ଆପଣଙ୍କ ଉପରେ ଅଢେଇ ବର୍ଷ ର ଶନି ଙ୍କ ୱଜର ଅବେ ଛାଡି ଯିବାର ରହିଛି । ତେବେ ଆପଣ ମାନଙ୍କ ପାଇଁ ଚତୁର୍ପାରଶ୍ୱ ରୁ ବହୁତ ଭଲ ଖବର ମାନ ଆସିବାର ରହି ଥିବା ବେଳେ ଯଦି ଜମି ବାଟି ସମସ୍ୟା ରହିଛି । ତେବେ ଏହି ଦିନ ରେ ସୁଧାର ହେବାର ରହିଛି ।

ମୀନ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ଆମେ ଜଣେଇ ଦେବା ପାଇଁ ଚାହିଁବୁ କି ଯଦି ଆପଣ ମାନଙ୍କ ଉପରେ ଗାଡି ଘୋଡା କୁ ନେଇ ସବୁ ସମୟ ରେ ଅସୁବିଧା ଦେଖିବା ପାଇଁ ମିଳି ଥାଏ । ତେବେ ଏହି ସମୟ ପରେ ଆପଣଙ୍କ ପାଖରୁ ଏହା ସଂମ୍ପର୍ଣ୍ଣ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *