ସ୍କୁଲ ବସ୍ ରେ ଥିବା ଛାତ୍ରିର ଅଚାନକ ପିରିୟଡ ଆରମ୍ଭ ହୋଇ ଗଲା , ପୁଣି ଗୋଟେ ଯୁବକ ଜାହା କରିଲା ଜାଣି ଦୋହଲି ଯବେ ଆପଣ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ,ସ୍ୱାଗତ କରୁଛୁ । ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଫେସବୁକ୍ ରେ ବର୍ତମାନ ସମୟ ରେ ଗୁରୁଗ୍ରାମ୍ ମାମାଁ ନାମକ ଏକ ପେଜ୍ ତିଆରି କରା ଜାଇ ଅଛି ତବେ ଏହି ଦିନ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଦିନ ରେ ସେହି ପେଜ୍ ରେ ଗୋଟିଏ ମାଆ ନିଜ ଝିଅ ସହିତ ହୋଇ ଥିବା ଘଟଣା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିଛି । ତେବେ ଏହି ଦିନ ରେ ଏହି ପୋଷ୍ଟ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ପୋଷ୍ଟ କୁ ଏବେ ପର୍ଯ୍ୟନ୍ତ 3 ମିଲିୟନ୍ ରୁ ବି ଅଧିକ ଲୋକ ମାନେ ଦେଖି ଥିବା ଜଣା ଜାିଛି । ତେବେ ଏହି ପୋଷ୍ଟ ର କଥା ଅନୁସାରେ ।

ସ୍କୁଲ ବସ୍ ର ଆରମ୍ଭ ହୋଇ ଗଲା ପିରିୟଡ୍ ।
ମହିଳା ଜଣଙ୍କ ଲେଖି ଛନ୍ତି ଆଜି ରାସ୍ତା ରେ ମୋ ଝିଅ ଘରକୁ ଆସୁ ଥିବା ସ୍କୁଲ୍ ବସ୍ ରେ ହିଁ ପିରିୟଡ ଆରମ୍ଭ ହୋଇ ଗଲା । ତେବେ ସେହି ବସ୍ ରେ ଥିବା ଗୋଟିଏ ଯୁବକ ଯେ କି ମୋ ଝିଅ କୁ ଜାଣେ ବି ନାହିଁ ସେ ମୋ ଝିଅ କୁ ଗୋଟିଏ କୋଣ କୁ ନେଇ ଗଲା ଏବଂ କହିଲା ତୁମର ପଛରେ ପେଡ୍ ରେ ଦାଗ ଦେଖା ଜାଉଛି ।

ତେବେ ସେ ଏହି ପରି କହିବା ପରେ ପରେ ସେ ନିଜର ସାର୍ଟ ଖୋଲି କରି ଝିଅ କୁ କମର ରେ ବାନ୍ଧି ନେବା ପାଇଁ କହି ଥିଲା । ଯେଉଁ ଥିରେ ତୁମକୁ ଘରକୁ ଯିବା ପାଇଁ ବହୁତ ସହଜ ହେବ । ଏଥି ସହିତ ମହିଳା ଜଣଙ୍କ ପିଲା ର ପ୍ରସଂଶା କରିବା ସହିତ ସେ କହି ଥିଲେ କି ସେହି ପିଲା ଜଣଙ୍କ କିଏ ମୁଁ ଜାଣେ ନାହିଁ କିନ୍ତୁ ନିଶ୍ଚିତ ଭାବେ ସେ ଗୋଟିଏ ସଂସ୍କାରି ପରିବାର ରୁ ଅଟେ । ସେଥି ପାଇଁ ଏମିତି କହି ଥିଲା । ଏମିତି ରେ ବର୍ତମାନ ସମୟ ରେ ଏହି ପୋଷ୍ଟ କୁ ନେଇ ବହୁତ ପରିମାଣ ରେ ଚର୍ଚ୍ଛା ଯୋଜ ଧରିଛି ।

Leave a Reply

Your email address will not be published. Required fields are marked *