ବିଦେଶ ରେ ବନୁ ଥିବା ଏହି ଜିନିଷ ଗୁଡିକ ଧଦରା ଭାବେ ଆଜିବି ଆମ ଦେଶ ରେ ବ୍ୟବହାର କରନ୍ତି ଲୋକ । ତୃତୀୟ ନମ୍ଭର ଜିନିଷ କୁ କେବେ ବି ବ୍ୟବହାର କରନ୍ତୁ ନାହିଁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ବର୍ତମାନ ସମୟ ରେ ଆମ ଭାରତ ରେ ଯେଉଁ ଜିନିଷ ବ୍ୟବହାର ଆମେ ମାନେ କରି ଥାଏ । ସେହି ଜିନିଷ କୁ ଆମେରିକା ଓ ଏମିତି ଅନ୍ୟ ଦେଶ ରେ ବ୍ୟନ୍ କରା ଜାଇଛି । ବୋଲି । ତେବେ ଆସନ୍ତୁ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ଭାରତୀୟ ପ୍ରୋଡକ୍ଟ ବିଷୟ ରେ କହିବା । 1. Lifebuoy SoapLifebuoy Soap
ଭାରତ ରେ କହି ବିକ୍ରି ହେଉ ଥିବା ଏହି ସାବୁନ୍ କୁ ଆମେ ବହୁତ ଆନନ୍ଦ ର ସହିତ ବ୍ୟବହାର କରି ଥାଏ । କିନ୍ତୁ କଣ ଆପଣ ମାନେ କଣ ଜାଣିବା ପାଇଁ ଚାହିଁ ଛନ୍ତି କି । ଦେହ ର ଜର୍ମ ରୁ ମୁକ୍ତି କରୁ ଥିବା ଏହି ସାବୁନ୍ କୁ କିଛି ଅସୁବିଧା ହେତୁ । ଆମେରିକା ଏବଂ କିଛି ଦେଶ ମାନଙ୍କ ରେ ବ୍ୟବହାର କୁ ବନ୍ଦ କରା ଜାଇ ଅଛି । 2.
Red Bull
ଆପଣ ମାନେ ବହୁତ ଦୋକାନ ମାନଙ୍କ ରେ ଏହି ଜିନିଷ କୁ ବିକ୍ରି ହେଉ ଥିବାର ଦେଖି ବା ପାଇଁ ପାଇ ଥିବେ । ତେବେ କଣ ର୍ଆପଣ ମାନେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ମାଇଣ୍ଡ କୁ ଫ୍ରେସ୍ କରୁ ଥିବା ଏବେ ରେଡ ବ୍ଲୁ ରେ ଆଲକୋହ୍ଲ ର ମାତ୍ରା ବହୁତ ପରିମାଣ ରେ ଥିବାମ ଯୋଗୁ ଏହାକୁ ଅନ୍ୟ ହେଶ ମାନଙ୍କ ରେ ବ୍ୟନ୍ କରା ଜାଇଛି ।

3.Disprin
ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଦେହ ରେ ବ୍ୟଥା ଏବଂ ପେନ୍ କିଲ୍ଲର ନାମରେ ପରିଚିତ ଥିବା ଏହି ମେଡିସିୀନ୍ କୁ ଅନ୍ୟ ଦେଶ ମାନଙ୍କ ରେ ବ୍ୟନ୍ କରା ଜାଇ ଅଛି ।

4.Kinder Joy
ଆପଣ ମାନେ ବହୁତ ସମୟ ରେ ଦେଖିବା ପାଇଁ ପାଇ ଥାନ୍ତି ପିଲା ମାନେ ଦୋକାନ ରେ ଯେତେ ବେଳେ ଜାଇ ଥାନ୍ତି । ତେବେ କିଣ୍ଡର ଜୟ ଭଳି ଜିନିଷ ଖାଇବା ପାଇଁ କହି ଥାନ୍ତି । ତେବେ କହିବା ପାଇଁ ଚାହିଁବୁ କି ଏହି ପ୍ରଡ୍କଟ ବହୁତ ପୁରୁଣା ମାନେ ଏହାର କୈଣସି ଏକ୍ସପାରି ନ ଥିବା ବେଳେ ଏହାକୁ ବିଦେଶ ରେ ବ୍ୟନ୍ କରା ଜାଇ ଅଛି । ତେବେ ଆପଣ ମାନଙ୍କୁ ଆମ ତରଫ ରୁ କହିବୁ ଏହାକୁ ନ ଖାଇବା ପାଇଁ ।

Leave a Reply

Your email address will not be published. Required fields are marked *