ବାପ ହୋଇ ନିଜ ଝିଅ ସହିତ 15 ବର୍ଷ ପର୍ଯ୍ୟନ୍ତ ବନେଇଲେ ଜୈନ ସମନ୍ଧ ପତ୍ନୀ ବି ଦେଲେ ଯୋଗ , ପୁଣି ଗୋଟିଏ ଦିନ ଅଚାନକ ।

ବାପ ହୋଇ ନିଜ ଝିଅ ସହିତ 15 ବର୍ଷ ପର୍ଯ୍ୟନ୍ତ ବନେଇଲେ ଜୈନ ସମନ୍ଧ ପତ୍ନୀ ବି ଦେଲେ ଯୋଗ ଆମେରିକା ର ସନସିନଟି (Cincinnati) ରେ ଏହି ପରି ଗୋଚିଏ ସଂମ୍ପର୍କ ଉପରୁ ପରାଦା ଉଠେଇ ଥିଲା ପୋଲିସ୍ । ତେବେ ଆସନ୍ତୁ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଖବର ଜାଣି ନେବା । ବାପ ର ନବୈଦ୍ଧିକ ସଂମ୍ପର୍କ ଯୋଗୁଁ ହିଁ ଝିଅ ମାତ୍ର 11 ବର୍ଷ ବୟସ ରେ ହିଁ ହୋଇଛି ଗର୍ଭବତୀ । ତେବେ ବର୍ତମାନ ସମୟ ରେ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି । ତେବେ ଏହା ଠାରୁ ଆଉ ଲଜ୍ୟା ଜନକ ଖବର କଣ ବା ହୋଇ ପାରେ ।

ଏମିତି ରେ ସଂମ୍ପର୍ଣ୍ଣ ଖବର ଟି ହେଲା । ଏବେ ଏହି ମାମାଲା ରେ କୋର୍ଟ ରେ କେସ୍ ଝିଅ ଦେଇ ଥିବା ବେଳେ ଏପରି କ୍ଷେତ୍ର ରେ ବାପ ଉପରେ 23 ଟି ଆରୋପ ଲାଗି ଥିବା ଦେଖିବା ପାଇଁ ମିଳିଛି । ତେବେ ଏମିତି ବେଳେ ଏହି ପକ୍ଷ ରେ ନିଜ ମାଆ ବି ବାପ କୁ ବହୁତ ସାହାଯ୍ୟ କରି ଥିବା ଦେଖିବା ପାଇଁ ମିଳି ଥିବା ବେଳେ ଝିଅ (sexual exploitation)ରେ ମାଆ କୁ 2 ବର୍ଷ ର ଜେଲ ଜଣ୍ଡ ଏବଂ ବାପ କୁ 7 ବର୍ଷ ର ଜେଲ୍ ଦଣ୍ଡ ହୋଇ ଥିବା ଦେଖିବା ପାଇଁ ମିଳିଛି ।

ଏମିତି ବେଳେ ଆପଣ ମାନେ ଭାବୁ ଥିବେ । ଏହି ଖବର କୁ 15 ବର୍ଷ ପର୍ଯ୍ୟ ସେମାନେ ଲୁଚି କରି ରଖିଲେ କିପରି ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ । ଏଠାରେ ବାପା ମାଆ ଏହା ଦର୍ଶାଇ ଥିଲେ । କି ଝିଅ ତାଙ୍କ ନିଜର ନୁହେଁ । ବୋଲି । ତେବେ ଏହି ପରି ବେଳେ ସେମାନେ ତାକୁ 5 ବର୍ଷ ବୟସ ରେ ରାସ୍ତା କୋଡ ରୁ ଆଣି ପାଳି ପୋଶି ବଡ କରି ଥିବା ବେଳେ ପରେ ପରେ ସେମାନେ ,ତା ଉପରେ ଏମିତି ଗୋଟିଏ ଅତ୍ୟା ଚାର କରି ଥିବା ଦେଖିବା ପାଇଁ ମିଳି ଥିବା ବେଳେ ଏହି ଦିନ ରେ ପୋଲିସ୍ ଏହାର ଖୋଳତାଳ କରିବା ପରେ ପରେ ସଂମ୍ପର୍ଣ୍ଣ ଖବର କଣ ଜଣା ପଡିଛି । ତେବେ ଏହି ନେଇ ଆପଣ ମାନଙ୍କ ମତ କଣ ରହିଛି ଆମକୁ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *