କେବଳ ସାରିରୀକ ସଂମ୍ପର୍କ ରୁ ନୁହେଁ ବରଂ ଏହି କାର୍ଯ୍ୟରୁ ବି ମଳିଥାଏ ଆନନ୍ଦ ମହିଳା ମାନଙ୍କୁ , ଜାଣିଲେ ଆପଣଙ୍କର ହୋସ ଉଡିଯିବ

ଆପଣ ମାନଙ୍କୁ ଆମର ପୋର୍ଟ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଭଗବାନ ଏହି ଦୁନିଆଁ ରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ କୁ କେବଳ ମିଳନ ଆଖ୍ୟା ରେ ହିଁ ପଠେଇ ଛନ୍ତି । ଯେମିତି କି ସେମାନେ ଦୁହଁ ଦୁହିଁଙ୍କୁ ବହୁତ ଭଲ ପାଇବେ ବୋଲି ।ତେବେ ପରେ ପରେ ସେମାନେ ଯେତେ ବେଳେ ଗୋଟିଏ ଲାଇଫ ପାର୍ଟନର ହୋଇ ଥାନ୍ତି । ତେବେ ସେତେ ବେଳେ ସେମାନଙ୍କ ଜିବନ ର ମୋଡ କିଛି ଅଲଗା ହୋଇ ଜାଇ ଥାଏ ।

ଏଣିତି ସମୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ପତି ପତ୍ନୀ ବା ଗାର୍ଲ ଫ୍ରେଣ୍ଡ ବା ବୟଫ୍ରେଣ୍ଡ ଦୁହେଁ ଦୁହିଁ ଙ୍କର ଧ୍ୟନ ରଖନ୍ତି । ତେବେ ସେମାନେ କିପରି ଭାବେ ଅନ୍ୟ ର ଇଚ୍ଛା କୁ ପୂରଣ କରିବା ପାଇଁ ଚିନ୍ତା କରନ୍ତି । ତେବେ କେବେ କେବେ ଏମିତି ହୋଇ ଥାଏ କି ପତି ପତ୍ନୀ ର ଧ୍ୟନ ବହୁତ ଅଧିକ ରଖିବା ପାଇଁ ଚେଷ୍ଟା କରେ ତ କେବେ କେବେ ପତ୍ନୀ । କିନ୍ତୁ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହା ସମୟ ବଢିବା ସହିତ ସେମାନଙ୍କ ମଧ୍ୟ ରେ ବି ଯେପରି କୁଆଡେ ଗାୟବ ହୋଇ ଯାଏ ।

ଏବଂ ପରେ ପରେ ସମାନଙ୍କ ମଧ୍ୟ ରେ ସଂମ୍ପର୍କ ଖରାପ ହୋଇ ଥାଏ । ତେବେ ଆପଣ ମାନେ ସେହି ସମୟ ରେ ତାହାକୁ ସୁଧୁରେଇବା ପାଇଁ ଚେଷ୍ଟା କରନ୍ତି । ତେବେ ଆମେ ଆପଣ ମାନଙ୍କୁ ଏହାର ଉତ୍ତର ଦେବା ପାଇଁ ଆସିଛୁ । କି କେବେ କେବେ ପତି ଏବଂ ପତ୍ନୀ ଦୁହଁ ଙ୍କୁ ଦୁହଁଙ୍କ ଧ୍ୟନ ରଖିବା ତଥା ପ୍ରଣ ସଂମ୍ପର୍ଖ କୁ ନିର୍ବିଡ କରିବା ଆବଶ୍ୟକ ହୋଇ ଥାଏ ।

ଏମିତି ରେ ଆପଣ ମାନେ ଗୋଟିଏ ସପ୍ତାହ ରେ କୁଆଡେ କୁଆଡେ ବୁଲିବା ପାଇଁ ମଧ୍ୟ ଜାଇ ପାରନ୍ତି । ତେବେ ସେହି ପରି ବେଳେ ଦୁହିଁ ଙ୍କ ମଧ୍ୟ ରେ ପ୍ରେମ ବଢି ଥାଏ । ଏବଂ ସେମାନେ ଦୁହିଁଙ୍କୁ ବହୁତ ପସନ୍ଦ କରି ଥାନ୍ତି । ତେବେ ଏମିତି ରେ ପତି ର ଗୋଟିଏ କର୍ତ୍ତବ୍ୟ ରହି ଥାଏ କି କେବେ କେବେ ପତ୍ନୀ ଙ୍କୁ ଛୋଟ ବଡ ଉପହାର ଦେବା ଦରକାର । ତେବେ ସେମାନେ ବହୁତ ଖୁସି ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *