ଏହି ଯୁବତୀ କରିବା ପାଇଁ ଚାହିଁଲେ ନିଜ ଭାଇକୁ ହିଁ ବିବାହ, କାରଣ ଏମିତି କି କେହିବି ଭାବି ନ ଥିବେ ।

ବିବାହ ହେଉଛି ଏକ ପବିତ୍ର ବନ୍ଧନ ଆପଣ ମାନେ ବହୁତ ଭଳ ଭାବେ ଜାଣି ଥି୍ବେ କି । ଏହି ସଂମ୍ପର୍କ କୁ ନେଇ କେହି କେବେ ବି ମଜାକ୍ କରି ପାରିବେ ନାହିଁ । ଏବଂ ଏହି ହନ୍ଧନ ଗୋଟିଏ ଏପରି ସଂମ୍ପର୍କ ଅଟେ । ଜାହା କେହି ବି କୈଣସି କାର୍ଯ୍ୟ ରେ କାଟି ପାରିବେ ନାହିଁ । ତଥା ଏହା ଏମିତି ଗୋଟିଏ ସୂତା ରେ ବନ୍ଧା ହୋଇ ଥାଏ । ଆପଣ ମାନେ ଚାହିଁଲେ ବି ଅଲଗା କରି ପାରିବେ ନାହିଁ । ସେହି ପରି ବେଳେ ଗୋଟିଏ ଯୁବତୀ ମନ ରେ ତାର ସାଥୀ କୁ ନେଇ ଏମିତି ବହୁତ କିଛି ଭାବି ଥାଏ ।

ଏବଂ ସେହି ପରି ଭାବେ ଗୋଟିଏ ପୁରୁଷ ମଧ୍ୟ ସେହି ପରି ଭାବି ଥାଏ । ତେବେ ଏଠାରେ କିଛି ଲୋକ ମାନଙ୍କ କହିବା କଥା ହେବା କୈଣସି ଗୋଟିଏ ବିବାହ ରେ କୈଣସି ବ୍ୟକ୍ତି କେଉଁ ଯୁବତୀ ଙଅକୁ ବିବାହ କରିବେ ତାହା ନିଶ୍ଚିତ ଭାବେ ଉପର ବାଲା ହିଁ ଫିକ୍ସ କରି ଛାଡି ଥାଏ । ସାଧାରଣ ପ୍ରେମ ରେ ଆପଣ ମାନେ ଜାଣି ଥିବେ କି ପ୍ରେମି ମାନଙ୍କୁ ବହୁତ କଷ୍ଟ ଦେଇ ଯିବା ପାଇଁ ପଡି ଥିବା ବେଳେ କିନ୍ତୁ ଏଠାରେ ଆମେ ଏପରି ଗୋଟିଏ ଯୁବତୀ ଙ୍କ କଥା କହିବା ଯେ କି ପ୍ରେମ ପାଇଁ ଏପରି ଗୋଟିଏ କାଣ୍ଡ କରି ବସି ଛନ୍ତି ଜାହା ଜାଣି ଲେ ଆପଣ ମାନେ ନିଶ୍ଚିତ ଭାବେ ଘୃଣା ଏବଂ ଆଶ୍ଚର୍ଯ୍ୟ ହେବେ ।

ତେବେ ସଂମ୍ପର୍ଣ୍ମ ଭାବେ କହିବା ପାଇଁ ଗଲେ । ଏଠାରେ ନିଜ ଭଉଣୀ ହିଁ ନିଜ ଭାଇ ଙ୍କ ପ୍ରେମ ରେ ପଡିଛନ୍ତି । ତେବେ ଯେଉଁ ହାତ ରେ ଦିନେ ରାକ୍ଷୀ ବାନ୍ଦୁ ଥିଲେ । ହେଲେ ଆଜି ସେହି ଭାଇ ମଧ୍ୟ ନିଜ ଭଉଣୀ ଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଥିବା ଦେଖଇବା ପାଇଁ ମିଳିଛି । ତେବେ ଏହି ଘଟଣା ଟି ଗୁରୁଜାଟ ରେ ଏକ ଅଂଚଳ ରେ ହୋଇ ଥିବା ବେଳେ ଏହି ଘଟଣା କୁ ନେଇ ସେମାନଙ୍କ ବିବାହ କରୁ ଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ପ୍ରଚୁୁର ଲୋକ ମାନଙ୍କ ଭିଡ ଦେଖିବା ପାଇଁ ମିଳିଛି ।

ଏହି ଘଟଣା ସେମାନେ ନିଜ ଇଚ୍ଛା ରେ କରୁ ଥିବା ହେତୁ ସେମାନେ ପୋଲିସ୍ ଙ୍କ ସାମ୍ନା ରେ ଏହି ବିବାହ କରି ଛନ୍ତି । ତେବେ ଏଠାରେ ପରିବାର ଲୋକ ମାନେ ବି କିଛି କରି ପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *