ଇଣ୍ଟର ଭିୟୁ ରେ ଯୁବତୀ ଙ୍କୁ ପଚରା ଗଲା PAN CARD କୁ ଓଡ଼ିଆ ରେ କଣ କହନ୍ତି । ଯୁବତୀ ଦେଲେ ଏପରି ଜବାବ୍ ।

ଆପଣ ମାନଙ୍କୁ ଆମର ପୋର୍ଟଲ ରେ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆମେ ଯଦି ଆମ ଭାରତ ର କଥା କହିବା ତେବେ ନିଶ୍ଚିତ ଭାବେ ଗୋଟିଏ ଚାକିରୀ ପାଇବା ବହୁତ କଷ୍ଟ କର ଆପଣ ମାନେ ବହୁତ ଭଳ ଭାବେ ଜାଣି ଥିବେ । ତେବେ ଏମିତି ରେ ଗୋଟିଏ ଚାକିରୀ କୁ ନେଇ ବହୁତ କମ୍ପଟିଟିସନ ହେବାରେ ଲାଗୁ ଥିବା ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି । ଯଦି କୈଣସି କ୍ଷେତ୍ର ରେ ପ୍ରାଇଭେଟ ଚାକିରୀ ଟିଏ ବି ମିଳୁଛି । ତେବେ କୈଣସି ବ୍ୟକ୍ତି ନାଁ କହିବା ପୂର୍ବ ରୁ ସହେ ଥର ଭାବିବା ପାଇଁ ଲାଗୁଛି ।

ତେବେ ଏପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଜି କାଲି ର ଗୋଟିଏ ଚାକିରୀ ପାଇବା ବେଳେ ପଚରା ଜାଉ ଥିବା କିଛି ପ୍ରଶ୍ନ ବିଷୟ ରେ । ତେବେ କହିବା ପାଇଁ ଚାହିଁବୁ କି ଏହି ସବୁ ବହୁତ କଷ୍ଟ ପୂର୍ଣ୍ଣ ହେଉ ଥିବା ବେଳେ ଲୋକ ମାନେ ସାଧାରଣ ଭାବେ ଉତ୍ତର ଦେବା ପାଇଁ ବହୁତ କଷ୍ଟ ଉଠେଇବା ପାଇଁ ପଡି ଥାଏ । ତେବେ ଆସନ୍ତୁ ଆମେ ବି ସେହି ପରି କିଛି ପ୍ରଶ୍ନ ଓ ତା ସହିତ ତାର ଉତ୍ତର ବି ଜାଣିବା ।

1.ପ୍ରଶ୍ନ – ପୃଥିବୀ ରେ ଭୁ ସ୍ଥଳ ରେ ପ୍ରଚୁର ମାତ୍ରା ରେ ପାଉ ଥିବା ଧାତୁ ର ନାମ କଣ ।
ଉତ୍ତର – ଆଲୁମିନିୟମ୍
2.ପ୍ରଶ୍ନ – ଅର୍ଥ ଶାସ୍ତ୍ର ର ଲେଖକ କିଏ ।
ଉତ୍ତର – ଆଚାର୍ଯ୍ୟ ଚାଣକ୍ୟ
3. ପ୍ରଶ୍ନ- ମନୁଷ୍ୟ ଶରିରୀ ରେ ଲାଲ ରକ୍ତ ର କଣିକା କେତେ ଦିନ ପର୍ଯ୍ୟନ୍ତ ଜିବିତ ରହି ଥାଏ ।
ଉତ୍ତର -120 ଦିନ
4.ପ୍ରଶ୍ନ-PAN CARD କୁ ଓଡ଼ିଆ ରେ କଣ କହନ୍ତି ।
ଉତ୍ତର – ସ୍ଥାୟୀ ଖାତା ସଂଖ୍ୟା ।

ତେବେ ଏହି ପରି ଭାବେ ବହୁତ ଉତ୍ତର ମାନ ରହିଛି । ଏବଂ ପ୍ରଶ୍ନ ବି ରହିଛି ଯେଉଁ ଗୁଡିକୁ କୈଣସି ସ୍ଥାନ ରେ ଆପଣ ମାନେ ଚାକିରୀ ଟିଏ କରିବା ପାଇଁ ଗଲେ ପଚରା ଯାଏ । ତେବେ ଏହି ପରି ବେଳେ ଯଦି ଆପଣ ମାନେ ଏହି ସବୁ କୁ ଜାଣି ଥାନ୍ତି ତେବେ ନିଶ୍ଚିତ ଭାବେ ଏହାର ଉତ୍ତର ଦେଇ ପାରିବେ ।

Leave a Reply

Your email address will not be published. Required fields are marked *