ଝିଅ ନାମ ରେ ଆଜି ହିଁ ଭରନ୍ତୁ ଏହି ଫର୍ମ ,ଝିଅ ର 21 ବର୍ଷ ହେବା ପରେ ଝିଅ କୁ ମିଳିବ 77 ଲକ୍ଷ 99 ହଜାର ଟଙ୍କା ।

ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନଙ୍କ ର ଗୋଟିଏ ଝିଅ ରହିଛଇ । ଏବଂ ପରେ ଆପଣ ମାନେ ସ୍ୱପ୍ନ ଦେଖି ଛନ୍ତି କି ତାର ବିବାହ ଗୋଟିଏ ବଡ ଘର ଏବଂ ଧୁମ୍ ଧାମ୍ କରିବା ପାଇଁ ତେବେ ନିଶ୍ଚିତ ଭାବେ ଜାଣନ୍ତୁ । ଆପଣ ମାନେ ଏବେଠୁ କୋଟି ପତି ହୋଇ ଗଲେ ବୋଲି । ତେବେ ଆସନ୍ତୁ ତାହା କେମିତି ଆମେ ମାନେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ସୂଚନା ଅନୁସାରେ ବର୍ତମାନ ସମୟ ରେ ପ୍ରଧାନ ମନ୍ତ୍ରୀ ଙ୍କ ନୂତନ ଯୋଜନା ଅନୁସାରେ ଆପଣ ମାନେ ଏହି ସବୁ ର ସଂମ୍ପର୍ଣ୍ଣ ଲାଭ ଉଠେଇ ପାରିବେ ।

ତେବେ ଏହି ଯୋଜନା କୁ ପ୍ରଧାନ ମନ୍ତ୍ରୀ ସୁକନ୍ୟା ଯୋଜନା ଭାବେ ପରିଚିତ କରେଇ ଥିବା ବେଳେ ଆପଣ ମାନଙ୍କୁ ଏଥିରେ ସୁକନ୍ୟା ପ୍ରକାନ୍ତି ଫର୍ମ କୁ ପୂରଣ କରିବା ପାଇଁ ପଡି ଥିବା ବେଳେ ଏଥି ମଧ୍ୟ ରେ ଆପଣ ମାନଙ୍କୁ ଝିଅ ର ନାମ ରେ ବ୍ୟଙ୍କ ରେ ଗୋଟିଏ ଏକାଉଣ୍ଟ ବି ଖୋଲିବା ପାଇଁ ପଡିବ । ତେବେ ନିଶ୍ଚିତ ଭାବେ ଆପଣ ମାନେ ଏହି ଯୋଜନା ର ଲାଭ ଉଠେଇ ପାରିବେ । ଏବଂ ଏହାର ଅନ୍ୟାନ ବି ନିୟମ ମାନ ରହିଛି ।

ତେବେ ଆସନ୍ତୁ ଜାଣି ନେବା । ସୂଚନା ଅନୁସାରେ ଝିଅ ର ନାମ ରେ ଏହି ଏକାଉଣ୍ଟ ଖୋଲିବା ପରେ ପରେ ଆପଣ ମାନେ ଏହି ବ୍ୟତିତ ତା ନାମ ରେ ସେହି ଏକାଉଣ୍ଟ ରେ 14 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସ କୁ 12,500 ଟଙ୍କା ଦେବା ପାଇଁ ପଡିବ । ଏବଂ ଏଥି ବ୍ୟତିତ ଯେତେ ବେଳେ ଏହି 14 ବର୍ଷ ପୂରଣ ହେବ । ଏବଂ ଆପଣ ଙ୍କ ଝିଅ 21 ବର୍ଷ ର ହୋଇ ଯିବ ତେବେ ଆପଣ ସେହି ଏକାଉଣ୍ଟ ରେ 77,99,280 ଟଙ୍କା ପାଇବେ ।

ତେବେ ଏତି ବ୍ୟତିତ ଆପଣ ମାନଙ୍କୁ ଏହି କଥା ର ବି ସୂଚନା ଦେବା ପାଇଁ ଚାହିଁବୁ କି । ଯଦି ଏହି ରାଶି ମିଳଇବା ପରେ ପରେ ଆପଣଙ୍କ ଝିଅ ର ବିବାହ ହୋଇ ପାରୁ ନାହିଁ । ତେବେ ସେହି ଏକାଉଣ୍ଟ ରେ ପ୍ରତି ମାସ ହିସାବ ରେ ସୁଧ ବଢି ବଢି ଯିବ । ଏବଂ ଆପଣ ଙଅକ ଝିଅ ର 25 ବର୍ଷ ହେବା ପରେ ସେଗହି ଏକାଉଣ୍ଟ ରେ 1 କୋଟି ଟଙ୍କା ପାଇବେ ।

Leave a Reply

Your email address will not be published. Required fields are marked *