ପର୍ନ ଫିଲ୍ମ ଦେଖୁ ଥିବା ଲୋକ ମାନଙ୍କ ଉପରେ ଲାଗୁ ହେବ ଏହି ତିନୋଟି ନିୟମ, ନିୟମ ଭାଙ୍ଗିଲେ ହେବ ଜେଲ୍ ।

ଆଜିର ସମୟ ରେ ଆମ ଭାରତ ରେ ବହୁତ ସଂଖ୍ୟା ରେ ଇଣ୍ଟରନେଟ୍ ବ୍ୟବହାର କର୍ତ୍ତା ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ଗୋଟିଏ ଶର୍ଭେ ର ଯଦି ଆମେ ମାନେ ମାନିବା ତେବେ ନିଶ୍ଚିତ ଭାବେ ଏବେ ଭାରତ ଇକୋନମି ହିସାବ ରେ ଦ୍ୱତୀୟ ସ୍ଥାନ ରେ ରହିଛି ଯେ କି ବହୁତ ଅଧିକ ଡାଟା ର ବ୍ୟବହାର କରୁଛି । ଏପଟେ । ଏହି ଇଣ୍ଟରନେଟ ବ୍ୟବହାର କାରୀ ମାନଙ୍କୁ ବହୁତ ଗୁଡିଏ ନିୟମ ଭିତରେ ଯିବାକୁ ପଡୁଛି । ତେବେ ଏମିତି ଭିତରେ 2017 ର ମାନିବା ତେବେ ଦିନିଆଁ ର ସର୍ବ ପ୍ରଥମ ଦେଶ ଭାରତ ଯେଉଁ ଠାରେ କି ବେସି ମାତ୍ରା ରେ ପର୍ନ ଭିଡ଼ିଓ ମାନ ଦେଖା ଜାଇ ଥାଏ ।

ଏମିତି ବେଳେ ଏହି ସବୁ କୁ ନେଇ ଆମ ଭାରତ ସରକାର ଙ୍କ କଡା ନିୟମ ଅନୁସାରେ ଲୋକ ମାନଙ୍କ ପାଖରେ ପର୍ନ ଉପଲ୍ବଧ କରା ଗଲା ନାହିଁ । ତେବେ ଏବେବି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ କି ପର୍ନ ଭିଡ଼ିଓ କୁ ଦେଖି ଥାନ୍ତି । ତେବେ ସେହି ମାନଙ୍କ ପାଇଁ ଭାରତ ସରକାର ଙ୍କ ପକ୍ଷ ରୁ ତିନୋଟି ନିୟମ ପ୍ରୋୟଣନ କରା ଜାଇ ଥିବା ଏଠାରେ ଦେଖିବା ପାଇଁ ମିଳିଛି । ତେବେ ପ୍ରଥମ ରେ ଯଦି ଆମେ କହିବା ତେବେ ଯଦି ଆପଣ ମାନେ ସର୍ବ ସାଧାରଣ ରେ ଏହି ପର୍ନ ଭି଼ଡ଼ିଓ ମାନଙ୍କୁ ଦେଖୁ ଛନ୍ତି । ତେବେ ଆପଣ ମାନଙ୍କୁ 10 ହଜାର ପର୍ଯ୍ୟନ୍ତ ଜୋରିମାନା ଦେବା ପାଇଁ ପଡିବ ।

ଏବଂ ଏଥି ସହିତ ଯଦି କୈଣସି କ୍ଷେତ୍ର ରେ ଆପଣ ମାନେ ନିଜର ସୋଶିଆଲ ମିଡିଆ ରେ ପର୍ନ ଛାଡୁ ଛନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ 6 ମାସ ରୁ 1 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ । ଏବଂ ସେଷ ରେ ରହିଛି ଯଦି ଆପଣ ମାନେ ଚାଇଲ୍ଡ ପର୍ନୋଗ୍ରାଫି କୁ ପ୍ରସୟ ଦେଉ ଛନ୍ତି । ତେବେ ଆପଣ ମାନଙ୍କ ବିରୋଧ ରେ ବହୁତ ବଡ ଏକ୍ସନ ନେବା ପାଇଁ ସରକାର କହି ଛନ୍ତି । ତେବେ ଏମିତି ବେଳେ 10 ହଜାର ଜୋରିମାନା ସହିତ 6 ମାସ ର ଜେଲ ଦଣ୍ଡ ହୋଇ ପାରେ । ତେବେ ଏହାକୁ ଲକ୍ଷ ରେ ରଖି ଏବେ 800 ରୁ ଉର୍ଦ୍ଧ ୱେବସାଇଟ୍ ମାନଙ୍କୁ ବ୍ୟନ୍ କରା ଜାଇ ଥିବା ଜଣା ପଡି୍ଛି ।

Leave a Reply

Your email address will not be published. Required fields are marked *