ଯଦି ଘରର ମହିଳା ମାନେ କରିବା ପାଇଁ ଲାଗନ୍ତି ଏମିତି କାର୍ଯ୍ୟ, ତେବେ ହୋଇ ଜାଆନ୍ତୁ ସାବଧାନ କାରଣ ଆରମ୍ଭ ହୋଇ ସାରିଛି ଆପଣଙ୍କ ର ଖରାପ ସମୟ ।

ଭାରତୀୟ ସଂସୃତି ର କଥା କୁ ଆମେ ମାନେ ଯଦି ମାନିବା ତେବେ ନିଶ୍ଚିତ ଭାବେ ଏଠାରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ସହିତ ସମାନ ବୋଲି ଭାବି ଥାନ୍ତି । ତେବେ ଶାସ୍ତ୍ର ଅନୁସାରେ ଯଦି ଘର ର ମହିଳା କୁ ଲକ୍ଷ୍ମୀ ହୋଇ ଥାନ୍ତି ତେବେ ସେମାନଙ୍କ ପାଇଁ ଘରେ ସବୁ ସମୟ ରେ ଅସାନ୍ତି ଏବଂ ଘର ବର୍ବାଦ ଆଡକୁ ଜାଇ ଥାଏ । କେବଳ ସେହିଥି ପାଇଁ ଏପରି କୁହା ଜାଇ ଥାଏ କି । କେବେ ଯଦି କୈଣସି ମହିଳା ଘରେ କୈଣସି ବି ଖରାପ କାର୍ଯ୍ୟ କରି ଥାନ୍ତି । ତ ସେହି ସବୁ ର ଦାୟୀ ଘର ସମସ୍ତ ଙ୍କୁ ହେବା ପାଇଁ ପଡି ଥାଏ । ତେବେ କେବଳ ସେହିଥି ପାଇଁ ହିଁ ଏପରି କୁହା ଜାଇ ଅଛି କି ।

ଯଦି କେବେ ମହିଳା ମାନେ କୈଣସି କାର୍ଯ୍ୟ କରନ୍ତୁ ତେବେ ଥରେ ଭାବି ନେବା ଉଚିତ୍ । ଏମିତି କୁହାଯାଏ କି ବିବାହ ପରେ ପରେ ଗୋଟିଏ ପତ୍ନୀ ର ଭାଗ୍ୟ ତାର ପତି ର ଭାଗ୍ୟ ସହିତ ଯୋଡି ହୋଇ ଜାଇ ଥାଏ । ତେବେ ସେହିଥି ପାଇଁ ଯଦି କେବେ ସେମାନଙ୍କ ମଧ୍ୟ ରୁ ଜଣେ ଖରାପ କର୍ମ କଲେ ତାହା ଦୁହିଁଙ୍କ ଉପରେ ପ୍ରଭାବ ପଡି ଥାଏ । ଯଦି କୈଣସି ମହିଳା ଅନ୍ୟ ବିଷୟ ରେ ଖରାପ ଭାବେ ବା ଯେପରି କି କୈଣସି ବ୍ୟକ୍ତି କୁ ସେ ଦୁଖଃୀ ଦେଖିବା ପାଇଁ ଚାହେଁ ତ ନିଶ୍ଚିତ ଭାବେ ତାହା ତାର ପତି ଉପରେ ହିଁ ପଡି ଥାଏ । ଏବଂ ପରେ ପରେ ସେମାନଙ୍କ ମଧ୍ୟ ରେ ସୁ ସଂମ୍ପର୍କ ଭାଙ୍ଗି ଯାଏ ।

ଏମିତି ବି ବେଳେ ବେଳେ ମନା ଯାଏ କି କୈଣସି ମହିଳା ଯଦି ଘରେ ଭୁକ ରେ ବହୁତ ଅଧିକ ଖାଇବା ପାଇଁ ଲାଗି ଥାଏ । ତେବେ ପରେ ପରେ ସେହି ଘରେ ଅକୁଳାନ୍ତ ଦେଖା ଦେବା ଆରମ୍ଭ ହୋଇ ଥାଏ । ଏବଂ ସେହି ସବୁ କୁ ପରିବାର ଲୋକ ମାନେ ହିଁ ଭୋଗ କରି ଥାନ୍ତି । କେବଳ ଏତି କି ନୁହେଁ ଯଦି ଏମିତି ମହିଳା ମାନେ କେବେ ବି ଘରେ ପ୍ରବେଶ କରି ଥାନ୍ତି । ତେବେ ସେହି ଠାରୁ ମାତା ଲକ୍ଷ୍ମୀ ଙ୍କ ବାସ ଦେଖିବା ପାଇଁ ମିଳେ ନାହିଁ ।

Leave a Reply

Your email address will not be published. Required fields are marked *