ସ୍କୁଲ୍ ରୁ ଘରକୁ ଫେରି ଥିବା ଝିଅର ଅଚାନକ ପ୍ରାଇଭେଟ ପାର୍ଟ ରେ ହୋଇ ଥିଲା ବ୍ୟଥା । ମାଁ ପଚାରିବାରୁ ଝିଅ ସୁଣେଇ ଦେଲା କାହାଣୀ ।

ଦିଲ୍ଲୀ ରେ ବିହାରୀ ଇଲାକା ରେ ରହୁ ଥିବା ମାତ୍ର 4 ବର୍ଷ ର ଝିଅ ର ସ୍କୁଲ୍ ର ନିଜ କ୍ଲାସ୍ ମେଣ୍ଟ ଦ୍ୱାରା ହୋଇ ଥିବା ଘଟଣା ସଂମ୍ପର୍କ ରେ ଜଣା ପଡିଛି । ତେବେ ଏହି ଘଟଣା ଟି ବୁଧବାର ଦିନ ସାମ୍ନା କୁ ଆସି ଥିବା ବେଳେ ଏବେ ଏହି ଘଟଣା କୁ ସଂମ୍ପର୍ଣ୍ଣ ଭାବେ ଜାଞ୍ଚ କରୁଛି ପୋଲିସ୍ ତେବେ ଏହି ଅଭିଯୋଗ ଝିଅ ର ପିତା ମାତା କରେଇ ଥିବା ଜଣା ପଡିଛି । ତେବେ ଏହି ଅଭିଯୋଗ ଅନୁସାରେ ନିଜ କ୍ଲାସ୍ ମେଣ୍ଟ ହିଁ ନିଜ ସାଙ୍ଗ ସହିତ ଏପରି ସୋଷଣ କରି ଥିବା ଜଣା ପଡିଛି ।

ଏମିତି ରେ ଗୁରୁବାର ଦିନ ପିଡୀତା ଙ୍କ ମାତା ପିତା ଏବଂ ପାଖର କିଛି ଲୋକ ମାନେ ଜାଇ ସ୍କୁଲ ଆଗରେ ହାଲ୍ଲା କରିବା ସହିତ ସ୍କୁଲ୍ ର କର୍ମି ମାନଙ୍କୁ ଗିରୋଫ କରିବା ପାଇଁ ଅଭିଯୋଗ କରିବାରୁ ଏହି ମାମାଲା ରେ ଏବେ ପୋଲିସ୍ କାର୍ଯ୍ୟ ଆରମ୍ଭ କରିଛି । ତେବେ ଏମିତି ବେଳେ ଏହି କା ର ବି ଅଭିଯୋଗ ଆସିି କି ପ୍ରିନ୍ସିପାଲ କୁ ମାଡ ମାରି ଥିବାର । ତେବେ ପ୍ରିନ୍ସପାଲ ଙ୍କ କହିବା କଥା କି ପ୍ରାୟ 50 ର ଯୁବକ ମାନେ ଆସି ହଠାତ୍ ସ୍କୁଲ ମଧ୍ୟ ରେ ପସି ଥିବା ବେଳେ ଏଠାରେ ଆସି ପ୍ରିନ୍ସପାଲ ଅଫିସ୍ ରେ ଭଙ୍ଗା ରୋଜା କରିବା ସହିତ ତାଙ୍କୁ ମାଡ ମାରି ଥିବା ଜଣା ପଡି ଥିଲା ।

ଏମିତି ରେ ଘଟଣା ଅନୁସାରେ ବୁଧବାର ଦିନ ଯେତେ ବେଳେ ଝିଅ ଘରକୁ ଆସି ଥିଲା । ତେବେ ଝିଅ ର ପ୍ରାଇଭେଟ ପାର୍ଟ ରେ କଷ୍ଟ ଅନୁଭବ ହେତୁ ସେ ମାଁ କୁ ସବୁ କଥା କହି ଥିଲା । କି ସେ ଘର କୁ ଫେରୁ ଥିବା ବେଳେ ତାର ସାଙ୍ଗ କିଛି ତାକୁ ଖାଇବା ପାଇଁ ଦେଇ ଥିଲା । ଏବଂ ପରେ ପରେ ସେ ବେହୋସ୍ ହୋଇ ଗଲା । ପରେ ଯେତେ ବେଳେ ହୋସ୍ ଆସିଲା । ତେବେ ସେ ସ୍କୁଲ୍ ରେ ରହି ଥିଲା । ଏମିତି ବେଳେ ଏହି କଥା ରେ ସନ୍ଧେହ କରି ବାପା ମାଆ ଯେତେ ବେଳେ ଝିଅ କୁ ଡାକ୍ତର ପାଖକୁ ନେଇ ଗଲେ । ତେବେ ଜଣା ପଡିଲା । କି ତା ସହିତ କଣ ହୋଇଛି ବୋଲି । ତେବେ ଏହି ବିଷୟ ରେ ଏବେ ପୋଲିସ୍ ତନାଘନା କରୁ ଥିବା ବେଳେ ସେହି ସାଙ୍ଗ କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *