ଏଠାରେ ଭାରତ ର ସବୁଠୁ ସସ୍ତା ବାଇକ୍ ମାର୍କେଟ୍ … ଏଠାରେ ମାତ୍ର 10 ରୁ 15 ହଜାର ରେ ମିଳି ଥାଏ ଚକାଚକ୍ ବାଇକ୍ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ଆମ ଭାରତ ରେ ପ୍ରାୟତଃ ସବୁ ପ୍ରକାରର ବାଇକ୍ ସୋ ରୁମ୍ ଦେଖିବା ପାଇଁ ମିଳି ଥିବା ବେଳେ । ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ କି ଏଠାରେ 60 ହଜାର ରୁ ଆରମ୍ଭ କରି ଲକ୍ଷ ଲକ୍ଷ ପର୍ଯ୍ୟନ୍ତ ବାଇକ୍ ମିଳି ଥାଏ । ତେବେ ସେହି ପରି ବେଳେ ଆମ ଦେଶ ରେ ଏମିତି ବି ବାଇକ୍ ମାର୍କେଟ ରହିଛି ଯେଉଁ ଠାରେ କି ହଟ୍ ବାଇକ୍ ମାନ ମିଳି ଥାଏ ।

ତେବେ ସେହି ଭିତରେ ଆପଣ ମାନଙ୍କୁ ଜାଣି ଏହି କଥା ଆଶ୍ଚର୍ଯ୍ୟ ଲାଗିବ କି ଏଠାରେ କେବଳ ବାଇକ୍ ମିଳେ ନାହିଁ ବରଂ ଏଠାରେ ବାଇକ୍ ର ଦାମ୍ କୁ ବାରଗିନ୍ ମଧ୍ୟ କରା ଜାଇ ଥାଏ । ତେବେ ଆସନ୍ତୁ ଆମେ ଆଜି ସେହି ପରି କିି ବାଇକ୍ ମାର୍କେଟ ବିଷୟ ରେ କଥା ହେବା । ତେବେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ମାର୍କେଟ ଗୁଡିକ ଏମିତି ହୋଇ ଥାଏ । ଯେଉଁ ଠାରେ କି 70 ହଜାର ର ବାଇକ୍ କୁ ମାତ୍ର 15 ହଜାର ରେ ବିକ୍ରି କରା ଜାଇ ଥାଏ ।

ତେବେ ଦିଲ୍ଲୀ ର କେରଳ ବାଗ୍ ଠାରେ ଭାରତ ର ସବୁଠାରୁ ବଡ ସେକେଣ୍ଡ ହେଣ୍ଡ ବାଇକ୍ ର ମାର୍କେଟ ଲାଗି ଥାଏ । ତେବେ ଏହି ଠାରେ ଲୋକ ମାନେ ନିଜର ମନ ପସନ୍ଦ ର ବାଇକ୍ କିଣି ଥାନ୍ତି । ସେ ବି ନିଜ ମନ ପସନ୍ଦ ର ଦାମ୍ ର । ଏମିତି ରେ ଏଥିରେ ମଧ୍ୟ ରେ TVS, ବାଜାଜ୍ ପଲ୍ଲସର, ହୋଣ୍ଡା, ହିରୋ ଭଳି ବାଇକ୍ ସମୁହ ରହି ଥିବା ବେଳେ ଆପଣ ମାନେ ଚାହିଁଲେ ଏଠାରେ ନିଜ ମନ ମୁତାବକ ଅଡ୍ଡର ଦେଇ ପାରିବେ । ଯଦି ଆପଣ ମାନେ ବି ଏହି ବାଇକ୍ ଗୁଡିକ କୁ କିଣିବା ପାଇଁ ଚାହାନ୍ତି ତେବେ କିଣି ପାରିବେ । କିନ୍ତୁ । ଏହା ପୂର୍ବ ରୁ ଗୋଟିଏ କଥା ର ଦ୍ୟନ ରଖନ୍ତୁ । କି ଏଠାରେ ମାତ୍ର ଗୋଟିଏ ଘଣ୍ଟା ପାଇଁ ମାର୍କେଟ ଲାଗି ଥାଏ ଏବଂ ଏହି ଭିତରେ ହଜାର ହଜାର ବାଇକ୍ ମାନ ବିକ୍ରୀ ହୋଇ ଥାଏ । ତେବେ ପରେ ପରେ ଏଠାରେ ପୋଲିସ୍ ର ନଜର ବନ୍ଦୀ ରହି ଥାଏ । ତେବେ ସବୁ କ୍ଷେତ୍ର ରେ ସାବଧାନ ଅବଲମ୍ଭନ କରନ୍ତୁ ।

Leave a Reply

Your email address will not be published. Required fields are marked *