ପତି ଙ୍କ ଅଫିସ୍ ଯିବା ପରେ ପରେ ଚାକର ସହିତ ଏମିତି କାମ କରୁ ଥିଲେ ଯୁବତୀ । ଆଉ ତା ପରେ…

ପ୍ରତ୍ୟେକ ମହିଳା ଙ୍କର ନିଶ୍ଚିତ ଭାବେ ବିବାହ କୁ ନେଇ ବହୁତ ଆଶା ରହି ଥାଏ । ଏମିତି ବେଳେ ସେମାନେ ବିବାହ କଥା ପଡିଲେ ସେମାନେ ନିଜ ପତି ଙ୍କ ବିଷୟ ରେ ଏମିତି ବହୁତ କଥା ଭାବି ନେଇ ଥାନ୍ତି । ଯେପରି କି ସେମାନଙ୍କ ପତି କେଉଁ ପ୍ରକାରର ହୋଇ ଥିବେ ବା ସେ ତାଙ୍କୁ କେମିତି ପ୍ରେମ କରିବେ । ଏମିତି ବହୁତ ସ୍ୱପ୍ନ ଦେଖି ଥାନ୍ତି । ଏମିତି ବେଳେ ଯଦି ବିବାହ ପରେ ପରେ ତାହା ହୋଇ ନ ପାରେ ତାହାଲେ ନିଶ୍ଚିତ ଭାବେ ସେ ଅନ୍ୟ ପ୍ରକାରର ର ନିସ୍ପତି ନେଇ ଥାଏ ।

ତେବେ ଆପଣ ମାନଙ୍କୁ ସେହି ପରି ଗୋଟିଏ ଘଟଣା ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଏହି ଘଟଣା ଟି ଜୟପୁର ଠାରେ ହୋଇ ଥିବା ବେଳେ ଏଠାରେ ମହିଳା ଜଣଙ୍କ ନିଜ ଘରର ଚାକର ସହିତ ଶାରୀରିକ ସଂମ୍ପର୍କ ସ୍ଥାପନ କରୁ ଥିବାର ଦେଖିବା ପାଇଁ ମିଳି ଥିଲା । ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଖବର କହିବା ପାଇଁ ଗଲେ । ଯୁବତୀ ଙ୍କ ନାମ ନିର୍ମଳା । ସେ ତାଙ୍କ ପତି କେଶବ ଙ୍କୁ 2017 ମସିହା ସେପ୍ଟମ୍ବର ରେ ବିବାହ କରି ଥିବା ବେଳେ କିନ୍ତୁ ବିବାହ ପରେ ପରେ ପତି ପତ୍ନୀ ଙ୍କୁ ସମୟ ଦେଇ ନ ପାରି ଥିବା ହେତୁ । ଏଠାରେ ପତ୍ନୀ ଅନ୍ୟ ର ସାହାରା ନେଇ ଥିବା ଦେଖିବା ପାଇଁ ମିଳି ଥିଲା ।

ତେବେ ଯୁବତୀ ଜଣଙ୍କ ପତି ଙ୍କ ଅଫିସ୍ ଯିବା ପରେ ପରେ ଚାକର ସହିତ ଏମିତି କାଣ୍ଡ ରଚାଉ ଥିବା ସମୟ ରେ ପତି ଙ୍କ ଆଖିରେ ପଡି ଜାଇ ଥିଲା । ଏବଂ ପରେ ପରେ ସେମାନଙ୍କ ମଧ୍ୟ ରେ ବିବାଦ ହୋଇ ଥିଲା । ତେବେ ଜାଇ ପତ୍ନୀ ସବୁ ସତ୍ୟତା କହି ଥିଲେ । କି ବିବାହ ର ଦୁଇ ବର୍ଷ ପୂରଣ ହେବାକୁ ଆସି ଥିବା ବେଳେ ଗୋଟିଏ ପିଲା ହେଲା ନାହିଁ । ଏବଂ ଅଫିସ୍ କହି ସ୍ୱାମୀ ଅଫିସ୍ ରେ ହିଁ ରାତି କଟେଇ ଦେଇ ଥୁବା ବେଳେ ସେ ଏହି ପରି ଗୋଟିଏ ନିଶ୍ପତି ନେଇ ଥିବା ଦେଖିବା ପାଇଁ ମିଳି ଥିଲା ।

ଏବେ ଏହି ନେଇ ସ୍ୱାମୀ ଥାନା ରେ ନିଜ ପତ୍ନୀ ଙ୍କ ନାମ ରେ କେସ୍ କରି ଥିବା ବେଳେ ଏବଂ ଚାକର ଙ୍କୁ ମାଡ ମାରି ଥିବା କଥା ସାମ୍ନା କୁ ଆସିଛି । ତେବେ ଏହି ନେଇ ଏବେ ପୋଲିସ୍ ତଦନ୍ତ କରୁ ଥିବା ର ଜଣା ପଡିଛି ।

Leave a Reply

Your email address will not be published. Required fields are marked *