କିନ୍ନର କୁ ଟଙ୍କା ଦେଉ ଥିବା ସମୟ ରେ ନିଶ୍ଚିତ କୁହନ୍ତୁ ଏହି ଦୁଇଟି ଜାଦୁଇ ଶବ୍ଦ । ଏହା ପରେ କେବେ ବି ଆପଣଙ୍କ ଘରେ ଆଶିବ ନାହିଁ ଟଙ୍କା ର କମି ।

ତେବେ ଆମେ ଯଦି ମଧ୍ୟ ପ୍ରଦେଶ ର କଥା କହିବା ତେବେ ନିଶ୍ଚିତ ଭାବେ ତାହା ହେଉଛି ଗୋଟିଏ ବିଚିତ୍ର ଭୈତିକତା ର ପ୍ରେଦଶ ଭାବେ ପରିଚିତ ହୋଇ ଥାଏ । କହି ଦେବା ପାଇଁ ଚାହିଁବୁ କି ଏଠାରେ ବହୁତ ପ୍ରକାରର ସଂକୃତୀକ ପରମ୍ପରା ରେ ଭରି ରହିଛି । ତେବେ ସେହି ସ୍ଥାନ ରେ ବହୁତ ସମୟ ରେ ଦକ୍ଷିଣା ଦେବାର ପ୍ରଥା ରହିଛି । ଏମିତି ବେଳେ କେବେ କେବେ ସେହି ପରି ଭାବେ ସେହି ସ୍ଥାନ ରେ ଲୋକ ମାନେ କିନ୍ର ଙ୍କୁ ଦକ୍ଷିଣା ପ୍ରଦାନ କରି ଥାନ୍ତି । ତେବେ ସେହି ସବୁ ସ୍ଥାନ ରେ ଏପରି ବହୁତ କିନ୍ନର ଦେଖିବା ପାଇଁ ମିଳୁ ଥିବା ରୁ ସେମାନଙ୍କୁ ବହୁତ ସ୍ଥାନ ରେ ଦକ୍ଷିଣା ଘରେ ଆସି ମାଗିବାର ଦେଖିବା ପାଇଁ ମିଳି ଥାଏ ।

ତେବେ ନିଶ୍ଚତ ଭାବେ ବହୁତ ଗୁଡିଏ ଶୁଭ କାର୍ଯ୍ୟ ରେ ଆସି ସେମାନେ ଦମ୍ପତୀ ଙ୍କୁ ଆଶ୍ରିବାଦ ପ୍ରଦାନ କରି ଥାନ୍ତି । ଏବଂ ସେହି ପରି ଭାବେ ବହୁତ ଗୁଡିଏ ପୂଜା ପର୍ବ ରେ ସେମାନେ ଦେଖିବା ପାଇଁ ମିଳୁ ଥିବା ବେଳେ ସେମାନଙ୍କୁ ଲୋକ ମାନେ ଦକ୍ଷିଣା ପ୍ରଦାନ କରି ଥାନ୍ତି । ଏପରି ବେଳେ ଆମେ ଆଜି ଆପଣ ମାନଙ୍କୁ ଏହି କିନ୍ନର ମାନଙ୍କୁ ଦକ୍ଷିଣା ପ୍ରଦାନ କରୁ ଥିବା ସମୟ ରେ କେଉଁ ଦୁଇଟି କଥା ର ଧ୍ୟନ ରଖିବା ଦରକାର ସେହି ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଆସିଛେ ।

ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ କହିବା ପାଇଁ ଚାହିଁବୁ କି ଯେବେ ବି କୈଣସି କିନ୍ନର ଆପଣ ମାନଙ୍କ ପାଖକୁ ଦକ୍ଷିଣା ମାଗିବା ପାଇଁ ଆସି ଥାଏ । ତେବେ ସେହି ସମୟ ରେ ଯଦି ଆପଣ ମାନେ ସଠିକ୍ ବ୍ୟବହାର କରିବା ସହିତ ତାଙ୍କ ସ୍ୱହସ୍ତ ରେ ଦକ୍ଷିଣା ପ୍ରଦାନ କରନ୍ତି । ତେବେ ସୁନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରି ଥାନ୍ତି । ଏବଂ ଦ୍ୱତୀୟ ଟି ହେଉଛି ଯଦି ଆପଣ ମାନେ କେବେ ବି କିନ୍ନର ଦେଖନ୍ତି । ତେବେ କେବେ ବି ଖରାପ ବ୍ୟବହାର କରନ୍ତୁ ନାହିଁ । ବା ସେମାନଙ୍କୁ କୋଟୁ କଥା କୁହନ୍ତୁ ନାହିଁ ନଚେତ ଆପଣ ମାନଙ୍କ ଘରେ ଲକ୍ଷ୍ମୀ ଛାଡି ଯିବାର ବହୁତ ସମ୍ଭାବନା ରହି ଥାଏ ।

Leave a Reply

Your email address will not be published. Required fields are marked *