JCB ର ଫୁଲ ଫର୍ମ କଣ ? ଆ.ଇ.ଏସ୍ ପରୀକ୍ଷା ରେ ପଚାରା ଗଲା ପ୍ରଶ୍ନ , ଏହାର ଉତ୍ତର ମାତ୍ର 1 % ଲୋକ ଜାଣନ୍ତି, କଣ ଆପଣ ଜାଣିଛନ୍ତି ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଆମେ ଆଜି ଆଇ ଏସ୍ ର ପରକ୍ଷା ରେ ପଚାରା ଜାଉ ଥିବା କୈଣସି ଏକ ପ୍ରଶ୍ନ ବିଷୟ ରେ ଏଥି୍ରେ ଆଲୋଚନା କରିବା ପାଇଁ ଜାଉ ଥିବା ବେଳେ ଆପଣ ମାନଙ୍କୁ ଆମେ ସେହି ପ୍ରଶ୍ନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଯିବା । ତେବେ କହି ରଖୁଛୁ କି ଆଜିର ସମୟ ରେ ଯଦି ଆପଣ ମାନେ କୈଣସି ସ୍ଥାନ କୁ ଚାକିରୀ ବା କୈଣସି ଆଇ ଏସ୍ ର ପରକ୍ଷା ର ଇଣ୍ଟର୍ଭିୟୁ ଦେବା ପାଇଁ ଜାଉ ଛନ୍ତି ତେବେ ନିଶ୍ଚିତ ଭାବେ ଏହି ସବୁ ପ୍ରଶ୍ନ ର ସାମ୍ନା କରି ପାରନ୍ତି । ତେବେ ଆମେ ଆଜି JCB ର full form ମାନେ ଜେସିବି ର ମାନେ କଣ  ଜାଣିବା ।

ସର୍ବ ପ୍ରେଥମେ ଆମେ କହି ରଖୁଛୁ କି ଏହା ଗୋଟିଏ heavy equipment manufacturing company ଅଟେ । ଜାହାର ନିର୍ମାଣ Joseph Cyril Bamford କରି ଥିଲେ ଏବଂ ସେ 1945 ମସିହା ରେ ଏହାର ନାମ ମଧ୍ୟ ରଖି ଥିଲେ । ବର୍ତମାନ ସମୟ ରେ ଏହି ବ୍ରିଟିସ୍ କମ୍ପାନୀ ଆମ ଭାରତ ବହୁତ ବଡ ହୋଇ ରହି ଥିବା ବେଳେ ଏହାର ନାମ J.C. Bamford Excavators Ltd ନାମରେ ରହିଛି । ଏହି କମ୍ପାନୀ ବର୍ତମାନ ସମୟ ରେ headquaters, Rocester ର Staffordshire ରେ ରହିଛି ।

ଏଠାରେ ଆପଣ ମାନଙ୍କୁ କହି ରଖୁଛୁ ଏହି JCB କମ୍ପାନୀ ଦୁନିଆଁ ର ଯେତେ ସବୁ ବଡ ବଡ ମେସିନ୍ ରହିଛି ତାହାର ନିର୍ମାଣ କରି ଥାଏ । ସେହି ପରି ଭାବେ କହିବା ପାଇଁ ଚାହିଁବୁ କି ଏହି କମ୍ପାନୀ ଟି ଆମ ଭାରତ ରେ Escorts JCB Ltd ନାମରେ ରହି ଥିବା ବେଳେ 2003 ମସିହା ରେ ଏହି କମ୍ପାନୀ ର ନାମ ବଦଳେ ଦେଇ କେବଳ JCB କରି ଦିଆ ଜାଇ ଥିବା ଜଣା ପଡି ଥିଲା । ଆଜି କାଲି ଏହି JCB ଯେତେ ସବୁ କନ୍ଷ୍ରୋକସ୍ନ ସାଇଡ ରେ ଦେଖଇବା ପାଇଁ ମିଳୁ ଥିବା ବେଳେ ଏହି JCB ର କାର୍ଯ୍ଯ କରିବା ପାଇଁ ବର୍ତମାନ ସମୟ ରେ ଆମ ଭାରତ ରେ 11 ହଜାର ରୁ ଅଧିକ ଲୋକ ମାନେ ରହି ଥିବା ବେଳେ ସେତେ ବେଳ ,ସମୟ ରେ ଏହାକୁ ଏପରି ଡିଜାଇନ୍ କରା ଜାଇ ଥିଲା ଯେପରି ଭାବେ ଏହା ମୂଖ୍ୟ ରୂପେ କାର୍ଯ୍ଯ ଭାର ଉଠେଇ ପାରିବ ।

Leave a Reply

Your email address will not be published. Required fields are marked *