ହଷ୍ଟେଲରେ ରହୁଥିବା ଝିଅ ମାନେ ଏକୁଟିଆରେ କରନ୍ତି ଏହି ପରି କାର୍ଯ୍ୟ, ସତ୍ୟତା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ।ଏତେ ଖରାପ କାମ…

ଝିଅ ହେବାର ଗୋଟିଏ ଅଲଗା ପ୍ରକାରର ହିଁ ମଜା ରହି ଥାଏ । ଆପଣ ମାନଙ୍କ ମଧ୍ୟରୁ କେହି ନା କେହି ନିଶ୍ଚିତ ଭାବେ ଝିଅ ମାନଙ୍କ ସହିତ ସଂମ୍ପର୍କ ରଖି ଥି୍ବେ । ଆଜିର ସମୟ ରେ ଏହି ଘଟଣା ବା କଥା ଟି ଏତେବି ଅଡୁଆ ନୁହେଁ କି ଗୋଟିଏ ପୁଅର ନିଶ୍ଚିତ ଭାବେ ଗାର୍ଲ ଫ୍ରେଣ୍ଡ ରହି ଥାଏ । ଏମିତି ବେଳେ ଆଜିର ଝିଅ ମାନେ ବି ବହୁତ ଶିଘ୍ର ପୁଅ ମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ନେଇ ଥାନ୍ତି । ଏବଂ ଗୋଟିଏ ପୁଅ ନିଶ୍ଚିତ ଭାବେ ଯଦି କୈଣସି ପୁଅ ର ପ୍ରେମ ରେ ପଡୁଛି ତେବେ ସେ ସବୁ ସମୟ ରେ ହିଁ ଝିଅ ର କଥା କୁ ଭାବି ରହି ଥାଏ । ଏମିତି ରେ କେବଳ ଗୋଟିଏ ପୁଅ ମନରେ ହିଁ ଏହି ପ୍ରଶ୍ନ ଜାତ ହୋଇ ଥାଏ କି ତାର ଗାର୍ଲ ଫ୍ରେଣ୍ଡ ଏକା ରହିବା ସମୟ ରେ କଣ କଣ କରି ଥାଏ ବୋଲି । ତ ଏମିତି ବେଳେ ଏଥି ପାଇଁ ପୁଅ ମାନେ ବହୁତ ଚିନ୍ତିତ ହୋଇ ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି କିଛି ଏମିତି ତଥ୍ୟ ବିଷୟ ରେ ଯାହାକୁ ସେମାନେ ଏକା ରହି ଥିବା ସମୟ ରେ କରି ଥାନ୍ତି ।

ନିଜର ଅତୀତ କୁ ମନେ ପକାନ୍ତି ।
ବର୍ତମାନ ସମୟ ରେ ଯଦି ଆମେ ମନ ବିଜ୍ଞାନୀ ଙ୍କ କଥା କୁ ମାନିବା ତେବେ ନିଶ୍ଚିତ ଭାବେ କହିବୁ କି ପ୍ରେତ୍ୟକ ଝିଅ ଯେଉଁ ସମୟ ରେ ଏକା ରହି ଥାଏ ତେବେ ସେ କେବଳ ନିଜର ଅତିତ କଥା ହିଁ ଭାବୁ ଥାଏ ବୋଲି । ଏହା ଗୋଟିଏ ଭଲ ତଥ୍ୟ ଅଟେ ।

ରୋମାଣ୍ଟିକ୍ ଗୀତ ସୁଣିବା ।
ଏମିତି ବି ହୋଇ ଥାଏ ବହୁତ ସମୟ ରେ ଦେଖା ଯାଏ କି ଝିଅ ମାନେ ବହୁତ ରୋମାଣ୍ଟିକ୍ ହୋଇ ଥାନ୍ତି ତେବେ ସେମାନେ ଏକା ଥିବା ସମୟ ରେ ରୋମାଣ୍ଟିକ୍ଘୀତ ସୁଣଇବା ପାଇଁ ଭଲ ପାଆନ୍ତି ।

ଭାଭିଥାନ୍ତି ଜିବନ ସାଥୀ ଙ୍କ ବିଷୟ ରେ ।
ଏପରି ବହୁତ ସମୟ ରେ ହୋଇ ଥାଏ ଯେତେ ବେଳେ କୈଣସି ବି ଝିଅ ଏକା ରହି ଥାଏ । ସେ ନିଜର ଆଗତ ଭବିଷ୍ୟ କଥା ଏବଂ ନିଜର ଜିବନ ସାଥୀ ଙ୍କ ବିଷୟ ରେ ହିଁ ସବୁ ବେଳେ ଭାବି ରହି ଥାନ୍ତି । ତେବେ କିଛି ମନ ବିଜ୍ଞାନୀ ଙ୍କ ମନାବା ତେବେ ଝିଅ ମାନେ ଏକା ରହି ଥିଲେ ବହୁତ ମଜା କରିବା ପାଇଁ ଭଲ ପାଆନ୍ତି ବୋଲି ଜଣା ପଡେ ।

Leave a Reply

Your email address will not be published. Required fields are marked *