ଗର୍ଭବତୀ ପତ୍ନୀ ଙ୍କର ଏହି ଫୋଟ କୁ ZOOM କରି ଦେଖିଲେ ପତି, ତେବେ ଉଡି ଗଲା ହୋସ । ଆପଣ ନିଜେ ଦେଖି ନିଅନ୍ତୁ ଫୋଟ ଟିକୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଏମିତି ରେ ଯେତେ ବେଳେ ସୋସିଆଲ ମିଡିଆ ର କଥା ସାମ୍ନା କୁ ଆସି ଥାଏ ତେବେ ନିଶ୍ଚିତ ଭାବେ ଏକ ବଡ ମଞ୍ଚ ବିଷୟ ଜଣା ପଡି ଥାଏ । ଏମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ସୋସିଆଲ ମିଡିଆ ଯୋଡିତ ଖବର ବିଷୟ ରେ ସୂଚନା ଦେବା ପାଇଁ ଆସିଛୁ । ତେବେ ଏମିତି ରେ ଆଜିର ସମୟ ରେ ଏମିତି କିଛି ଫୋଟ ମାନ ସୋସିଆଲ ମିଡିଆ ମାନଙ୍କରେ ଘଉରି ବୁଲିବା ରେ ଲାଗିଛି ଯେଉଁ ଗୁଡିକ ଦେଖିବା ପାଇଁ ସହଜ ହୋଇ ଥିବା ବେଳେ କିନ୍ତୁ ସେହି ଫୋଟ ମଧ୍ୟ ରୁ ବହୁତ ରହସ୍ୟ ବାହାରି ଥାଏ ।

କେବେ କେବେ ଆପଣ ମାନଙ୍କ ସହିତ ସୋସିଆଲ ମିଡିଆ ରେ କିଛି ଏମିତି ବି ହୋଇ ଥାଏ ଯେଉଁ ଠାରେ ଲୋକ ମାନେ ଫୋଟ ଉଠେଇ ଛାଡି ଥାନ୍ତି । କିନ୍ତି ପରେ ସେହି ଫୋଟ କୁ ଯେତେ ବେଳେ ଭଲ ଭାବେ ଜୁମ୍ କରି ଦେଖି ଥାଏ ତେବେ ନିଶ୍ଚିତ ଭାବେ ଫୋଟ ର ଫଛ ରେ ରହି ଥିବା ରହସ୍ୟ ବିଷୟ ରେ ଜଣା ପଡି ଥାଏ । ତେବେ ବର୍ତମାନ ସମୟ ରେ ସେହି ପରି ଗୋଟିଏ ଘଟଣା ଏବଂ ତାହାତ ଫୋଟ ବି ସୋସିଆଲ ମିଡିଆ ରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଏଠାରେ ଫୋଟ ରେ ଛିଡା ହୋଇ ଥିବା ମହିଳା ଜଣଙ୍କ ଗର୍ଭବତଚୀ ରହି ଥିବା ବେଳେ ସେ ସୁଇଡେନ୍ ର ଜଣେ ନିବାସୀ ଅଟନ୍ତି ।

କିଛି ଦିନ ତଳେ ସ୍ୱାମୀ ଙ୍କ ସହିତ ସମୁଦ୍ର ବେଳା ଭୂମି କୁ ବୁଲି ଜାଇ ଥିବା ବେଳେ ସେଠାରେ ଗୋଟିଏ ଫୁଟେଜ୍ ନେଇ ଥିଲେ ଏବଂ ପରେ ସେମାନେ ଘରେ ଯେତେ ବେଳେ ସ୍ୱାମୀ ଙ୍କୁ ଦେଖାଇଲେ ସେହି ଥିରେ ଭଳ ଭାବେ zoom କରି ଦେଖିବାରୁ ଜଣା ପଡିଲା କି ସେହି ଫୋଟ ଯେଉଁ ସମୟ ରେ କିଲ୍କ୍ କରା ଜାଇ ଥିଲା ସେହି ସମୟ ରେ ଗୋଟିଏ ଡୋଲଫିନ୍ ଡେଉଁ ଥିବା ର । ତେବେ ସେ ବହୁତ ଆଶ୍ଚର୍ଯ୍ୟ ହୋଇ ଥିଲେ ଏବଂ ପରେ ପରେ ସେହି ଫୋଟ କୁ ସୋସିଆଲ ମିଡିଆ ରେ ଆପଲୋଡ କରି ଥିବା ବେଳେ ଏବେ ଏହା ଭାଇରଲ ହେଉଛି । ତେବେ ଏହି ଫୋଟ କୁ ଲୋକ ମାନେ ବି ବହୁତ ପରିମାଣ ରେ ପସନ୍ଦ କରୁ ଥିବାର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *