ବଜାରକୁ ଆସିଗଲା ଏହି ମସ୍ତ ବାଇକ : ଦାମ ଏତେ କମ ଯେ ଆପଣ ଆଜି ହିଁ କିଣି ଦେବେ, Royal Enfield ଠୁ ବି ଅଧିକ ସୁବିଧା ମିଳିବ

ଆଶା କରୁଛୁ ଜୱା ମୋଟର ସାଇକେଲ୍ ଆସୁଥିବା ୧୫ ନଭେମ୍ବର ୨୦୧୮ କୁ ୩ ଟି ନୂଆ ମୋଟର ସାଇକେଲ୍ ପେଶ୍ କରିବ , ଯେଉଁଠି ଏଥିରେ ଏକ ମୋଟରସାଇକେଲ୍ ରେଟ୍ରୋ ଷ୍ଟାଇଲ୍ ଜୱା ୩୦୦ ସ୍ଟ୍ରିଟ୍ ବାଇକ୍ ହେବ । ଓ ଅନ୍ୟଟି ସ୍କ୍ରାମ୍ବଲର୍ ହୋଇପାରେ , ଜୱା ୩୦୦ ସ୍ଟ୍ରିଟ୍ ବାଇକ୍ ପାଖରେ ଥିବା ଅଧା ଘୋଡାଇହୋଇଥିବା ମୋଟର୍ ସାଇକେଲ୍ ସ୍ୱାଇସଟ୍ ଏହା ଇସାରା କରୁଛି କି ରେଟ୍ରୋ ମୋଟର ସାଇକେଲ୍ ନିର୍ମାତା ଜଲଦି ହିଁ ସ୍କାମ୍ବଲର ପେଶ କରି ପାରନ୍ତି ।

ସ୍ୱାଇସଟ୍ ରେ ଆମେ ଏକ ଲମ୍ବା ମୋଟର ସାଇକେଲ୍ ଦେଖନ୍ତି , ଯେଉଁଥିରେ ଯାହାର ଷ୍ଟାସ ବହୁତ ସିଧା ଅଛି , ଓ ଅପର ସାଇଟ୍ ଡାଉନ୍ ଫୋକସ ଓ ଅଫ ସେଟ୍ ମଡଗାର୍ଡ ଅଛି , ଏହି ସ୍ୱାଇସଟ୍ ରୁ ଆମେ ଯେଉଁ ଅଲଗା ଡିଟେଲ୍ସ ଦେଖୁଛନ୍ତି ସେଥିରେ ଲମ୍ବା ହ୍ୟାଣ୍ତଲ୍ ବାର୍ , ସ୍ପୋକ୍, ଓ ଫ୍ରଣ୍ଟ ହ୍ୱିଲ୍ ଓ ଡିସ୍କ ବ୍ରେକ୍ ଓ ଗୋଲ୍ ମିରର୍ ସାମିଲ୍ ଅଛି , ଏହି ନୂଆ ଜୱା ସ୍କାମ୍ବଲର ସଠିକ୍ ପୋଜିସନିଙ୍ଗ୍ ଉପରେ କିଛି ଖବର ନାହିଁ , ଆଶା କରୁଛୁ କି ଏହା ଦମଦାର ଓ ଏହି ପରି ରୋୟାଲ୍ ଏନ୍ ଫିଲ୍ଡ ହିମାଲୟାନ୍ ୪୦୦ ଅଫ୍ ରୋଡିଙ୍ଗ୍ ବାଇକ୍ କୁ କଡା ଟକ୍କର ଦେବ , ରୋୟାଲ୍ ଏନ୍ ଫିଲ୍ଡ ହିମାଲୟାନ୍ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ଦାମ୍ ୨ ଲକ୍ଷ ଟଙ୍କା ଅନ୍ ରୋଡ୍ ଅଟେ ।

ଜୱା ସ୍କାମ୍ବଲର ରେ ମହିନ୍ଦ୍ରା ମୋଜୋ ପାଇଁ ଅପ୍ ସାଇଡ୍ ଡାଉନ୍ ଫ୍ରଣ୍ଟ ଫ୍ରକ୍ ଲଗା ଯାଇଛି , ରିୟର ରେ ସସ୍ପେଶନ୍ ୟୁନିଟ୍ ଏକ ମୋନୋସକର୍ ହୋଇପାରେ , କାରଣ ଏହି ବାଇକ୍ କୁ ଅଫ୍ ରୋଡିଙ୍ଗ୍ ଜନତା ପାଇଁ ବାହାର କରାଯିବାର ଅଛି , ଏହାର ଫ୍ରଣ୍ଟ ଓ ରିୟର ସସ୍ପେଶନ୍ ଟ୍ରେବଲ ଅଧିକା ହେବା ଜରୁରୀ , ଯେଉଁଠି ଏହାର ଦାମ୍ କଥା କହିଲେ ଏହାର ଦାମ୍ ୨ ଲକ୍ଷରୁ କମ୍ ହୋଇପାରେ , ଜୱା ସ୍କାମ୍ବଲର ଅସଲରେ ଏକ ନୂଆ ଷ୍ଟାଇଲିଷ୍ଟ ମହିନ୍ଦ୍ରା ମୋଜୋ ହୋଇପାରେ , କଣ ଏହା ରୋୟାଲ୍ ଏନ୍ ଫିଲ୍ଡ ହିମାଲୟାନକୁ ଟକ୍କର ଦେଇପାରିବ , ଆମକୁ ଜଲଦି ହିଁ ପତା ଲାଗିଯିବ ।

୧୫ ନଭେମ୍ବରକୁ ଜୱା ଯେଉଁ ମୋଟର ସାଇକେଲ୍ ପେଶ୍ କରିବାକୁ ଯାଉଛି , ତାହା ବିଷୟରେ କିଛି ସୂଚନା ଉପଲବ୍ଧ ନାହିଁ , କାରଣ ଏହାର ଅଧିକାରିକ ଲଞ୍ଚ ହେବାପାଇଁ ଗୋଟେ ସପ୍ତାହ ବାକି ଅଛି , ଭାରତୀୟ ବଜାରରେ ୨୦୦୦ ମସିହା ପୂର୍ବରୁ ଜଣା ଶୁଣା ଜୱାର କ୍ଲାସିକ୍ ଲିଜେଣ୍ଟ ସ୍ ନାଁରେ ଏହି କମ୍ପାନୀ ମହିନ୍ଦ୍ରାର ଦୁଇ ଚକିଆ ଗାଡିର ବି ଭାଗୀଦାରୀ ଅଟେ

Leave a Reply

Your email address will not be published. Required fields are marked *