କୋଇ ମିଲ ଗାୟା ଫିଲ୍ମରେ ଏହି ଅଭିନେତା ବନିଥିଲେ ଯାଦୁ, ତାଙ୍କୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି

ନମସ୍କାର ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆମର ଏହି ପୋଟାଲ ଦେଶ ବିଦେଶର ସମସ୍ତ ତଥ୍ୟ ସମ୍ପର୍କରେ ଆପଣ ମାନଙ୍କୁ ଦେଇ ଆସିଛି ସୂଚନା । ଆଜି ଆମେ ସବୁଦିନ ପରି ଦେଶର କିଛି ସୁନ୍ଦର ବିଷୟରେ ଆଲେଚନା କରିବାକୁ ଯାଉଛୁ । ବଲିଓଡରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କର ସମ୍ପର୍କରେ ସବୁଦିନ ଚର୍ଚ୍ଚା ହେବାରେ ଲାଗିଛି । ଆଜି ଆମେ ସେହି ଫିଲ୍ମ ଜଗତର ଜଣେ ନାୟକ ଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ .ତାଙ୍କର ପିଲ୍ମରେ ଅକ୍ଟିଙ୍ଗ କରିବା ବହୁଦିନର ଅଟେ କିନ୍ତୁ ଏବେ ତାଙ୍କର ସେହି ଫିଲ୍ମରେ କରିଥିବା ଅଊିନୟ ଲୋକ ଲୋଚନକୁ ଆସିଛି .।

ଆପଣ ଜାଣିଥିବେ କି ହିନ୍ଦି ଚଳଚ୍ଚିତ୍ର ରେ ଏମିତି ଗୋଟିଏ ଫିଲ୍ମ ସୁଟିଂ ହୋଇଥିଲା ଯାହା ସମସ୍ତ ଭାରତୀୟ ମାନଙ୍କ ହୃଦୟରେ ପ୍ରସଂସା ଆଣିପରିଥିଲା । ସେହି ଫିଲ୍ମରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ସମଗ୍ର ଭାରତବର୍ଷରେ ଚର୍ଚ୍ଚା ହୋଇଥିଲା । ହିନ୍ଧି”ଫିଲ୍ମ କୋଇ ମିଲ ଗେୟା” ରେ ଏହି ଅଭିନେତା କରିଥିଲେ ଅଭିନୟ ଏବଂ ଜାଦୁକାର ଭାବେ ଏହି ଫିଲ୍ମରେ ଗୁରୁତ୍ବପର୍ଣ୍ଣ ଭୂମିକା ଲିଭାଇଥିଲେ । ଏହି ପିଲ୍ମରେ ଯାଦୁକାର ହେଲେ ଇନ୍ଦ୍ର ବଦନ ଜେ ପୁରୋହିତ । ଏହି ଫିଲ୍ମ ଛୋଟପିଲାଙ୍କର ବହୁତ ପସନ୍ଧ ହୋଇଥିଲା କାରଣ ଫିଲ୍ମରେ ଏମିତି କିଛି କାହାଣୀ ରହିଥିଲା ଯାହା ସୁପରହିଟ ମଧ୍ୟ ହୋଇପାରିଥିଲା .

2003 ମସିହା ରେ ହିତିକ ରୋସନଙ୍କର ଏହି ସୁପରହିଟ ଫିଲ୍ମ କୋଇ ମିଲ ଗେୟା ରେ ସେ ବହୁତ ସୁନ୍ଦର ଅଭିନୟ କରିଥିଲେ ।କିନ୍ତୁ ଫିଲ୍ମର ସପୂର୍ଣ୍ଣ ରହସ୍ୟର କାରଣ ଇନ୍ଦ୍ରବଦନ ଜେ ପୁରୋହିତ ନାମ ଅଧିକ ରହିଛି .ତାଙ୍କର ଲମ୍ବାଚେହେରା ଦ୍ବାରା ସେ ଏହି ଫିଲ୍ମରେ ତାଙ୍କୁ ପସନ୍ଦ କରାଯାଇଥିଲା । ତାଙ୍କର ଉଚ୍ଚତା 3 ଫୁଟ ଅଟେ . । ତେଣୁ ସେ ଏହି ଫିଲ୍ମରେ ଯାଦୁକାର ଭାବେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *