ଦେଖନ୍ତୁ ଭିଡିଓ ଜଙ୍ଗଲରେ ଲୁଚି ଲୁଚି ମଦ ପିଉ ଥିଲେ କିନ୍ତୁ ଧରିନେଲେ କିଛି ଟୋକା ତାପରେ ଯାହା କଲେ । ଏବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ଆପଣ ମାନେ ଆଜି କାଲି ର ସମୟ ରେ ଭାଇରଲ ହୋଇ ଚାଲି ଥିବା ଖବର ବିଷୟ ରେ ତ ନିଶ୍ଚିତ ପ୍ରତିତ ମାନ ହେଉ ଥିବେ । ତେବେ ଖବର କାଜଜ ଲୋକ ମାନେ ଆଜି କାଲି ପଢିବା ପୂର୍ବ ରୁ ଥରେ ସୋସିଆଲ ମିଡିଆ ଆଡେ ନଜର ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ଏମିତି ବେଳେ ଆମେ ଆପଣ ମାନଙ୍କୁ ପାଇଁ ସେହି ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ଗୋଟିଏ ଘଟଣା ସଂମ୍ପର୍କ ରେ କହିବା ପାଇଁ ଚାହିଁବୁ କି ।ଗତ ଶୁକ୍ରବାର ଦିନ ରେ ମୟୁରଭଞୀ ନିକଟସ୍ଥ ଜଙ୍ଗଲ ରେ କିଛି ଏପରି ହୋଇ ଥିଲା ଯେଉଁ ଘଟଣା ଟି ପରେ ବହୁତ ପରିମାଣ ରେ ଲୋକ ମାନଙ୍କ ମଧ୍ୟ ରେ ଖେଳି ଜାଇ ଥିବା ବେଳେ ଏବେ ଲୋକ ମାନେ ସୋସିଆଲ ମିଡିଆ ରେ ଭାଇରଲ୍ କରିବାରେ ଲାଗିଛନ୍ତି ।

ଏମିତି ରେ ସୂଚନା ମୁତାବକ ଏହି ଜଙ୍ଗଲ ରେ ସବୁ ସମୟ ରେ କେହି ନା କେହି ପ୍ରେମି ମାନଙ୍କ ଭିଡ ଜମୁ ଥିବା ବେଳେ ଆଗରୁ ଲୋକ ମାନେ ଏମିତି ବହୁତ ଥର ଧରା ମଧ୍ୟ ପକେଇଛନ୍ତି । ତେବେ ଏମିତି ବେଳେ ବର୍ତମାନ ସମୟ ରେ ଏମିତି ତିନୋଟି ପ୍ରେମି ଜୁଗଳ ମାନଙ୍କୁ ଏହି ଠାରେ ଧରା ଜାଇ ଥିବା ବେଳେ ଶୁକ୍ରବାର ଦିନ କିଛି ଲୋକ ମାନେ ଯେତେ ବେଳେ ପିଛା କରି ଜାଇ ଥିଲେ ।ତେବେ ସେମାନେ ସେହି ଠାରେ ଦେଖି ଥିଲେ କି ପ୍ରେମୀ ଯୁଗଳ ମାନେ ମଦ ପିିଇବା ସହିତ ସେମାନେ ବହୁତ ପ୍ରାକର ମସ୍ତି ମଧ୍ୟ କରୁ ଛନ୍ତି ।

ତେବେ ସେହି ନିକଟସ୍ଥ କିଛି ଟୋକା ମାନେ ସେମାନେ ମଦ ପିଉ ଥିବା ବେଳେ ଫୋଟ ଉଠେଇ ଥିଲେ ଓ ପରେ ସେମାନଙ୍କୁ ରଙ୍ଗେ ହାତ ରେ ଧରେଇବା ପାଇଁ ଚେଷ୍ଟା ମଧ୍ୟ କରି ଥିଲେ ।ତେବେ ଏପରି ବେଳେ ଦୁଇ ପ୍ରେମୀ ମାନଙ୍କୁ ଧରି ଲୋକ ମାନେ ପଚରା ଉଚରା କରି ଥିବା ବେଳେ ସେମାନଙ୍କ ମଧ୍ୟ ରେ ଗୋଟିଏ ପ୍ରେମୀକ ଯୁଗଳ ମାନେ ଖସି ପଳେଇ ଥିବା ଜଣା ପଡିଛି ।

ଏମିତି ବେଳେ ସେମାନେ କହିଛନ୍ତି  କି ସେମାନେ ସବୁ କଲେଜ୍ ଷ୍ଟୁଡେଣ୍ଟ ଓ ସେହି ଠାରେ ସେମାନେ ବଣ ଭୋଜି କରିବା ପାଇଁ ଆସି ଥିବା କହି ଥିଲେ । ଏପରି ବେଳେ ଲୋକ ମାନେ ସେମାନଙ୍କୁ ବହୁତ ପଚରା ଉଚୁରା କରିବା ପରେ ପରେ ଛାଡି ଦେଇ ଥିବା ଜଣା ପଡିଛି ।ଏମିତି ରେ ଏହି କିଛି ଦିନ ତଳେ ଏମିତି ଗୋଟିଏ ଘଟଣା ଏହି ସ୍ଥାନ ରେ ଘଟି ଥିବା ବେଳେ କିଛି ଟୋକା ମାନେ ସେମାନଙ୍କୁ ଧରିବା ସହିତ ଯୁବକ କୁ ମାଡ ମାରି ଥିବା ବି ଦେଖିବା ପାଇଁ ମିଳି ଥିଲା । ତେବେ ପରେ ପୁଣି ଥରେ ଧରା ପଡି ଥିବା ର ସୂଚନା ରହିଛି ।

କେବଳ ସେତିକି ନୁହେଁ , କିଛି ଦିନ ତଳେ ହଷ୍ଟେଲ ରୁମରେ କିଛି ଝିଅ ମଦ ପିଉଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ତଳେ ସେହି ଭିଡିଓକୁ ଆପଣ ଦେଖି ମଧ୍ୟ ପାରିବେ.

ଏଠାରେ କ୍ଲିକ କି ଭିଡିଓ ଦେଖନ୍ତୁ

ହଷ୍ଟେଲରେ ମଦ ପିଇ ରୋଳା କଲେ ଓଡିଆ ଝିଅ, VIRAL VIDEO

ହଷ୍ଟେଲରେ ମଦ ପିଇ ରୋଳା କଲେ ଓଡିଆ ଝିଅ,ଏମାନଙ୍କୁ କଣ ଏଇଟା ଶୋଭା ଦଉଛି, ଗୋଟିଏ ଗୋଟିଏ ସେୟାର କରି ଏହି ଭିଡିଓକୁ ସେମାନଙ୍କ ଘର ଲୋକଙ୍କ ପାଖେ ପହଞ୍ଚାନ୍ତୁ

Students world यांनी वर पोस्ट केले बुधवार, १९ सप्टेंबर, २०१८

Leave a Reply

Your email address will not be published. Required fields are marked *