ଭିକାରି ଟିର ଶବକୁ ନେଲା ବେଳେ ଲାଗୁଥିଲା ଟିକେ ଓଜନିଆ, ହଟାତ ପୋଲିସ ଯାଁଚ କଲାବେଳକୁ, ତା ପାଦରୁ ବାହାରିଲା ଏହି ଜିନିଷ, ଆଉ ତା ପରେ…

ସର୍ବପ୍ରଥମେ ଆମର ଏହି ପୋଟାଲକୁ ଆପଣଙ୍କୁ ସ୍ବାଗତ । ବନ୍ଧୁଗଣ ଆପଣଙ୍କ ମାନଙ୍କ ସମ୍ମାନାରେ ଅନେକ ଘଟଣା ଆସିଥିବ । ଯେଉଁଘଟଣା ଶୁଣିଲା ପରେ କିମ୍ବା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇନ୍ତି କି ଏହି ଘଟଣାର ପ୍ରକୃତ ରହସ୍ୟ କଣ । ବେବଳେ ଏପରି କିଛି ଘଟଣା ଘଟିଥାଏ ଯାହା ଆପଣ ଦେଖିଲା ପରେ ବିଶ୍ବାସ କରିବା ବଡ କଷ୍ଟକର ହୋଇପଡେ । ଅନେକ ଘଟଣା ସମ୍ପର୍କରେ ଆପଣ ଅବଗତ ହୋଇଥିବେ କିନ୍ତୁ ତାହାର କାରଣ ସମ୍ପର୍କରେ ଅଜ୍ଞ ରହିଥିବେ କିନ୍ତୁ ଜାଣିଲା ପରେ ଆପଣ ମଧ୍ୟ କେବେ ବିଶ୍ବାସ କରିବେ ନାହିଁ କିନ୍ତୁ ସେହି ଅବିଶ୍ବାସର କଥା ମଧ୍ୟରେ ଭରିରହିଥାଏ ରହସ୍ୟ । ଆଜି ଆମେ ଏକ ଏପରି ଘଟଣାର ରହସ୍ୟ ସମ୍ପର୍କରେ ଜଣାଇବାକୁ ଯାଉଛେ ଯାହାଜାଣିଲା ପରେ ଆପଣଙ୍କର ହୋସ ଉଡିଯିବ ।

ଘଟଣା ଟି ବେଙ୍ଗୁଲୁର ଠାରେ ଘଟିଥିବାଏକ ମୃତ୍ୟୁ ସମ୍ପର୍କରେ, ଏହି ଘଟଣା ଟି ମଙ୍ଗଳବାର ରାତି 10.ଘଟିକା ସମୟରେ ବେଙ୍ଗୁଲୁର ରେଲଓ୍ବେ ପୁଲିୁସ ପାଖକୁ ଖବର ମିଳିଥିଲା କି ଟେସନ ଠାରେ ଏକ ଅଜଣା ଲାସ ପଡିଥିବାର ଦେଖାଯାଇଛି । ପୁଲିସ ଘଟଣା ସ୍ଥାଲରେ ପହଞ୍ଚି ଲାସକୁ ଦେଖିଲାପରେ ପୁରା ଛାନବିନ କରିଥିଲା । ଏବଂ ପୁଲିସ ଏହି ଲାସକୁ ମୋଷ୍ଟମୋଟମ ପାଇିଁ ପଠିବାର ବ୍ୟବସ୍ଥା କରୁଥିବା ପରେ ଲାସକୁ ଉଠିଲେ କିନ୍ତ ସେହି ଲାସକୁ ଉଠିବା ପରେ ଲାସଟି ଭାରି ଜଣାଗଲା ଦେଖିଲା ପରେ ଲାସର ପାଦରେ ଆଣ୍ଟିଫେସିୟଲ ଥିବାର ଦେଖାଗଲା ପୁଲିସ ଏହି ଆଣ୍ଟିଫେସିୟଲକୁ ବାହାର କରିବା ପରେ ସମସ୍ତଙ୍କର ହୋସ ଉଡିଗଲା ।

ପୁଲିସ ଲାସରୁ ପାଦରୁ ଆଣ୍ଟିଫେସିୟଲ ବାହାର କରିଲା ପରେ ସେଥିରୁ 96760 ଟଙ୍କା ବାହାରିଲା . ପୁଲିସ ଏପରି ଘଟଣାସମ୍ପର୍କରେ ଆହୁରି ହୋଇରାନ ହୋଇଗଲେ ।ଏହି ଲାସରୁ ବାହାରିଥିବା ଟଙ୍କା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ପୁଲି୍ସ ଏହାର ତଦନ୍ତ କରିବାପରେ ଜଣାପଡିଲା କି ମୃତ୍ୟ ଶରୀର ଟି ହାଇଦ୍ରାବାଦର ଅଟେ ।ଏହି ବ୍ୟକ୍ତି ଟି ଟେସନ ଠାରେ ଭିକ୍ଷାମାଗିଥାଏ । ଭିକ୍ଷାରରିର ସମ୍ପର୍ଣ୍ଣ ତଥ୍ୟ ପାଇଲା ପରେ ପୁଲିୁସ ଏହି ସିନ୍ଧାନ୍ତରେ ଅବଗତ ହେଲା କି ଏହି ବ୍ୟକ୍ତି ର ଗୋଟିଏ ପାଦ ଆର୍ଟିଫେସୟଲ କରାଯାଇଥିଲା. ପୁଲିସ ସେହି ଜଚିକୁ ବାହାର କରିଲା ପରେ ସେଥିରୁ ନୋଟ ଏବଂ 96760 ଟଙ୍କା ବାହାରିଲା । ପୁଲିସ ଏହି ଘଟଣାକୁ ସାଧାରଣ ଘଟଣା ଭାବି ଏହି କେସକୁ ବନ୍ଧ କରାଗଲା ।ଏବଂ ଲାସକୁ ତାଙ୍କର ପରବାରଙ୍କୁ ଖବର ଦେଇ ପଠାଦିଆଗଲା ।

Leave a Reply

Your email address will not be published. Required fields are marked *