ଭାଇ ଭଉଣୀ ମନ୍ଦୀରରେ ହୋଇଗଲେ ବାହା, ଭଉଣୀ କହିଲା ସେ ମା ବନିବାକୁ ଯାଉଛି, ସେଦିନ ରାତିରେ ଭାଇ ମୋ ସହ ….

ଆଜି ଆମେ ଆପଣଙ୍କୁ ଏମିତି ଅକ କଥା କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ କେବେବି ଚିନ୍ତି କରି ପାରିବେନି । ଏ ଏମିତି ଏକ ଘଟଣା ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ କାମ କରିବନି । କଥା ହେଉଛି କି ଉତ୍ତର ପ୍ରଦେଶର ଭୋଜପୁର ଜିଲ୍ଲାରେ ଜଣେ ଭାଇ ତା ଭଉଣୀ ସହିତ ଶାରୀରିକ ସମ୍ବନ୍ଧ ବନେଇଲା , ଏବଂ ଏମିତି କାମ ସେ କେତେ ବର୍ଷ ପର୍ଯ଼୍ୟନ୍ତ କରି ଚାଲିଲା । ହେଲେ ଥରେ ସେହି ଝିଅ ମା ବନିବା ପରିସ୍ତିତି ଆସିଗଲା ।

ଯେତେବେଳେ ଏହି ମା ବନିବା କଥା ଝିଅ ନିଜ ଭାଇକୁ ଜଣାଇଲା, ଦୁଇ ଜଣଙ୍କର ମୁଣ୍ଡ କିଛି ବି ଆଉ କାମ କଲାନି । ଦୁହେଁ ଏ ପରିସ୍ତିତିରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ଶେଷରେ ସେ ଦୁହେଁ ଦୁହିଁଙ୍କୁ ବାହା ହୋଇ ସାରା ଜୀବନ ସାଙ୍ଗ ହୋଇ ରହିବାର ନିଷ୍ପତି ନେଇ ରାତି ଅଧରେ ଘରୁ ଫେରାର ହୋଇଗଲେ । ଏବଂ ଏକ ମନ୍ଦିରରେ ଯାଇ ବାହା ହୋଇ ପଡିଲେ । ନିଜ ଝିଅ ଓ ପୁଅ ଘରେ ନଥିବା କଥା ଯେତେବେଳେ ପରିବାର ଲୋକ ଜାଣିଲେ ତେବେ ସେମାନେ ଯାଇ ନିକଟସ୍ତ ଥାନାରେ ଏକ ଏତଲା ଦେଲେ ।

କଥାର ସଠିକ ରୁପ ସେତେବେଳେ ଜଣା ପଡିଲା , ଯେତେବେଳେ ଝିଅ ଆସି ଥାନାରେ ଆତ୍ମ ସର୍ମପଣ କରି ଘଟଣାର ସବୁ ତକ କଥା ଟିକ ନିକ କରି ଥାନା ବାବୁଙ୍କୁ ଜଣାଇଲା । ଝିଅଟି ଥାନାରେ ଜଣାଇଲା କି ତା ଭାଇ ଆଉ ତା ଭାଇ ନୁହେଁ ତା ସ୍ବାମୀ ବୋଲି। ଥାନାର ସବୁ ଲୋକ ଏ କଥା ଶୁଣି ମୁଣ୍ଡରେ ହାତ ଦେଇ ବସିଲେ ।

ଆପଣଙ୍କ ମତରେ ସେ ଦୁଇ ଜଣ ଯାହା ସବୁ କଲେ କେତେ ଦୁର ଠିକ । କଣ ଲାଳସାର ମୋହରେ ଯୁବ ପିଢି ଏମିତି କାମ କରିବା ଠିକ କି ? କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦିଅନ୍ତୁ । ଉପର ଲାଇକ ବଟନରେ କ୍ଲିକ କରି ଆମ ପେଜକୁ ଏବେ ହିଁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *