ଗାଧୋଇବା ସମୟ ରେ ଶରୀରର ଏହି ଦୁଇ ଅଙ୍ଗରେ କେବେବି ଲଗାନ୍ତୁ ନାହିଁ ସାବୁନ୍ ,ନଚେତ ଜିବନ ସାରା ପସ୍ତେଇବା ପାଇଁ ପଡି ପାରେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବହୁତ ସମୟ ରେ ଆମେ ମାନେ ଦେଖିବା ପାଇଁ ପାଇ ଥାଏ କି ଲୋକ ମାନେ ଗାଧୋଇବା ସମୟ ରେ ସାବୁନ୍ ର ବ୍ୟବହାର କରି ଥାନ୍ତି । କିନ୍ତୁ ସେମାନେ କେବେ ଶରୀର ରେ ସାବୁନ୍ ଲଗେଇବା ଦ୍ୱାରା ହେଉ ଥିବା ଅସୁବିଧା ବିଷୟ ରେ କେବେ ବି ଅବଗତ ରୁହନ୍ତି ନାହିଁ । ହେଲେ ଆମେ ମାନେ ଆଜି ଆପଣ ମାନଙ୍କୁ ଏହି ସବୁ ଅସୁ ବିଧା ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛେ । ତେବେ ଆସନ୍ତୁ ଆମେ ମାନେ ଜାଣି ନେବା କି ଶରୀରର ଏମିତି ଦୁଇଟି ଅଙ୍ଗ ବିଷୟ ରେ ଯେଉଁ ଠାରେ କେବେ ବି ସାବୁନ୍ ଲଗାଇବା ଦରକାର ନୁହେଁ ।

ପ୍ରଥମେ ଆପଣ ମାନେ କେବେ ବି ଯଦି ଗାଧୋଉ ଛନ୍ତି ତେବେ ଗୁପ୍ତା ଅଙ୍ଗ ରେ ସାବୁନ୍ ଲଗାନ୍ତୁ ନାହିଁ । କାରଣ ଆମେ ମାନେ ଜାଣିଛେ କି ସାବୁନ୍ ଏପରି ଗୋଟିଏ ଜିନିଷ ଅଟେ ଜାହା ଆମ ତ୍ୱଚ୍ଛା କୁ ବହୁତ କୋମଳ କରି ଥାଏ । ଯଦି ଆପଣ ମାନେ ନିଜ ଗୁପ୍ତା ଅଙ୍ଗ ରେ ସାବୁନ୍ ଲଗାନ୍ତି ତେବେ ତାହା ବହୁତ ନରମ ହୋଇ ଥାଏ । ଓ ପରେ ପରେ ସେଠାରେ କୁଣ୍ଡଆଣ ଓ ଚର୍ମ ରୋଗ ଭଳି ବହୁତ ଅସୁବିଧା ଦେଖିବା ପାଇଁ ମିଳଇ ଥାଏ । ତେବେ କେବେ ବି ଆପଣ ମାନେ ଏଠାରେ ସାବୁନ ଲଗାନ୍ତୁ ନାହିଁ । ନଚେତ ଫସି ଜାଇ ପାରନ୍ତି । ଏମିତି ରେ ଗୁପ୍ତା ଅଙ୍ଗ କୁ ସଫା କରିବା ପାଇଁ ଏବେ ବଜାର ରେ ବହୁତ ପ୍ରକାର ର ପ୍ରିଡେକ୍ଟର ଉପଲ୍ବଧ ରହିଛି । ଜାହାକୁ ଆପଣ ମାନେ ବ୍ୟବହାର କରି ପାରିବେ ।

ଏମିତି ରେ କେବେ କେବେ ଦେଖିବା ପାଇଁ ମିଳି ଥାଏ କି କେଉଁ କେଉଁ ଲୋକ ମାନେ ବି ଗାଧୋଇବା ପରେ ପରେ ନିଜ ଶରୀର ର କୁ ଟାଉୱେଲ ରେ ପୋଠି ଦିଅନ୍ତି ତେବେ ନିଶ୍ଚିତ ଭାବେ ଏହା ଆପଣ ମାନେ କେବେ ବି କରନ୍ତୁ ନାହିଁ । କାରଣ ଏହି ପୋଛିବା ଯୋଗୁଁ ଆପଣ ମାନଙ୍କ ଦେହ ରେ ସୁଖା ପଣ ହୋଇ ଜାଇ ପାରେ । ଓ ଦ୍ୱତୀୟ ରେ ରହିଛି କାଖ ରେ । ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯେଉଁ ବ୍ୟକ୍ତି ସାବୁନ୍ ର ବ୍ୟବହାର କରନ୍ତିୁ ସେମାନ ଙ୍କୁ ବହୁତ ଶିଘ୍ର ଝାଳ ବୋହିବା ଆରମ୍ଭ ହୋଇ ଥାଏ ତେବେ ଏହା ଦ୍ୱାରା ବହୁତ ସମୟ ରେ ଚର୍ମ ରୋଗ ଦେଖିବା ପାଇଁ ମିଳେ ।

Leave a Reply

Your email address will not be published. Required fields are marked *