10ଟଙ୍କିଆ କଏନକୁ ନେଇ ଆସିଲା ସବୁଠୁ ବଡ ଖବର, ନିଶ୍ଚିନ୍ତ ପଢି ନିଅନ୍ତୁ ଏହି ଖବର

ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକ ମାନଙ୍କ ବିଷୟରେ ଅଳ୍ପ ବହୁତ ଭଲ ଭାବେ ଜାଣଇଥିବେ । କିପରି ସେମାନେ ବିପଦ ଆସିବା ପୁର୍ବରୁ ସର୍ତକ ହୋଇ ଯାନ୍ତି । ବର୍ତ୍ତମାନ ଓଡିଶାରେ କଏନ ବିପି ଦେଖା ଦେଇଛି । କଏନର ସଂଖ୍ୟ ଏତେ ମାତ୍ରାରେ ବଢି ଗଲାଣଇ ଯେ କୌଣସି ଦୋକାନି କଏନ ନେବାକୁ ରାଜି ହେଉ ନାହାନ୍ତି । ଏବେ ଏବେ 10 ଟଙ୍କିଆ କଏନ କୁ ନେଇ ଅନେକ ମିଥ୍ୟା ଖବର ପ୍ରସାରିତ ହେଉଛି । ଆନ୍ତୁ ଜାଣିବା ସେ କଣ ।

ଆପଣ ସମସ୍ତେ ଜାଣିଥିବେ ଯେ ଆଜିକାଲି ୧୦ଟଙ୍କାର ମୁଦ୍ରାକୁ ନେବାପାଇଁ ଲୋକେ ମନା କରିଦେଉଛନ୍ତି। ଏବଂ ୧୦ଟଙ୍କାର ମୁଦ୍ରା ଅସଲି ନା ନକଲି ବୋଲି ଗୁଜବ ପ୍ରଚାର କରୁଛନ୍ତି। କିନ୍ତୁ ମୋଦି ସରକାର ଏବଂ ସୁପ୍ରିମ କୋର୍ଟ ଅନୁସାରେ ୧୦ଟଙ୍କା ମୁଦ୍ରାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। ଯାହା ଜାଣି ଆପଣ ଅତ୍ୟନ୍ତ ଖୁସି ହେବେ।

ଯଦି ଆପଣ ୧୦ଟଙ୍କାର ମୁଦ୍ରା ବ୍ୟବହାର କରୁଛନ୍ତି ତେବେ ଆପଣ ବି ଏହା ଜାଣିବା ନିହାତି ଜରୁରୀ। ଯଦି ଆପଣ କାହାକୁ ୧୦ଟଙ୍କାର ମୁଦ୍ରା ଦେଉଛନ୍ତି ଏବଂ କୈାଣସି ଦୋକାନୀ ଏହାକୁ ନେବାକୁ ମନା କରୁଛନ୍ତି ତେବେ ଆପଣ ସେହି ଦୋକାନୀଙ୍କ ବିରୋଧରେ ପୋଲିସକୁ ଅଭିଯୋଗ କରି ପାରିବେ। ଏପରି କରିବା ଦ୍ବାରା ଦୋକାନୀଙ୍କୁ ୨୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହା ପରଠୁ ଅନ୍ୟ କୈାଣସି ଦୋକାନୀ ୧୦ଟଙ୍କାର ମୁଦ୍ରା ନେବାକୁ ମନା କରି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *