ଯଦି ଆପଣ ମାନଙ୍କ ପାଖରେ ଏମିତିକା 100 ଟଙ୍କା ରହିଛି ତେବେ ନିଶ୍ଚିତ ପଢନ୍ତୁ ଏହି ଖବର।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ବାଗତ କରୁଛୁ ଏମିତି ରେ ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କି 2016 ରେ ନୋଟ ବନ୍ଦି କୁ ନେଇ କେଉଁ ପରି ଭାବେ ସାରା ଦେଶ ରେ ରୋମାଂଞ୍ଚ ଖେଳଇ ଜାଇ ଥିଲା ପରେ ପରେ ଲୋକ ମାନେ ବହୁତ ହଇରାଣ ହେବାରେ ଲାଗି ଥିଲେ ଏମିତି ବେଳେ ଧିରେ ଧିରେ ଏହାର ପ୍ରଭାବ କମିବା ପାଇଁ ଲାଗି ଥିଲା ଓ ସବୁ କ୍ଷେତ୍ର ରେ ଟଙ୍କାର ନୋଟ ମାନ ପ୍ରସାରିତ ହୋଇ ଥିଲା ଏମିତି ବେଳେ ପୁଣି ଥରେ ଆର୍ବି ଆଇ କିଛି ଟଙ୍କା ର ଚେଞ କରିବା ପାଇଁ ଜାୁଛି ବୋଲି ,ସୂଚନା ମିଳିଛି ।

ତେବେ ଏହା କହି ପାରି ବା କି ନୋଟ ବନ୍ଦି ଭଲି ହେବ ନାହିଁ କିନ୍ତୁ ଏହି ଥିରେ ନିଶ୍ଚିତ ଭାବେ ପୁରୁଣା 100 ଟଙ୍କାର ନୋଟ କୁ ଚେଞ କରି ନୂଆ 100 ଟଙ୍କାର ନୋଟ କୁ ବଜାର କୁ ଛାଡିବ ବୋଲି ଆର୍ବି ଆଇ ଘୋଷଣା କରିଛଇ ବୋଲି ଜଣା ପଡ଼ିଛି ଏମିତି ବେଳେ 2016 ର ନଭେମ୍ବର ରେ ଯେଉଁ ପରି ଭାବେ ପ୍ରଧାନ ମନ୍ତ୍ରୀ ନୋଟ ବନ୍ଧି ର ଘୋଷଣା କଲେ ପରେ ପରେ ବଜାର ରେ ଶହେ ଟଙ୍କାର ନୋଟ ଅଧ୍କ ମାତ୍ରା ରେ ପହଁଚି ଥିଲା କିନ୍ତୁ ଏବେ ସେହି ଗୁଡିକୁ ପୁଣି ଥରେ ଆରବି ଆଇ ଫେରେଇ ନେବ । ଏମିତି ରେ ଏହି ନୂଆ ନୋଟ ର ରିଲିଜ କ୍ଷେତ୍ର ରେ ଆରବି ଆଇ କହି ସାରିଛି କି ଯେତେ ବେଲେ ସଂମ୍ପର୍ଣ୍ଣ ଭାବେ ଏହି ନୂଆ ନୋଟ ର ରିଲିଜ ହୋଇ ଯିବ ଓ ପରେ ପୁରୁଣା ନୋଟ ସବୁ ଫେରସ୍ତ ହୋଇ ଯିବ ତେବେ ନିଶ୍ଚିତ ଭାବେ ଦେଶ ର ବହୁତ ସ୍ଥାନ ରେ ଏମିତି ଏଟିଏମ ଗୁଡ଼ିକ ରହିବ ଯେଉଁ ଥିରେ କେବଳ 100 ଟଙ୍କା ର ହିଁ ନୋଟ ବାହାରିବ ବୋଲି କହିଛନ୍ତି ।

ତେବେ କହିବା ପାଇଂ ଚାହିଁବୁ କି ଏହି ଭିତରେ ଏହି ନୋଟ ସବୁ କୁ ରିଲିଜ କରିବା କୁ ନେଇ ଆର ବି ଆଇ କହିଛି କି ଏହା ସଂମ୍ପର୍ଣ୍ଣ ଭାବେ ନୋଟ ବନ୍ଦି ର ସପକ୍ଷ ରେ ହିଁ ଜାଉଛି ଯେଉଁ ଥିରେ ଆପଣ ମାନେ ନିଶ୍ଚିତ ଭାବେ ନୂଆ ନୋଟ କୁ ବ୍ୟବହାର ଯୋଗ୍ୟ ହେବ । ତଥା ପୁରୁଣା ନୋଟ କୁ ଯଦି ରଖନ୍ତୁ ତେବେ ଦେଇ ଦେବା ପାଇଁ ପଡିବ ।

Leave a Reply

Your email address will not be published. Required fields are marked *