ଏହି କାରଣ ରୁ ଜନ୍ମ ହୋଇ ଥାଆନ୍ତି ଜାଆଁଳା ପିଲା, ଜାଣନ୍ତୁ କଣ ରହସ୍ୟ । ଏବେ ଏବେ ବୌଞ୍ଗାନିକ ମାନେ ଖୋଜି ଜାଣିଲେ ରହସ୍ୟ

ଆପଣ ମାନେ ବହୁତ ସମୟ ସୁଣିବା ପାଇଁ ପାଇଥିଉ କି କୈଣସି ସ୍ଥାନ ରେ ଏକ ମହିଳା ଙ୍କର ଜାଆଁଳା ପିଲା ହେଉ ଥିବାର ଏମିତି ବେଳେ ଆପଣ ମାନେ ସୁଣିବା ପାଇ ଥିବେ କି ବଲିଉଡ ର ଅଭିନେତ୍ରୀ ସୋଲିନା ଜେଟଲି ଙ୍କର ଏମିତି ହିଁ ଟୁ ଉଇନ ହେବାର ରହିଛି। ଯଦି ବୁଝି ପାରିଲେ ନାହିଁ ତେବେ କହିବା ପାଇଁ ଚାହିଁବୁ କି ତାଙ୍କର ଜାଆଁଳା ପିଲା ହେବା ପାଇଁ ଜାଉଛି ।ଏମିତି ରେ ଆପଣ ମାନଙ୍କ ମନ ରେ ଏମିତି ବହୁତ ପ୍ରଶ୍ନ ସବୁ ବେଳେ ଉଙ୍କି ମାରେ କି କୈଣସି ଏକ କ୍ଷେତ୍ରରେ କାହିଁକି ଏକ ମହିଳା ଙ୍କର ଏପରି ଜାଆଁଳା ପିଲା ହୋଇ ଥାଏ ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ଯ ଦେବା ପାଇଂ ଆସିଛୁ । ଯେଉଁ ଥିରେ ଆପଣ ମାନେ ବହୁତ ଭଲ ଭାବେ ଜାଣି ପାରିବେ କି କଣ ପାଇଁ ଜଣେ ମହିଳା ଙ୍କ ଜାଆଁଳା ପିଲା ହୋଇ ଥାଏ ।

ସାଧାରଣତଃ ଭାବେ ଆପମ ମାନେ ଏମିତି ବହୁତ କ୍ଷେତ୍ରରେ ଦେଖିବା ପାଇଁ ପାଇ ଥିବେ କି ମହିଳା ମାନଙ୍କର ଦୁଇଟି ନେଚତ ତିନୋଟି ପିଲା ହୋଇ ଥାଏ ତେବେ ଏହାକୁ ମୋଲ୍ଟିପୋଲ ପଗ୍ରେସ ବୋଲି କୁହାଯାଏ ଏମିତି ବେଳେ ଇଣ୍ଡିଆନ ଫୋଟେଲିଟି ସୋସାଇଟି ର ହେଡ ଚିପେତ୍ର ହେଡା ଓ ନେସନାଲ ଏମ୍ବର୍ୟଲୋଡି ର ରଣଧୀର ସ୍ନେହା ଙ୍କ କହିବା ଅନୁସାରେ ଡାକ୍ତରୀ ପାଠ ରେ ଏହାକୁ ମୋଲ୍ଟିପୋଲ ପଗ୍ରେସ ବୋଲି କହିଥାଉ । ଏହାର ମାନେ ହେଉଛି ମହିଳା ମାନେ ଏକା ଥରେ ଗୋଟିଏ ହିଁ ଗର୍ଭ ରେ ଦୁଇଟି ପିଲା ଙ୍କୁ ଅଲଗା ଅଲଗା ରଖି ଥାଏ ।

ଏହା ପରେ ରହିଛି ଆଇଡେଣ୍ଟି କାଲ ଟୁ ଉଇନ୍ସ ଏମିତି ରେ ଏହି କ୍ଷେତ୍ରରେ ମହିଳା ଙ୍କ ସଂମ୍ଭଗ ରଖିବା ପରେ ସ୍ଫର୍ମ ଟି ଗୋଟିଏ ହେବା ବଦଳ ରେ ଟୁ ଉଇନ୍ ଫଟିଲେଜ ରେ ପରିବର୍ତିତ ହୋଇ ଥାଏ ।ଏମିତି ବେଳେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁକି 30 ରୁ 40 ବର୍ଷ ମଧ୍ୟ ରେ ପିଲା ଜନ୍ମ ଦେଉ ଥିବା ମହିଳା ମାନେ ହିଁ ଏମିତି ଟୁ ଉଇନ୍ କୁ ଜନ୍ମ ଦିଅନ୍ତି । ହାଇ ଫେଟ ଓ ଆଗରୁ ଏମିତି ଟୁ ଉଇନ୍ ଭାବେ ଜନ୍ମ ହୋଇ ଥିବା ପିଲା ମାନଙ୍କ ମଧ୍ୟ ରେ ଏମିତି ଦେଖା ଅଧିକ ଦେଇ ଥାଏ ।

Leave a Reply

Your email address will not be published. Required fields are marked *