ପ୍ରିୟଙ୍କା,ଦିପିକା,ଓ ସୋନମ ଙ୍କ ମଙ୍ଗଳ ସୂତ୍ର ର ଜାଣନ୍ତୁ କଣ ରହିଛି ଖାସ କଥା । କାହାର ମଙ୍ଗଳ ସୁତ୍ରର ଦାମ ସବୁଠୁ ଅଧିକ ଏବେ ହିଁ ଜାଣନ୍ତୁ

ଏମିତି ରେ ଯେପରି କି ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ କି ଏହି ବର୍ଷ ବଲିଉଡ ରେ ବିବାହ କୁ ନେଇ କେତେ ମାତ୍ରା ରେ ଚର୍ଚ୍ଚା ସାମ୍ନା କୁ ଆସିବା ରେ ଲାଗିଛି ତେବେ ଏମିତି ବେଳେ ଏହି କିଛି ଦିନ ରେ ପ୍ରାୟ ତିନିଟି ବଡ ବଡ ବଲିଉଡ ର ସେଲିବ୍ରେଟି ମାନଙ୍କ ବିବାହ ହୋଇ ଥିବା ବେଳେ ଆପଣ ମାନେ ନିଶ୍ଚିତ ଭାବେ ଏହି ଖଭର ଜାଣି ଥିବେ କି ପ୍ରିୟଙ୍କା,ଦିପିକା,ଓ ସୋନମ ଙ୍କ ବିବାହ ବି ଏହି ବର୍ଷ ରେ ସମାପ୍ତ ହୋଇ ସାରିଛି ତେବେ ଏହି ବିବାହ ରେ ସେମାନେ ପ୍ରାୟତଃ ନିଜ ଫେସନ୍ କୁ ନେଇ ସେମାନେ ମୋଟେ ବି କମ୍ପ୍ରମାଇଜ କରି ନଥିବା ବେଳେ ସେମାନେ ପ୍ରାୟ ଗୋଟିଏ କୋଟି ରୁ ଅଧିକ ଟଙ୍କା ରେ ଅଳଙଅକାର ଗୁଡ଼ିକ ଫିନ୍ଧିବା ବେଳେ ଦେଖିବା ପାଇଁ ମିଳି ଥିଲା ତେବେ ଆମେ ସେହି ପରି ବେଳେ ଆଜି ଆପଣ ମାନଙ୍କୁ କହିବା ପାଇଁ ଜାଉଛୁ କି ସେମାନେ ସେହି ବିବାହ ରେ ପିନ୍ଧି ଥିବା ନିଜର ମଙ୍ଗଳ ସୂତ୍ର ବିଷୟ ରେ ତେବେ ବର୍ତ୍ତମାନ ସମୟ ରେ ସେମାନଙ୍କ ମଙ୍ଗଳ ସୂତ୍ର କୁ ନେଇ ବହୁତ ଚର୍ଚ୍ଚା ସାମ୍ନା କୁ ଆସୁଛୁ ତେବେ ଆପଣ ମାନଙ୍କ ମନ ରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁ ଥିବ କି ଏହି ମଙ୍ଗଳ ସୂତ୍ର ରେ ଏମିତି କଣ ରହିଛି ଯେଉଁଥି ପାଇଁ ଏହାର ଏତେ ଚର୍ଚା ହେଉଛି ତେବେ ଆସନ୍ତୁ ଜାଣିବା ।

1.ପ୍ରିୟଙ୍କା ଚୋପରା । ଏହି ନିକଟ ରେ ବିବାହ ହୋଇ ଥିବା ପ୍ରିୟଙ୍କା ଙ୍କ ମଙ୍ଗଳ ସୂତ୍ର କଥା ଯଧି ଆମେ କହିବା ତେବେ ତାଙ୍କର ମଙ୍ଗଳ ସୂତ୍ର ଗୋଟିଏ ଗୋଲ୍ଡ କଏନ ଚେନ୍ ରେ ବନା ଜାଇ ଥିବା ବେଳେ ସେଥିରେ ତିନୋଟି ଡାଇମୋଣ୍ଡ ଷ୍ଟୋନ ଲାଗି ଥିବା ଜଣା ପଡ଼ିଛି ।

2.ଦିପିକା । ଏହି ନିକଟ ରେ ବିବାହ ହୋଇ ଥିବା ଦିପିକା ଙ୍କ ମଙ୍ଗଳ ସୂତ୍ର ବି ସେହି ପରି ସିଲ ଟାୟରର ବନା ଜାଇ ଥିବା ବେଳେ ସେଥିରେ ବିଭଇନ୍ନ ପ୍ରକାରର ଡାଇମୋଣ୍ଡ ର ବ୍ୟବହାର ହୋଇଛି ତେବେ ତାହା 20 ଲକ୍ଷ ଟଙ୍କା ଅଟେ ।

3.ସୋନମ କୋପୁର । ଏମିତି ରେ ଆପଣ ମାନେ ଜାଣଇ ଥିବେ ସୋନମ କୋପୁର ଙ୍କ ବିବାହ ବିଷୟ ରେ ତାଙ୍କର ବିବାହ ହୋଇ ଥିବା ମଙ୍ଗଳ ସୂତ୍ର ବି ସେହି ପରି ଭାବେ ବହୁତ ଅଳଙ୍କୃତ ସହିତ ସଜା ଜାଇ ଥିବା ବେଳେ ବର୍ତମାନ ସମୟ ର ସବୁ ଠାରୁ ଅଦିକ ଦାମ ର ବୋଲି କୁହା ଯାଉଛି ଏମିତି ବେଳେ ଆମେ କହିବା ପାଇଁ ଚାହିଁବୁ କି 40 ଲକ୍ଷ ଟଙ୍କା ର ରହିଛି ।

Leave a Reply

Your email address will not be published. Required fields are marked *