ମୋଦି ସରକାର ଦେବେ ଆପଣ ମାନଙ୍କୁ ଘରେ ବସି ବସି 75 ହଜାର ଟଙ୍କା ମାସ କୁ କେବଳ 4 ଘଣ୍ଟା କରନ୍ତୁ ଏହି କାମ ।

ଏମିତି ରେ ଆପଣ ମାନେ ଯେଉଁ ପରି ଭାବେ ଜାଣି ଥିବେ କି ରାଜ୍ୟ ସରକାର ବର୍ତ୍ତମାନ ସମୟ ରେ ଏମିତି କିଛି ଉପସ୍ଥାପନା ରଖି ନାହାଁନ୍ତି ଯେଉଁ ଥି ପାଇଁ ଆମ ଓଡ଼ିଶା ର ଲୋକ ମାନେ ରୋଜଗାର କ୍ଷେମ ହୋଇ ପାରିବେ ଏମିତି ବେଳେ ବହୁତ ବରୋଜ ଗାରୀ ର ଶୀକାର ହେବା ଛଡା ଆପଣ ମାନଙ୍କୁ ଏଠାରେ ଆଉ କିଛଇ ବି ଦେଖିବା ପାଇଁ ମିଳିବ ନାହିଁ ଏମିତି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛଉ ।ଯେଉଁ ଥିରେ ମୋଦି ସରକାର ଆମ ପାଇଁ ନେଇ ଆସି ଛନ୍ତି ଏକ ବହୁତ ଭଲ ଯୋଜନା ତେବେ ଯଦି ଆପଣ ମାନେ ବି ଏହି ଯୋଜନା ର ଅନ୍ତର୍ଭୁକ୍ତ ହେଉ ଛନ୍ତି ତେବେ ନିଶ୍ଚତ୍ର ଭାବେ ଆପଣ ମାନେ ଘରେ ବସି ବସି 75 ହଜାର ପର୍ଯ୍ଯନ୍ତ ରୋଜଗାର କରିବା ପାଇଁ ସକ୍ଷ୍ୟମ ହୋଇ ପାରିବେ ।

ଏମିତି ରେ ଆସନ୍ତୁ କଣ କଣ ରହିଛି ଏହି ଯୋଜନା ର ନିୟମ ଓ ସର୍ତା ବଳୀ ଗୁଡ଼ିକ ଜାଣିବା । ଏମିତି ରେ ଏହି ଯୋଜନା ଅନୁସାରେ ଆପଣଙ୍କୁ ଘରେ ବସି ବିଭିନ୍ନ ପ୍ରକାରର ଡିଜାଇନ୍ ଗୁଡ଼ିକ ବନେଇବା ପାଇଁ ପଡିବ ତଥା ଏମିତି ରେ ଯଦି ଆପଣଙ୍କ ଡିଜାଇଲ ଯଦି ବହୁତ ଭଲ ହେଲା ତେବେ ନିଶ୍ଚିତ ଭାବେ ଆପଣଙ୍କୁ 75 ହଜାର ଟଙ୍କା ମିଳି୍ ପାରିବ ଏମିତି ବେଳେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ବର୍ତ୍ତମାନ ସମୟ ରେ ଏହି କାର୍ଯ କୁ ଇୟୁନିଅନ ପବଲିକ୍ ସର୍ଭିସ କମିସନର ଏବେ ତାଙ୍କର ନିଜ ଲୋକ ମାନଙ୍କୁ ବଦଳାଉ ଛନ୍ତି ଏଫରି ବେଳେ ମୋଜି ସରକାର ଏହି ପକ୍ଷ ରେ କହିଛନ୍ତି କି ପ୍ରଫେସନ ଲୋକ ମାନଙ୍କୁ ରଖିବା ବଦଳ ରେ ସେ ସାଧାରଣ ଲୋକ ମାନଙ୍କୁ ଏହି ଥିରେ ନିଯୁକ୍ତି ଦେବା ପାଇଁ ଚାହିଁଛନ୍ତି ।

କେବେ ପର୍ଯ୍ଯନ୍ତ ରହିଛି ସମୟ ।

ଏମିତି ବେଳେ ଯଦି ଆପଣ ବି ଏହି ୟୋଜନା ରେ ଯୋଗଦାନ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ 11 ଡିସେମ୍ବର ସଂନ୍ଧ୍ୟା 6 ଟା ପୂର୍ବରୁ ଏହି କାର୍ଯ୍ଯ ରେ ଯୋଗ ଦାନ କରନ୍ତୁ ତେବେ ନିଶ୍ଚିତ ଭାବେ ସଫଳ ହେବେ । ଏହି ବିଷୟ ରେ ଅଧିକ ତଥ୍ୟ ପାଇଁ MyGov.in ରେ ଜାଆନ୍ତୁ ଓ କିଛି ପ୍ରକାରର ସହାୟତା ପାଇଁ www.upsc.gov.in ବା anilkumar-upsc@gov.in ରେ ମେଲ କରି ପାରିବେ ନଚେତ ଆପଣ 011-23382415 ନମ୍ବର ରେ କଲ କରି ବି ସଂମ୍ପର୍ଣ୍ଣ ତଥ୍ୟ ବିଷୟ ରେ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *