ବଲିଉଡ ର ଖୁଖାଂର ଭିଲିଆନ ମୁକେଶ ରସି ର ପୁଅ ହେଉଛି ଆପଣଙ୍କ ଫେବରେଟ ଷ୍ଟାର କଣ ଆପଣ ଚିହ୍ନି ପାରୁଛନ୍ତି ।

ଏମିତି ରେ ଯଦି ଆମେ କିଛି ଦଶକ ର କଥା କହିବା ତେବେ ସେତେ ବେଳେ ହିରୋ ର ରୋଲ୍ ଠାରୁ ଭିଲିଅନ୍ ର ରୋଲ ବହୁତ ମହତ୍ବ ପୂର୍ଣ୍ଣ ରହି ଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ତାହା ସେହି ପରି ହୋଇ ରହି ନଥିବା ବେଳେ କିନ୍ତୁ ଏମିତି କିଛି ବର୍ଷ ପୂର୍ବେ ହେଉ ଥିବାର ଜଣା ଜାଏ ତେବେ ସେତେ ବେଳ ସମୟ ରେ ଭିଲିଅନ୍ ଗୋଟିଏ ହିରୋ ତୁଳନା ରେ ଅଧିକ ପଇସା ବି ନେଇ ଥିବା ର ଜଣା ଯାଏ । କିନ୍ତୁ ଏମିତି ବେଳେ ଯୁଗ ବଦଳିବା ସହିତ ଜମାନା ବି ବଦଳିବା ରେ ଲାଗିଛି ଏବେ ଯେକୈଣସି ଫିଲ୍ମ ରେ ହିରୋ ର ବହୁତ ବଡ ଅଭିନୟ ରହିଛି ନା କି ଭିଲିଆନ୍ ର । ଏମିତି ରେ 80 ଓ 90 ଦଶକ ରେ ଲୋକ ମାନେ ଫିଲ୍ମ ରେ ଭିଲିଆନ୍ ମାନଙ୍କୁ ହିଁ ଅଧିକ ମାତ୍ରା ଚିହ୍ନି୍ ଥିଲେ ।

ଏମିତି ରେ ଆମେ ଆଜି ଆପଣଙ୍କୁ ବଲିଉଡ ର ସୁବୁଠୁ ଖୁଖାଂର ଭିଲିଆନ ମୁକେଶ ରସି ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ । ବଲିଉଡ ସହିତ ସାଉଥ ର ଫିଲ୍ମ ମାନଙ୍କ ରେ ମୁକେଶ ରସି ଭିଆନ୍ ର ଚରିତ୍ର କରିବା ର ଦେଖା ଦେଇ ଥାନ୍ତି ।ଏମିତି ରେ କହିବା ପାଇଁ ଗଲେ ମୁକେଶ ରସି ବଲିଉଡ ଫିଲ୍ମ ରେ 120 ରୁ ଅଧିକ ଫିଲ୍ମ ରେ କେବଳ ଭିଲିଆନ୍ ର ଚରିତ୍ର କରି ଥିବା ଜଣା ପଡ଼ିଛି । ସେ ବଲିଉଡ ରେ ଅକ୍ଷୟ କୁମାର, ଧର୍ମେନ୍ଦ୍ର,ମିଥୁନ୍ ଚକ୍ରବର୍ତ୍ତି ହିର୍ତିକ୍ ରସୋନ୍ ,ଓ ସଲମାନ ଙ୍କ ସହିବ ବହୁତ ଫିଲ୍ମ ରେ ଦେଖିବା ପାଇଁ ମିଳିଛି ।ଏମିତି ରେ ସେ ବହୁତ ଫିଲ୍ମ ରେ ତାଙ୍କର ଜବର୍ଦସ୍ତ ଅଭିନୟ କରିବାର ଜଣା ପଡ଼େ ତେବେ ବଲିଉଡ ରେ ତାଙ୍କର ବହୁତ ଫେନ୍ ମାନେ ରହି ଥିବା ବେଳେ ଏମିତି ରେ ସେ ସାଉଥ ରେ ବି କମ୍ ନାହାଁନ୍ତୁ କିନ୍ତୁ ଆଜ୍ଞା ଆମେ ଆଜି ତାଙ୍କ ନିଜ ଜିବନ ର କଥା କହିବା ପାଇଁ ଆସିଛୁ । ତାଙ୍କ ପତ୍ନୀ ଓ ପୁଅ ଙ୍କ ବିଷୟ ରେ ଆପଣଙ୍କୁ ସଂମ୍ପର୍ଣ୍ଣ ତଥ୍ୟ ଦେବା ପାଇଁ ଆସିଛୁ ।

ତେବେ ତାଙ୍କ ପତ୍ନୀ ଙ୍କ ନାମ ହେଉଛି କିରଣ ରସି , ଓ ପୁଅ ଙ୍କ ନାମ ହେଉଛି ରାଘବ ରସି । କହିବା ପାଇଁ ଚାହିଁବୁ କି ରାଘବ ରସି ଗୋଟିଏ ଭାରତୀୟ ଅଭିନେତା ଅଟନ୍ତି ।ଗୋଟିଏ ଫେମସ୍ ପତ୍ରୀକା ର କଥା କହିବା ପାଇଁ ଯିବା ତ ରାଘବ ବହୁତ ଶିଘ୍ର ସାଉଥ ସହିତ ବଲିଉଡ ରେ ବି ପାଦ ଥାପି ବା ପାଇଁ ଜାଉଛନ୍ତି । ତେବେ ମୁକେସ୍ ଙଅକ ପତ୍ନୀ ଜଣେ ହାଉସ୍ ୱାଇଫ୍ ଅଟନ୍ତି ।ଏମିତି ରେ ପତି ଙ୍କ କଥା ମାନି ସେ ପତି ଙ୍କ ଅତି ପ୍ରିୟ ହେବା ପାଇଁ ଚାହାଁନ୍ତି ତେବେ ପୁଅ ରାଘବ ବାପା ଙ୍କ ପରି ହେବେ ବୋଲି ଚାହିଁ ବସିଛନ୍ତି ।

Leave a Reply

Your email address will not be published. Required fields are marked *