ପୁରା ବିଶ୍ବରେ କେବଳ ରୋହିତ ଶର୍ମା ହିଁ ଏହି ରେକଡ କରି ପାରିଛନ୍ତି, ଶୁଣିଲେ ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିବ, ଏବେ ହିଁ ଜାଣି ନିଅନ୍ତୁ

ଏହି ସିରିଜ ରେ ଭାରତ ସହିତ  ଯାହାର ବି ଖେଳ ହୋଇଛି ତାହା ବହୁତ ରମାଞ୍ଚକ ରହିଛି । ଏମିତିରେ କିଛି ଦିନ ତଳେ ହୋଇ ଥିବା ୱେଷ୍ଟଣ୍ଡିଜ ବନାମ ଭାରତର ଖେଳରେ ରୋହିତ ଶର୍ମା ଗୋଟିଏ ନୁହେଁ ବରଂ ବିଶ୍ବର ଦୁଇଟି ରେକେର୍ଡ ଉପରେ ଅମଳ କରିଛନ୍ତି । ଏମିତି ରେ ଏହି ମ୍ୟାଚ ଭାରତ ରେ ୱାନ୍ କାଡେ ରେ ହେଉଥିବା ବେଳେ ଏହି ସମୟ ରେ ବହୁତ ଭଲ ପାରି ର ଖେଳ ଖେଳିଛନ୍ତି ବୋଲି ଜଣା ପଡିଛି । ଏପରି ବେଳେ ଜଣଆ ପଡିଛି କି ରୋହିତ ଶର୍ମା 117 ଟି ବଲ୍ ରେ 15 ଟି ଚଉକା ଓ 8 ଟି ଛକା ମାରି ଗୋଟିଏ ବିଶ୍ବ ରେକର୍ଡ କରିଛନ୍ତି ।

ଏମିତି ବେଳେ ସେ କିଛି ଦିନ ତଳେ ହୋଇଥିବା ମ୍ୟଚ ରେ 117 ଟି ବଲ ରେ 152 ରନ୍ କରି ନଟ ଆଉଟ ରହିଥିଲେ । ଓ ଏମିତି ରେ ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚା ରେ ରହିଛନ୍ତି ରୋହିତ ତାଙ୍କର ଫେନ୍ ମାନେ କହିଛନ୍ତି କି କ୍ୟପଟେନ୍ ବିରାଟ କୋଇଲି ଙ୍କ ସହିତ ମିଶି କରି ରୋହିତ ଭାରତ କୁ ବହୁତ ଭଲ ଭାବେ ଜିତାଇଛନ୍ତି । ଏମିତି ରେ ବର୍ତ୍ତମାନ ଚର୍ଚ୍ଚା ରେ ରହିବା ପରେ ବି ବିଶ୍ବ ର ଦୁଇଟି ରେକର୍ଡ ଭାଙ୍ଗି ଥିବାରୁ ସେ ବହୁତ ଖୁସି ମଧ୍ଯ ରହିଛନ୍ତି । ରେକର୍ଡ ଅନୁସାରେ ଆଜିକା କ୍ଷେତ୍ରରେ ରୋହିତ ଶର୍ମା ୱାନ ଡେ ମ୍ୟଚ ରେ ତାଙ୍କ ଠାରୁ ଆଉ କେହିବି 150 ରନ୍ ବନେଇଥିବା ଖେଳାଳି ର ସ୍ଥାନ ରେ ରହି ନାହାନ୍ତି ।

ରୋହିତ ହିଁ ଜଣେ କି ଜେ କି ଏକ ଦିବସିୟ ଖେଳ ରେ ସେ 6 ଥର ଏମିତି 150 ରନ୍ ର ପାରି ପୂରଣ କରିଛନ୍ତି । ଓ ଏପରି ବେଳେ ଆଜି ପର୍ଯ୍ଯନ୍ତି ଏହି ସ୍ଥାନ ର ଅଧିକାର ଗ୍ରହଣ କରିଥିଲେ ସଚିନ୍ ତେନ୍ଦୁଲ କର । ଯେ କି ଭାରତୀୟ କ୍ରିକେଟ ଦଳ ର ମାଷ୍ଟର ଓ ବ୍ଲାଷ୍ଟର ବୋଲି କୁହାଯାଏ । ଏମିତି ରେ କାଲି ର ମ୍ୟଚ ରେ ଏହି ଦୁଇଜଣ ଖେଳାଳି ଙ୍କ ମଧ୍ଯରୁ 246 ରନ୍ ର ସାଜ୍ୟଦାରୀ ହୋଇ ଥିଲା । ଏପରି ବେଳେ ବି ଏହି ଦୁଇଜଣ ଙ୍କ ଖଳ କେରିଅର ରେ ଏମିତି ଅଧିକା ରନ୍ ବନେଇ ଥିବା ସାଜ୍ୟଦାରୀ 7 ଥର ହୋଇ ସାରିଛି । ତେବେ ଆଗ ସମୟ ରେ ରୋହିତ ଶର୍ମା ଆଗକୁ ଆଗକୁ ବଢିବା ରେ ଲାଗିଛନ୍ତି ଓ ଏମିତି ରେ ସେ ଲାଗୁଛନ୍ତି ସଚିନ୍ କୁ ବି ମାକ ଦେବେ ବୋଲି ।

Leave a Reply

Your email address will not be published. Required fields are marked *