ଯଦି ଆପଣଙ୍କ ପାଖରେ ବି ରହିଛି ଏମିତି ଦୁଇ ଟଙ୍କାର କଏନ ତେବେ ମିଳି ପାରିବ 3 ଲକ୍ଷ ଟଙ୍କା । ଏବେ ହିଁ ଜାଣି ନିଅନ୍ତୁ କେମିତି

ଆପଣ ସମସ୍ତ ଙ୍କର ତ ବହୁତ ଭଳ ଭାବେ ନିଜ ପିଲା ଦିନ ର କଥା ମନେ ଥିବ ଆମେ ମାନେ ସ୍କୁଲ ଜିବା ବାହାନା ରେ ନିଜ ମା ବାପା ଙ୍କୁ କେମିତି ଭାବେ 1 ବା 2 ଟଙ୍କା ର ସିକା ମାଗି ଥାଉ । ଓ ଏହା ବ୍ୟତିତ ଆପଣ ମାନେ ସେହି ପଇସା ରେ ବହୁତ ମଜା ମସ୍ତି କରି ଆସି ଥାଉ । କିନ୍ତୁ ଆପଣ ମାନେ କେବେ ଏହା ଭାବିଛନ୍ତି କି ସେହି ଦୁଇ ଟଙ୍କା ର ସିକା ରେ କେତେ କଣ ହୋଇ ପାରିବ ବୋଲି । ନାହିଁ ତେବେ ଆମେ ଆପଣଙ୍କୁ ଆଜି କହିବା ପାଇଁ ଚାହିଁବୁ କି ଯଦି ଆପଣଙ୍କ ପାଖରେ ବି ରହିଛି ମାତ୍ର ଦୁଇ ଟଙ୍କା ର ସିକା ତେବେ ଆପଣ ବି ହୋଇ ପାରିବେ ଲକ୍ଷ ପତି ଓ ଏହା ବ୍ୟତିତ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ସେହି ପଇସା ର ଆକାର ଓ ପ୍କାରର ଯଦି ପଇସା ଆପଣଙ୍କ ପାଖେ ରହିଛି ତେବେ କରନ୍ତୁ ଏହି କାର୍ଯ୍ଯ ମିଳିବ 300000 ଟଙ୍କା

କଣ ଆଜ୍ଞା ଆଶ୍ଚର୍ଯ୍ଯ ହେଲେ କି ମୋଟେ ବି ଆଶ୍ଚର୍ଯ୍ଯ ହେବାର ନାହିଁ ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ କହିବା ପାଇଁ ଚାହିଁବୁ କି କି ପ୍ରକାରର ପଇସା ଆପଣଙ୍କ ପାଖରେ ରହିବା ଦରକାର । ଏଣିତି ରେ ଆଜି କାଲି ର କ୍ଷେତ୍ରରେ ବହୁତ ଏମିତି ବି ଲୋକ ମାନେ ରହିଛନ୍ତି ଯେଉଁ ମାନେ କି ଏହି ପଇସା ର ସବୁ ବେଳେ ଖୋଜ ରଖି ଥାନ୍ତି ଓ ଏହା ବ୍ୟତିତ ସେମାନେ ଏହି ଗୋଟିଏ ପଇସା ପାଇଁ କିଛି ବି ଟଙ୍କା ଦେବା ପାଇଁ ରାଜି ହୋଇ ଥାନ୍ତି ତେବେ ଏହି ଦୁଇ ଟଙ୍କିଆ ରେ ରହିଥିବ ଏମିତି କୁହା ଯାଏ କି ଏହି ପଇସା ର ନିର୍ମାଣ ଇଂରେଜ ର ସାଶନ କାଳ ରେ ହୋଇ ଥିଲା ବୋଲି

ଏହା ବ୍ୟତିତ ଏଥି ରେ ନ ଅଙ୍କ ଦୁର୍ଭିକ୍ଷ ଚିତ୍ର ମଧ୍ଯ ଅଙ୍କା ଜାଇଛି ତେବେ ବର୍ତ୍ତମାନ ସମୟ ରେ ଏହି ପଇସା କୁ ବହୁତ ଲୋକ ମାନେ ଖୋଜି ବାରେ ଲାଗିଛନ୍ତି କାରଣ ଏହାର ମୂଲ୍ୟ ବର୍ତ୍ତମାନ ସମୟ ରେ ପ୍ରାୟ 3 ଲକ୍ଷ ରୁ ଅଧିକ ଅଟେ । ଓ ଏହା ବ୍ୟତିତ ଏହା ମୁମ୍ବାଇ ମେଣ୍ଟ ରେ ପକା ଜାଇ ଥିବା ସବୁଠୁ ପୁରୁଣା ପଇସା ଅଟେ । ତେବେ ଆପଣଙ୍କ ପାଖରେ ନାହିଁତଃ ଲାଭ ଉଠାନ୍ତୁ ।

One Comment on “ଯଦି ଆପଣଙ୍କ ପାଖରେ ବି ରହିଛି ଏମିତି ଦୁଇ ଟଙ୍କାର କଏନ ତେବେ ମିଳି ପାରିବ 3 ଲକ୍ଷ ଟଙ୍କା । ଏବେ ହିଁ ଜାଣି ନିଅନ୍ତୁ କେମିତି”

Leave a Reply

Your email address will not be published. Required fields are marked *