ଆଶ୍ଚର୍ଯ୍ୟ ହେଲା ପୁରା ବିଶ୍ବ, ମାଟି ଖୋଳୁ ଖୋଳୁ ମିଳିଲା ହନୁମାନଙ୍କର ଏହି ବୃହତ ଗଦା, ଭକ୍ତିରେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଭରତ ଏକ ପବିତ୍ର ଦେଶ ଏଠାରେ ବିଭିନ୍ନ ଦେବା ଦେବି ଓ ଭଗବାନଙ୍କୁ ଭକ୍ତିର ସହ ପୁଜା ଯାଇଥାଏ । ଭାରତରେ ଅନେକ ମୁନି ଋଷି ତଥା ଦେବା ଦେବି ଜନ୍ମ ଗ୍ରହଣ କରିଛନ୍ତି । ଭାରତରେ ଥିବା ଅନେକ ପୁରାଣ  ଗ୍ରନ୍ଥା ଆଦିରୁ ଏହାର ସୁଚନା ମିଳିଥାଏ । ଆପଣ ମାନେ ସମସ୍ତେ ତ ରାମାୟଣ ପଢିଥିବେ, ଆଉ ରାମୟଣ ବିଷୟରେ ମଧ୍ୟ ଼ଟିଭି ଆଦିରେ ଦେଖିଥିବେ । ରାମାୟଣର ସବୁଠୁ ବଡ ଭୁମିକା ଗ୍ରହଣ କରିଥିଲେ ହନୁମାନ । ଆଜି ବି ବହୁତ ଲୋକ ମାନନ୍ତି କି ହନୁମାନେ ଏବେ ଯାଏ ଜିବିତ ଅଛନ୍ତି । ଏବେ ଏବେ ସେହି ହନୁମାନଙ୍କ ସମ୍ପର୍କରେ ଏକ ବହୁତ ବଡ ଖବର ଆସି ଆମ ପାଖେ ପହଞ୍ଚିଛି । ଶ୍ରୀଲଙ୍କାରୁ ମାଟି ତଳୁ ଉର୍ଦ୍ଧାର ହୋଇଛି ହନୁମାନଙ୍କର ବିଶାଳ ଗଦା ।

ହଁ ବନ୍ଧୁଗଣ ଗତ ଦୁଇ ଦିନ ହେବ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁ ଥିରେ ଏକ ବିଶାଳ କାୟ ଗଦା ଦୁଇଟି କ୍ରେନ ସାହାଯ୍ୟରେ ଉପରକୁ ଉଠା ଯାଉଛି , ଏବଂ ସେହି ଫଠୋରେ ଏହା ମଧ୍ୟ ଦାବି କରାଯାଇଛି କି ସେହି ଗଦା ଟି ଶ୍ରୀଲଙ୍କାରେ ମାଟି ଖୋଳୁଥିବା ସମୟରେ ଭଗବାନନ୍ ଶ୍ରୀ ହନୁମାନଜୀଙ୍କ ଗଦା ଇଣ୍ଟରନ୍ୟାଶାନାଲ୍ ରାମାୟଣ ରିସର୍ଚ୍ଚ ସେଣ୍ଟରକୁ ମିଳିଛି , ଖବର ଅନୁସାରେ ଏହି ଗଦାର ଓଜନ କେତେ ଶହ କିଲୋ ଓଜନର ଅଟେ , କୁହାଯାଉଛି କି ଏହାକୁ ଉଠାଇବାପାଇଁ କ୍ରେନ୍ ର ସାହାର୍ଯ୍ୟ ନିଆଗଲା , ହେଲେ କଣ ଆପଣ ଜାଣନ୍ତି ଏହି ଫଟୋର ସତ୍ୟତା କଣ ? କଣ ସତରେ ଶ୍ରୀ ଲଙ୍କାରୁ ହନୁମାନଙ୍କ ଗଦା ମିଳିଛି , ତେବେ ଆସନ୍ତୁ ଏହି ଖବର ବିଷୟରେ ଅଧିକ ଜାଣିବା,

ଏହି ସୂଚନା ସତ କି ମିଛ ଜାଣିବା ପାଇଁ ଆମେ ଚଣ୍ତୀଗଡର ଏକ ରିସର୍ଚ୍ଚ ସେଣ୍ଟର ପ୍ରମୁଖଙ୍କ ସହ କଥାବାର୍ତ୍ତା ହେଲୁ , ସେ ଏହାର ପୃଷ୍ଟୀ ପାଇଁ ଇଣ୍ଟରନ୍ୟାଶାନାଲ୍ ରିସର୍ଚ୍ଚ ସେଣ୍ଟର ଶ୍ରୀଲଙ୍କାର ଚେୟାରମ୍ୟାନ ଅଶୋକ କାନ୍ତଙ୍କୁ ଫୋନ୍ କରିଥିଲେ , ତେବେ ଅଶୋକ କାନ୍ତ କହିଲେ କି ଏହି ଗଦା ଭଗବାନ ଶ୍ରୀ ହନୁମାନଙ୍କ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଫଟୋ କେତେ ସତ ଜଣା ନାହିଁ, ହେଲେ ଶ୍ରୀଲଙ୍କାରୁ ଏମିତି କିଛି ଗଦା ମିଳି ନଥିବା କଥା ସେ ଶ୍ପଷ୍ଟ କରିଛନ୍ତି,  ଏହାର ସତ୍ୟତା ଜଣ ପଡି ନାହିଁ

ହେଲେ କେତେକ ଲୋକ ଏବେବି ଏହି ଫଟୋ ଉପରେ ବିଶ୍ବାସ କରୁଛନ୍ତି, ତେବେ ଏହି ଫଟୋ ବିଷୟରେ ଆପଣଙ୍କର ରାୟ କଣ ଆମକୁ ନିଶ୍ଚୟ ଜଣାଇବା ସହିତ ଏହି ଫଟୋକୁ ଅଧିକରୁ ଅଧିକ ସେୟାର ନିଶ୍ଚୟ କରିବେ, ଏବେ ହିଁ ସେୟାର କରି ଓଡିଶାର ସମସ୍ତ ଲୋକଙ୍କ ପାଖେ ଏହି ଖବର ପହଞ୍ଚାନ୍ତୁ ,

Leave a Reply

Your email address will not be published. Required fields are marked *