ଯେଉଁ କଥା ର ଡର ରହିଥିଲା ତାହା ହିଁ ହେଲା , ହାର୍ଦ୍ଧିକ ପାଣ୍ଡିଆ କେରିଅର ବହୁତ ସଂଙ୍କଟରେ,ହୋଇ ପାରେ ଦଳ ରୁ ଛୁଟି ।

ବର୍ତ୍ତମାନ ସମୟ ରେ ଭାରତୀୟ ଟିମ୍ ପାଖରେ ଗୋଟିଏ ଏମିତି ଧୁଆଁ ଦାର ବଟେସ୍ ମ୍ୟନ୍ ଓ ଗୋଟିଏ ବଲର , ଓ ଗୋଟିଏ ୱିକେଟ କିପର ରହିଛି ଯେଉଁ ଥି ପାଇଁ ଏବେ ଭାରତ ବହୁତ ଆଗରେ ରହିଛି । ଏମିତି ବେଳେ ଗତ ମ୍ୟଚ ରେ ଯେମିତି ଭାବେ ପ୍ରଦର୍ଶନ କରିଛି ସେହି ଥିରୁ ଏହା ଜଣା ପଡୁଛି କି ଭାରତ ପାଖରେ ବହୁତ ଭଲ ଅଲ ରାଉଣ୍ଡର ବି ରହିଛି ।

ଏମିତି ବେଳେ ଆପଣଙ୍କୁ ବହୁତ ଭଳ ଭାବେ ଜଣା ଥିବ କି ଏହି କିଛି ଦିନ ତଳେ ଖେଳା ଜାଇଥିବା ଏସିଆ କପ ରେ ପାକିସ୍ତାନ ର ବିପକ୍ଷ ରେ ହୋଇ ଥିଲା ଏମିତି ରେ ଆମେ ଜାଣ ଥିଲେ କି ସେଠାରେ ହାର୍ଦ୍ଧିକ ପାଣ୍ଡିଆ ବହୁତ .ଯୋରରେ ଏନଯୋଡ ହୋଇ ଥିଲେ ଓ ଏପରି ବେଳେ ତାଙ୍କ ର ଜାଗା ପୂରଣ କରିବା ପାଇଁ ଅ୍ୟ ଜଣଙ୍କୁ କୁହାଯାଇ ଥିଲା କି ତାଙ୍କ ସ୍ଥାନ ଅଧିକାର କରିବା ପାଇଁ ଏମିତି ବେଳେ ବର୍ତ୍ତମାନ ସମୟ ରେ ଭାରତୀୟ ଟିମ୍ ର କୋଚ ରବି ଶାସ୍ତ୍ରୀ କହିଛନ୍ତି କି ତାଙ୍କର ସେହି ସମୟ ରେ ଦେହ ମୋଟେ ବି ସଠିକ୍ ନଥିବା ବେଳେ ବର୍ତ୍ତମାନ ସମୟ ରେ ସେ ଖେଳିବା ପାଇଁ ଏତେଟା ବି ସମର୍ଥନ ନୁହଁନ୍ତି ଏମିତି ରେ ଏହି ହାର୍ଦ୍ଧିକ ଙ୍କ ସହିତ ଆହୁରି ବି କିଛି ଖେଳାଳି ଙ୍କୁ ଟିମ୍ ରୁ କିଛି ଦିନ ପାଇଁ ରଦ୍ଧ କରିବାର ନିସ୍ପତି ନିଆ ଜାଇଛି ବୋଲି ଜଣା ପଡିଛି ।

ଏମିତି ରେ ବିରାଟ କୋଇଲି , ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦ୍ଧିକ ପାଣଅଡିଆ ଙ୍କୁ ଏହି ଭିତ୍ତି ରେ କିଛି ଦିନ ପାଇଁ ଖେଳ ରୁ ବାଦ କରାଯିବ ବୋଲି ଜଣା ପଡିଛି । ଧୋନୀ ଙ୍କ ଚୟନ କର୍ତ୍ତ ବି କିଛି ଅମିତି ହିଁ ମୁହଁ ଖୋଲି ଛନ୍ତି । ଆଗକୁ ଆସୁ ଥିବା ୱେଷ୍ଟଣ୍ଡିଜ ଓ ଅଶ୍ଟେଲିଆ ସହିତ ଥିବା ଟି 20 ରେ ଏମାନଙ୍କୁ ଆପଣ କେବେ ବି ଦେଖିବା ପାଇଁ ପାଇ ବେନି । ଏଥି ସହିତ ଏହାର ବି ପ୍ରଷ୍ଟ ହୋଇଛି କି ଏମାନଙଅକୁ ଛାଡି ଦେଲେ ଏହି ମ୍ୟଚ ଗୁଡିକ ରେ କିଛି ମାତ୍ରା ରେ ନୁଆଁ ଖେଳାଳି ମାନଙ୍କୁ ଯୋଗ କରା ଯାଇଛି । ଓ ଏଥି ସହିତ ଆପଣ ଙ୍କୁ କହି ଦେଉଛୁ କି ସେମାନେ ବହୁତ ଦମଦାର ଭଲ ଖେଳାଳି ବୋଲି ଜଣା ପଡିଛି । କିନ୍ତୁ ଏବେ ପର୍ଯ୍ଯନ୍ତ ସଠିକ୍ ହୋଇ ନାହିଁ କି ଅଶ୍ଟେଲିଆ ସହିତ ଟି 20 ରେ କିଏ କିଏ ଖେଳିବେ ବୋଲି ।

Leave a Reply

Your email address will not be published. Required fields are marked *