ଏ ହେଉଛନ୍ତି ଦବଙ୍ଗ ଅଭିନେତା ସଲମାନ ଖାନଙ୍କ ପ୍ରଥମ ପ୍ରେମିକା । ଫଟ ଦେଖିହୋଇ ଯିବେ ଆପଣ ଆଶ୍ଚର୍ଯ୍ୟ ।

ଏମିତି ରେ ଆପଣ ମାନେ ତ ଭଲ ଭାବେ ଜାଣି ଥିବେ କି ବଲିଉଡ ରେ ବବଙ୍ଗ କହିଲେ ସଲମାନ ଙ୍କୁ ହିଁ ବୁଝେଇ ଥାଏ ଏପରି ବେଳେ ତାଙ୍କ ଜଲ୍ବା ସେ ସବୁ ବେଳେ ଲୋକ ମାନଙ୍କ ପାଖରେ ଦେଖେଇ ଆସିଛନ୍ତି । ତାଙ୍କ ଫିଲ୍ମ କୁ ବି ବହୁତ ଲୋକ ମାନେ ପସନ୍ଦ କରି ଥାନ୍ତି ତାଙ୍କର ଏକ ବଡ ହିଟ୍ ଫିଲ୍ମ ହେଉଛି ବଜରଙ୍ଗି ଭାଇଜାନ ଏମିତି ରେ ଏହି ଫିଲ୍ମ ଟି 2014 ମସିହା ରେ ରିଲି୍ଜ ହୋ ଥିଲା । ଓ ଏଥି ସହିତ ଏହି ଫିଲ୍ମ ତାର ତିଆରି ବଜେଟ ଠୁ ଅଧିକ ଦାମ ରେ ଜାଇ ଥିଲା ବୋଲି ଜଣା ପଡିଛି । ଆଜ୍ଞା କିନ୍ତୁ ଆମେ ଆଜି ଆପଣଙ୍କୁ ତାଙ୍କର ଫିଲ୍ଣ ନୁହେଁ ବରଂ ତାଙ୍କର ପ୍ରେମିକା ବିଷୟ ରେ କହିବା ପାିଁ ଆସିଛୁ ।

ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ସଲମାନ ଖାନ ତାଙ୍କ ଜିବନ ରେ କେବଳ ଜଣଙ୍କ ହିଁ ଭଲ ପାଇ ଥିଲେ ବୋଲି ଆଉ ସେବି ଅୟସୁରିଆ ରାୟ ଯେକି ବର୍ତ୍ତମାନ ସମୟ ଅଭିସେକ ବଚ୍ଚନ ଙ୍କ ସ୍ତ୍ରୀ ହୋଇ ସାରିଛନ୍ତି । ପରେ ସଲମାନ କହି ଥିଲେ କି ସେ ଆଉ ଜିବନ ରେ ବିବାହ କରିବେ ନାହିଁ କିନ୍ତୁ କଣ ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଅୟସୁରିଆ ଙ୍କ ପୂର୍ବ ରୁ ଆଉ କେହି ତାଙ୍କ ଜିବନ ରେ ରହିଥିଲେ କି ନାହିଁ । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ହଁ ତାଙ୍କ ଜିବନ ରେ ଆଉ ଜଣେ ବି ଆଗରୁ ରହିଥିଲେ ତେବେ ଆସନ୍ତୁ ଆମେ ଆଜି ସଲମାନ ଙ୍କ ପ୍ରଥମ ପ୍ରେମିକା ଙ୍କ ବିଷୟ ରେ ଟିକିଏ ଜାଣି ନେବା ।

ତେବେ ଆମେ ଆପଣଙ୍କୁ ଜାହାଙ୍କ ନାମ କହିବା ପାଇଁ ଜାଉଛୁ ତାଙ୍କ ନାମ ହେଲା ସାହେନି ବାଣୀ ଏମିତି ରେ ଏ ଜଣେ ଅଭିନେତ୍ରୀ ଅଟନ୍ତି 1991, ରେ ଓ 1995 ରେ ଏମିତି ବହୁତ ଫଲ୍ମ ରେ ସଲମାନ ଙ୍କ ସହିତ ଖେଳି୍ ସାରିଛନ୍ତି ବୋଲି ଜଣା ପଡେ ଏମିତି ବେଳେ 2000 ମସିହା ରେ ଏମାନେ ଦୁହେଁ ହୁହିଁଙ୍କୁ ବହୁତ ପସନ୍ଦ କରିବା ସହିତ ପ୍ରେମ କରିବା ପାଇଁ ଲାଗି ଥିଲେ ଓ ପରେ ସେମାନେ କିଛି କାରଣ ରୁ ଅଲଗା ହୋଇ ଜାଇ ଥିଲେ କିନ୍ତୁ ଏମିତି ବେଳେ ସେମାନଙ୍କ ମଧ୍ୟ ରେ ଏବେ ପର୍ଯ୍ଯନ୍ତ ସଂମ୍ପର୍କ ବହୁତ ନିର୍ବିଡ ରହିଛି ବୋଲି ଜଣା ପଡେ ।

Leave a Reply

Your email address will not be published. Required fields are marked *