17 ବର୍ଷର ଏହି ଝିଅ ସହିତ ସାପ କରିଥାଏ ଏମିତି ହରକତ୍ । 34 ଥର କରି ସାରିଲାଣି ।

ଏଦି କିଛି ଦିନ ମଧ୍ଯରେ ଏମିତି ବହୁତ ଖବର କେବଳ ସାପ କୁ ନେଇ ଆମ ମାନଙ୍କ ସାମ୍ନା କୁ ଆସି ସାରିଛି । ଏପରି ବେଳେ ପୁଣି ଥରେ ଆଉ ଗୋଟିଏ ସାପ ର ଖବର ଆମ ପାଖରେ ଆସି ପହଁଚିଛି । ଯେଉଁ ଥିରେ ଜଣା ପଡିଛି କି ଉତ୍ତର ପ୍ରଦେଶ ର ଗୋଟିଏ 17 ବର୍ଷ ର ଝିଅ ସହିତ ଗୋଟିଏ ସାପ ଏମିତି କରୁଛୁ ହରକତ ସେ ବି ପୁଣି ଗୋଟିଏ ନୁହେଁ କି ଦୁଇଥର ନୁହେଁ ବରଂ 34 ଥର ଏକା ବେଳେ କରୁଛୁ । ତେବେ ଆସନ୍ତୁ ଆମେ ଟିକିଏ ଜାଣି ନେବା କି କଣ ରହିଛି ସଂମ୍ପର୍ଣ୍ଣ ଖବର ।

ଖବର ଅନୁସାରେ ଏହି 17 ବର୍ଷ ର ଝିଅ କୁ 34 ଥର ଦଂଶନ କରି ସାରିଛି ଏମିତି ରେ ଏହି ସାପ କୁ ମାରିବା ଦରକାର କିନ୍ତୁ ଏପରି ବେଳେ କିଛି ଅଦ୍ଭୁତ ହିଁ କରୁଛି ସାପ ବୋଲି ସେହି ଝିଅ କହିଛି । ସେ କହିଛି କି ଗତ କିଚି ଦିନ ହେଲା ମତେ ବହୁତ ଦଂଶନ କରିଲାଣି କିନ୍ତୁ ମୋର ଏମିତି ରେ କିଛି ବି ହେଉ ନାହିଁ ବୋଲି ସେ କହିଛି । ପ୍ରଥମେ ଦିନ ଯେପରି ସେହି ସାପ ଦଂଶନ କରିବା ପାଇଁ ଆସିଲା ଯେତେ ବେଳେ ସେହି ସାପ କୁ କୁଆଡେ ଯେପରି ସେହି ଝିଅ ଗୋଟିଏ ଗୋଟିଏ ସାପ ଭଳି ହିଁ ଲାଗି ଥାଏ ବୋଲି ସେ କହିଛି ।

କଣ ଆପଣ ଏବେ ପର୍ଯ୍ଯନ୍ତ ବୁଝି ପାରିଲେ କି । ଆଜ୍ଞା ତାଙ୍କ ପାଇଁ ତାହା ଏକ ଅଦୃଶ୍ୟ ସାଫ ର ରୂପ ଅଟେ ଏମିତି ରେ ସେହି ସାପ ସବୁ ଦିନ ଆସି ଥାଏ ଓ ତାକୁ ଦଂଶନ କରିଥାଏ ଓ ସେହି ଥିରେ ସେହି ଝିଅ ସବୁ ଦିନ ବେହୋସ ବି ହୋଇ ଜାଇ ଥାଏ କିନ୍ତି ପରେ ସେ ପୁଣି ଉଠି ପଡି ଥାଏ । ଏମିତି 34 ଥର ସେ କରିଛି ବୋଲି ସେହି ଝିଅ କହିଛି ଏପରି ବେଳେ ସେ ବହୁତ ଆଶ୍ଚର୍ଯ୍ଯ ହୋଇ ଜାଇ ଥିଲେ ଏମିତି ଝିଅ କୁ ସବୁ ଦିନ ଏମିତି ଅଦୃଶ୍ୟ ସାପ କାହିଁକି ଦେଖା ଦେଉଉଛି ତାହା ନେଇ ସେମାନେ ଗୋଟିଏ ଜ୍ୟତିଶ ପାଖକୁ ଜାଇ ଥିଲେ କିନ୍ତୁ ସେଠାରେ ଜ୍ୟତିିଷ କହିଥିଲା କି ଏହି ଝିଅ ର ଓ ସାପ ର ଗତ ଜନ୍ମ ର ବହୁତ ନିର୍ବିଡ ସଂମ୍ପର୍କ ରହିଛି ବୋଲି ।

Leave a Reply

Your email address will not be published. Required fields are marked *