ନଭେମ୍ବର 1 ରୁ ଲାଗୁ ହୋଇଯିବ ଏହି ବଡ ନିୟମ, ନିଶ୍ଚୟ ପଢନ୍ତୁ, ନହେଲେ ପଡିବେ ବଡ ଆସୁବିଧାରେ

ଏଥିରେ କୈଣସି ବି ସନ୍ଧେହ ନାହିଁ କି ମୋଦି ସରକାର ଆସିବା ବେଳଠୁ ଦେଶ ରେ ବହୁତ କିଛି ନିୟମ ବଦଳି ବାରେ ଲାଗିଛି । ଏମିତି ବେଳେ ମୋଦି ସରକାର ଙ୍କ ଦ୍ବାରା ଉଠା ଜାଇଥିବା କୈମସି ବି ପଦକ୍ଷେପ ଉପରେ ବହୁତ କଟକଣା ଜାରି ହୋଇଛି । ଏମିତି ରେ ବହୁତ ଲୋକ ଏମିତି ରହିଛନ୍ତି ଯେଉଁମାନେ କି ଏହା ର ବିରୋଧ କରି ଥାନ୍ତି । ଏମିତି ରେ ଯଦି ଆମେ ସିଧା କଥା ରେ କହିବା ଯଦି ମୋଦି ସରକାର ଙ୍କ ଉଠାଜାଇ ଥିବା କୈଣସି ବି ନିୟମ କୁ ଲୋକ ସଠିକ୍ ଭାବେ ବ୍ୟବହାର କରି ପାରୁ ନାହାନ୍ତୁି । ଏପରି କି ସେମାନେ ଖୁସି ବି ହେଇ ପାରୁ ନାହାଁନ୍ତି ।

କିନ୍ତୁ ଲୋକ ମାନଙ୍କୁ ବହୁତ ଖରାପ ସିନା ଲାଗୁଛି କିନ୍ତୁ ମୋଦି ସରାକାର ଜାହାବି ପଦକ୍ଷେପ ନେଇ ଥାନ୍ତି ତାହା ଜନତା ର ଭଲ ପାଇଁ ହିଁ କରି ଥାନ୍ତି । ଖାସ ସେଇଥି ପାଇଁ ମୋଦି ସରକାର ପୁଣି ଥରେ ଆଉ ଗୋଟିଏ ନୂଆ ନିୟମ କରିଛନ୍ତି ବୋଲି ଜଣା ପଡିଛି । ଯେଉଁ ଟା କୁ ଜାଣି ଆପଣଙ୍କୁ ବହୁତ କଷ୍ଟ ଲାଗିବ ଆମେ ଜାଣିଛୁ । କିନ୍ତୁ ଏମିତି ରେ ଜାହା ବି କରିଛନ୍ତି ତାହା ବହୁତ ଭଲ ହୋଇଛି । ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ଗୋଟିଏ ସାଧାରଣ ଲୋକ ପାଇଁ ପାନ କାର୍ଡ କେତେ ମହତ୍ବ ପୂର୍ଣ୍ଣ ହୋଇ ଥାଏ । ଖାସ କରି ମୋଦି ସରକାର ଆସିବା ପରଠୁ ।

ତେବେ ଆପଣଙ୍କ ପାଇଁ ପୁଣି ଥରେ ଏକ ନୂଆ ନିୟମ ନେଇ ଆସିଛନ୍ତି ମୋଦି ବାବୁ ନିୟମ ଅନୁଯାୟୀ ଜଣା ପଡିଛି କି ଆପଣ ଯଦି ନିୟମ ଭାଙ୍ଗୁଛନ୍ତି ତେବେ ଆପଣଙଅକୁ 10 ହଜାର ଟଙ୍କା ଫାଇନ୍ ଦେବା ପାଇଁ ପଡିବ । ନିୟମ ଅନୁଯାୟୀ ଏହା ହୋଇଛି କି ଯଦି ଆପଣଙ୍କ ପୁରୁଣା ପାନ କାର୍ଡ ହଜି ଜାଇଛି ଓ ଏହା ସହିତ ଆପଣ ଏହାର ଡୁପ୍ଲିକେଟ କାଢିଛନ୍ତି । ଏବେ ତାହା ଆପଣ ଚଳାଉଛନ୍ତି । ତେବେ ଆପଣଙ୍କୁ 10 ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ କାରଣ ନିୟମ ଅନୁଯାୟୀ ଏମିତି ହୋଇଛି କି ଆପଣ ଗୋଟିଏ ନୂଆଁ ପାନ କାର୍ଡ କାଢିବା ପୂର୍ବ ରୁ ଆପଣଙ୍କୁ ପୁରୁଣା ପାନ କାର୍ଡ ର ରିପୋଟ ଦେବାକୁ ପଡିବ । ନଚେତ ଆପଣ ଫସି ଜାଇ ପାନ୍ତି ।

ଏହା ସହିତ ଅଗଷ୍ଟ 15 ପରଠୁ ସମସ୍ତ ପ୍ୟାନ କାଡ କୁ ଆଧାର କାଡ ସହିତ ସଂୟୋଗ କରିବା ନିତ୍ୟାନ୍ତ ଆବଶ୍ୟକ , ୟଦି ଆପଣ ଏବେ ଯାଏ ବି ସଂଯୋଗ କରି ନାହାନ୍ତି ତେବେ ଏବେ ହିଁ କରି ନିଅନ୍ତୁ

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *