ନଭେମ୍ବର 7 ପୁର୍ବରୁ ପଢି ଦିଅନ୍ତୁ ଏହି ଖବର, ନଚେତ ଚାଲି ଯାଇ ପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ସେୟାର କରି ସଚେତନ କରାଇବେ

ବନ୍ଧୁ ଗଣ ଆପଣ ମାନଙ୍କୁ ଓଡିଆ ପୋଷ୍ଟକୁ ସ୍ବାଗତ । ସବୁଦିନ ଆମେ ଆପଣ ମାନଙ୍କ ପାଇଁ କିଛି ଜାଣିବା କଥା ନେଇ ଆସୁ , ଆଜି ବି ସେମିତି ଗୋଟିଏ ବହୁତ ଗୁରୁତ୍ବ ପୁର୍ଣ୍ଣ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଜାଣିଥିବେ ଆଉ କିଛି ଦିନ ପରେ , ଅର୍ଥାଥ ନଭେମ୍ବର 7 ତାରିଖରେ ଆମେ ଦୀପାବଳି ପାଳିବାକୁ ଯାଉଛେ । ଦୀପାବଳୀ ପାଳିବା ପୁର୍ବରୁ ଦାୟାକରି 1 ମିନଟି ପାଇଁ ଶେଷ ଯାଏ ଏ ପୋଷ୍ଟ ପଢି ଦିଅନ୍ତୁ , ଆପଣ ମାନେ ସମସ୍ତେ ଭାବୁଥିବେ ନଭେମ୍ବର 7 ପର୍ଯ୍ୟନ୍ତ ଏମିତି କଣ ହେବ, ଯେ ଲକ୍ଷ ଲକ୍ଷ ଲୋକଙ୍କ ଜିବନ ଚାଲିଜିବ, ଆମେ କହି ରଖୁଛୁ , ଗତ ବର୍ଷ ବହାରିଥିବା ଏକ ରିପୋଟ ଅନୁଯାୟୀ ପ୍ରତିବର୍ଷ ଦ୍ବୀପାବଳୀ ରେ ଫୁଟା ଯାଉଥିବା ଚାଇନା ବାଣର ପ୍ରଦୁଶଣରେ, ଭାରତରେ ପ୍ରତିବର୍ଷ 3 ଲକ୍ଷରୁ ବି ଅଧିକ ଲୋକଙ୍କ ଜିବନ ଜାଉଛୁ , ଏହି ପୋଷ୍ଟକୁ ଶେଷ ଯାଏ ଥରୁଟେ ନିଶ୍ଚୟ ପଢନ୍ତୁ ।

 

ଆମେ ସମସ୍ତେ ଜାଣିଛେ ଦ୍ବୀପାବଳି ଆମ ସମସ୍ତଙ୍କ ପାଇଁ ଆମ ଭାରତର ସବୁ ଲୋକଙ୍କ ପାଇଁ ଏକ ପବିତ୍ର ଦିନ । ଏହି ଦିନ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଲଙ୍କା ଜୟ କରି ମା ସୀତାଙ୍କ ସହିତ ଅଯୋଧ୍ୟା ଫେରିଥିଲେ । ରାମଙ୍କର ଫେରିବା ଖୁସିରେ ସେହି ଦିନ ଦୀପ ଲଗାଇ ସାରା ଭାରତରେ ତାଙ୍କୁ ସ୍ବାଗତ କରାଯାଇ ଥିଲା । ସେହି ଦିନ ମଧ୍ୟ ପୁର୍ବ ପୁରୁଷଙ୍କୁ ଅର୍ଥାଥ ବଡ ବଡଉଆଙ୍କୁ ଡାକିବାର ଏକ ଅଲଗା ପରମ୍ପରା ରହିଛି । ସେ ରାମଙ୍କ ସ୍ବାଗତ ହେଉ ବା ବଡ ବଡଆ ଡାକ ହେଉ ଏ ଆମ ସଂସ୍କତରି ଏକ ପବିତ୍ର ଦିନ, ତେଣୁ ଏହି ପିବିତ୍ର ଦିନକୁ ବିଦେଶି ଆଲୋକ ଆଉ ବିଦେଶି ବାଣ ଦ୍ବାରା ନଷ୍ଟ ନ କରାଯାଉ  ।

ଦାପାବଳୀ ଆଲୋକର ପର୍ବ , ଅର୍ଥାତ ପାରମ୍ପରିକ ଦୀପ ଆଉ ଆଲୋକର ପର୍ବ ହେଉଛି ଦୀପାବଳି, ହେଲେ ସମାଜର ଉଗ୍ର ଅଗ୍ରଗତି ଯୋଗୁ ଏବେ ଆମେ ଆମର ପାରମ୍ପରିକତାକୁ ଭୁଲି ଗଲେଣି, ଦୀପ ବଦଳରେ ଦୀପ ବଦଳରେ ଚାଇନା ଲାଇଟ ଏବଂ ବାଣର ବହୁଳ ବ୍ୟବହାର ହେଉଛି । ନିଜର ସାମଗ୍ରୀ ଆମ ଦେଶରେ ବିକି , ସେଇ ପଇସାରେ ଆମ ଜବାନ ଉପରେ ଆକର୍ମଣ କରୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଗତ ବର୍ଷ ଦୀପାବଳିରେ ଭାରତ  ଲୋକ 1000 କୋଟିରୁ ବି ଅଧିକ ଟଙ୍କାର ଚାଇନା ଲାଇଟ ଏବଂ ବାଣ କିଣିଥିଲେ । ଆମରି ପଇସାରେ ଚାଇନା ନିଜର ରାଜସ୍ବ ବୃଦ୍ଧି କରିବା ସହିତ ନିଜର ସୌନ ଓ ହତିଆର ବୃଦ୍ଧି କରି ଆମ ଉପରେ ଆକ୍ରମଣ କରୁଛି ଏବଂ ଆମକୁ ନିଜ ଅଧିନରେ ରଖିବାକୁ ଚେଷ୍ଟା କରୁଛି ।

ଯେଉଁଠି ଗୋଟେ ପଟେ 1000 କୋଟିର ଚାଇନା ସାମଗ୍ରୀ ଆମ ଭାରତୀୟ ଲୋକ କିଣୁଛନ୍ତି, ସେଇଠି ଅନ୍ୟ ପଟେ ଆମ କୁମ୍ଭାର ଭାଇ ଦୀପାବଳିରେ ନିଜ ଦୀପ ବିକି ପାରୁନି । କେହିବି ଆମ ସଂସ୍କୃତି ଓ ପରମ୍ପରିକ ଦୀପ କିଣିବାକୁ ପସନ୍ଦ କରୁ ନାହାନ୍ତି । ଯାହା ଫଳରେ ଚାରିଆଡେ ଦାପାବଳିରେ ଆଲୋକରେ ଝଲସୁ ଥିବା ବେଳେ ଆମ କମାର ଭାଇର ଘର ପଇସା ଅଭାବରୁ ଅନ୍ଧାକାରରେ ବୁଡି ରହୁଛି ।

ଆଉ କେତେ ଦିନ ଆଉ ଆମେ ଏମିତି ବିଦେଶି ଗୋଲାମ ହୋଇ ରହିବା, ଏବେ ସମୟ ଆସିଛି ନିଜର ଦେଶ ଭକ୍ତି ଦେଖାଇବାର । ଚାଲନ୍ତୁ ଏଥର ଦୀପାବଳି ଆମେ ସ୍ବଦେଶୀ ପରମ୍ପରାରେ ପାଳିବା, ଚାଇନା ସାମଗ୍ରିର ବର୍ଜନ କରି ଦେଶ ଭକ୍ତିର ପରିଚୟ ଦେବା । କେବଳ ଆପଣ ବର୍ଜନ କଲେ ହେବନି , ଏହି ପୋଷ୍ଟକୁ ସେୟାର କରି ନିଜ ଆଖ ପାଖରେ ଥିବା ସବୁ ଲୋକଙ୍କୁ ଏ କଥା ଜଣାନ୍ତୁ । ଯଦି ଆପଣ ସତରେ ଆମ ଦେଶକୁ ଭଲ ପାଉଥିବେ, ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ । ଦେଖାଯାଉ କେତେ ଜଣ ସଚ୍ଚା ଭାରତୀୟ ଅଛନ୍ତି । ଦୟାକରି ଦୀପାବଳି ପୁର୍ବରୁ ଏହି କଥା ଓଡିଶାର ସବୁ ଲୋକଙ୍କ ପାଖେ ପହଞ୍ଚାଇ ଦିଅନ୍ତୁ , ଜୟ ହିନ୍ଦ ଜୟ ଭାରତ ।

 

ଆମେ ଆସା କରିଛୁ ଆପଣ ଆମ କଥା ନିଶ୍ଚୟ ରଖିବେ, ଏଥର ଦୀପାବଳି ସ୍ବଦେଶୀ ଶାମଗ୍ରିରେ ପାଳିବା ସହିତ ଏ ପୋଷ୍ଟକୁ ନିଶ୍ଚୟ ସେୟାର କରିବେ । ଚାଇନା ଜିନିଷ କିଣିବା ବଦଳରେ ନିଜ ଆମ କୁମ୍ଭାରଭାଇଙ୍କ ଠାରୁ କିଛି କିଣିବା ମୋର ଭାଇ ବଞ୍ଚିବ ଆମର ଦେଶ ଶକ୍ତିଶାଳୀ ହେବ କଥା ମୋର ବିଚାର ଆପଣଙ୍କର

Leave a Reply

Your email address will not be published. Required fields are marked *