ଦିଲ୍ଲୀର IIT କଲେଜ ର ଝିଅ ମାନେ ମିଳି କରି କରିଲେ ଏପରି କାଣ୍ଡ । ଆପଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଯିବ !

କଲେଜ ର ଦିନ ବହୁତ ସୁନ୍ଦର ହୋଇ ଥାଏ । ଏମିତି ଆପଣ ଜାଣି ଥିବେ କି କଲେଜ ଦିନ ରେ ଆମେ ସମସ୍ତ ବହୁତ ମଜା ମସ୍ତି କରି ଥାଉ । ତେବେ ସେହି ଦିନରେ ଆମେ ମାନେ ସାଙ୍ଗ ମାନଙ୍କ ସହିତ ମିଶି ଜାହା ବି କରି ଥାଉ ତାହା ବହୁତ ଧମାଲ ପୂର୍ବକ ହୋଇ ଥାଏ । କଲେଜ ରେ କେହି ନା କେହି ନିଜର ସବୁ ବେଳେ ପ୍ରତିଭଆ ଗୁଡିକ ଦେଖେଇ ଥାଏ । ତେବେ ବର୍ତ୍ତମାନ ସମୟ ରେ ଦିଲ୍ଲୀ ର IIT କଲେଜ ର ଝିଅ ମାନେ ମିଳି କରି ଯେଉଁ କାର୍ନାମା କରିଛନ୍ତି ତାହାର ଗୋଟିଏ ଭିଡ଼ିଓ ଏବେ ବହୁତ ଭାଇରଲ ହେବାରେ ଲାଗିଛି ।

ଏହି ଭିଡ଼ିଓ ରେ ସେମାନେ କେଲେଜ ଦିନ ରେ କିପରି ଭାବେ ମସ୍ତି କରିବା ଦରକାର ଏହା ବିଷୟ ରେ ସୂଚନା ଦେଇଛନ୍ତି । ଏହି ଭିଡ଼ିଓ ରେ ସେମାନେ କଲେଜ ରେ ବହୁତ ସ୍ଥାନ ରେ ଭିଡ଼ିଓ ର ସୁଟ କରିଛନ୍ତି ଓ ଲୋକ ମାନଙ୍କ ପାଖରେ ପହଁଚାଇ ଛନ୍ତି । ଏହି ଝିଅ ମାନେ ବଲିଉଡ କିଛି ଗୀତ କୁ ବାଛି କରି ସେମାନେ ଅଲଗା ଅଲଗା ଡେନ୍ସ କରିବା ସହିତ ସେମାନେ ଅଭିନୟ ବି କରି ଦେଖାଇ ଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସମୟ ରେ ବହୁତ ପରମାଣ ରେ ଭାଇରଲ ହେବାରେ ଲାଗିଛି । ଓ ଏହା ସହିତ ବହୁତ ଲୋକ ମାନେ ଏହି ଦିଲ୍ଲୀ ର IIT ପିଲା ଙ୍କ ଭିଡ଼ିଓ ବହୁତ ମାତ୍ରା ରେ ପସନ୍ଦ କରାଜାଉଛି ।

ଏପରି ବେଳେ ସେହି କଲେଜ ର ପଲା ମାନେ ବି କହିଛନ୍ତି କି ସେମାନେ ଏମିତି କରିବା ସହିତ ପଠ ପଢା ରେ ବି ବହୁତ ମନ ଦେଇ ଥାନ୍ତି । ବୋଲି । ଏମିତି ରେ ଏପରି ସେମାନେ କରି ସବୁ କଲେଜ ର ପିଲା ମାନଙ୍କୁ ସାବ୍ୟସ୍ଥ କରାଇବା ପାଇଁ ଚାହିଁ ଥିଲେ କି ସେମାନେ ବି ଏମିତି ମଜା କରନ୍ତୁ ବୋଲି । ଏମିତି ବେଳେ ଆପଣ ମାନେ ଏହି ଭିଡ଼ିଓ କୁ ଯଦି ବହୁତ ମାତ୍ରା ପସନ୍ଦ କରୁଛନ୍ତି ତେବେ ଆପଣ ମାନେ ଏହି ଝିଅ ମାନଙ୍କ ଭିଡ଼ିଓ କୁ ସେୟାର କରନ୍ତୁ । ଏପରି ବି ନିଜର କ୍ରିୟସନ୍ ଯଦି ଆପଣ କଲେଜ ପିଲା ତ ତେବେ ଆପଣବି ଏପରି କରି ଦେଖାନ୍ତୁ ।

Leave a Reply

Your email address will not be published. Required fields are marked *