କପି କରିବା ପାଇଁ ଝିଅ ଆପଣାଇଲା କିଛି ଏପରି ତରିକା , ଦେଖି ଶିକ୍ଷକଙ୍କର ଉଡିଗଲା ହୋସ

ସ୍କୁଲରୁ ଆରମ୍ଭ କରି କଲେଜ ଜିବନ ପର୍ଯ୍ୟନ୍ତ ଆପଣ ମାନେ ସମସ୍ତେ ତ ବହୁତ ପରୀକ୍ଷା ଦେଇଥିବେ, ଆଉ ଏହି ପୋଷ୍ଟକୁ ପଢୁଥିବା ବହୁତ ଲୋକ ନିଜ ଜୀବନରେ କପି ମଧ୍ୟ କରିଥିବେ । ବହୁତ ଏମିତି ପିଲା ଥାନ୍ତି ଯେଉଁ ମାନେ ପୁରା ବର୍ଷ ବହି ଜମା ବି ଦେଖନ୍ତିନି, ହେଲେ ପରୀକ୍ଷା ର 2 ରୁ 3 ଦିନ ପର୍ଯ୍ୟନ୍ତ କେବଳ କପି ଲେଖିବାରେ ବ୍ୟସ୍ତ ରୁହନ୍ତି । କେତେକ ଏମିତି ବି ପିଲା ଅଛନ୍ତି , ଯିଏ କପି କରିବାରେ ପୁରା ପୁରି ମାଷ୍ଟର ହୋଇଥାନ୍ତି । ଏବଂ ଶିକ୍ଷକ ଯେତେ ଯଗିକି ରହିଲେ ବି ତାଙ୍କୁ ଯମାବି ଧରି ପାରେନି ।  ସେହି ପିଲା ଗୁଡିକ ସତରେ ବହୁତ ଟ୍ୟାଲେଣ୍ଟେଡ ହୋଇଥାନ୍ତି, କପି କରିବା ପାଇଁ ସେମାନେ ଏମିତି କିଛି ଉପାୟ ବାଛନ୍ତି, ଯାହା ଶିକ୍ଷକ କଣ ସ୍ବୟଂ ଭଗବାନ ବି ଆସିଲେ ଜାଣି ପାରିବେନି । ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି କପିର ଟ୍ରିକ ଦେଖେଇବୁ, ଯାହା ଦେଖିଲେ ଆପଣହ୍କ ମୁଣ୍ଡ ଘୁରେଇ ଯିବ । ଆସନ୍ତୁ ଦେଖିବା

ଆପଣ ସମସ୍ତେ ତ କେବେ ନା କେବେ କପି କରିବାର କାହାକୁ ନିଶ୍ଚୟ ଦେଖିଥିବେ, ହେଲେ ,କେବେ କାହାକୁ ନିଜ ହାତରେ କପି ଲେଖି ନବାର ଦେଖିଛନ୍ତି କି, ତଳେ ଥିବା ଫଟକୁ ଦେଖନ୍ତୁ , କିପରି ଜଣେ ପିଲା ନିଜ ହାତରେ କେତେ କପି ଲେଖି ଆଣିଛି । ଆଶ୍ଚର୍ଯ୍ୟ ଲାଗୁଛି ନା , ଦେଖି ଆମକୁ ବି ଲାଗିଥିଲା ।

ଶୁଣି ଥିଲି କପି କରିବାରେ ଝିଅ ମାନେ ସବୁଠୁ ଆଗରେ ବୋଲି, ହେଲେ ଆଜି ପ୍ରମାଣ ପାଇଗଲି । ଝିଅ ମାନେ କପି ନିଜ ଶରୀରରେ କେଉଁଠି କେଉଁଠି ଆଣନ୍ତି , ତାଙ୍କୁ ଧରିବା ଏତେ ସହଜ ନୁହେଁ । ତଳେ ଥିବା କିଛି ଫଟୋ ଗୁଡିକୁ ଭଲ ଭାବେ ଦେଖନ୍ତୁ । କପି କରିବାର ଝିଅଙ୍କର ଏହି ଅଭିନବ ପ୍ରୟାସ ବିସୟରେ ଆପଣ କଣ କହିବେ , ସତରେ ଝିଅ ମାନେ ବହୁତ ଆଗରେ ,

 

କଣ ଆପଣ ଜାଣିଛନ୍ତି କପି କରିବାରେ ଆମ ଦେଶରେ ବିହାର ରାଜ୍ୟ ସବୁଠୁ ଆଗରେ । ବିହାରରେ ସ୍କୁଲ ରୁ ଆରମ୍ଭ ହୋଇ IAS ପରୀକ୍ଷା ପର୍ଯ୍ୟନ୍ତ ସବୁଠି କପି ଧୁମ ହୋଇଥାଏ । ସବୁଠୁ ବଡ କଥା ହେଲେ ଆର ବର୍ଷ ବିହାର ବୋଡରେ ଟପ ର ହୋଇଥିବା ପିଲା ବି କପି କରି ଟପର ହୋଇ ଥିବାର ସୁଚନା ମିଳିଥିଲା । ଏହି ପୋଷ୍ଟକୁ ସେୟାର କରି, କପିର ଏହି ପଦ୍ଧତି ଗୁଡିକ ସମସ୍ତଙ୍କୁ ଦେଖାନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *