ପତ୍ନୀ ହେଉ ବା ଗାର୍ଲ ଫେର୍ଣ୍ଡ, ଯେତେ ସତୀ ହୋଇଥିଲେ ମଧ୍ୟ ଏହି କଥାକୁ ସବୁ ବେଳେ ଲୁଚାଇ ଥାନ୍ତି ।

ସ୍ବାମୀ ସ୍ତ୍ରୀ ଙ୍କ ସଂମ୍ପର୍କ ଗୋଟିଏ ଡୋରି ରେ ସବୁ ବେଳେ ରହିଥାଏ ଏମିତି ରେ ସେମାନଙ୍କ ଡୋରି କେବେ ବି ଭାଙ୍ଗି ନଥାଏ ।ସେହି ପରି ପ୍ରେମି ଯୁଗଳ ମଧ୍ୟ ନିଜେ ଅନ୍ୟ ଜଣର ଦୁଃଖ ଶୁଖର ଭାଗିଦାରୀ ହେବା ପାଇଁ କଥା ଦେଇଥାନ୍ତି । ଦୁନିଆଁ ରେ ପତି ପତ୍ନୀ ଙ୍କ ସଂମ୍ପର୍କ କୁ ନେଇ ବହୁତ କିଛି ସିକୃତି ମିଳିଛି । ତେବେ ଏମିତି ବେଳେ କୁହାଯାଏ କି ପତି ଓ ପତ୍ନୀ ଙ୍କ ସଂମ୍ପର୍କ ଠୁ ଆଉ ସୁନ୍ଦର ସଂମ୍ପର୍କ କିଛି ବି ନାହିଁ । ଏମିତି ବି କୁହାଯାଏ କି ପତି ପତ୍ନୀ ଙ୍କ ସଂମ୍ପର୍କ ରେ କାଳେ କିଛି ବି କଳଙ୍କ ଲାଗେ ନାହିଁ । ଓ କେବେ ବି ଗୋଟିଏ ସ୍ତ୍ରୀ ତାର ସ୍ବାମୀକୁ ମିଛ କୁହେ ନାହିଁ । କିନ୍ତୁ ଆଜ୍ଞା ଏମିତି ବେଳେ ଆମେ ଆଜି ଆପଣଙ୍କୁ କିଛି ସତ୍ୟତା ବିଷୟ ରେ କହିବା ପାଇଁ ଜାଉଛୁ ଜାହାକୁ ପ୍ରତ୍ୟେକ ସ୍ତ୍ରୀ ତର ସ୍ବାମୀ ଙ୍କୁ ମିଛ କହି ଥାଏ ଏମିତି ରେ ସେ ଯେତେ ବି ସତୀ ହୋଇ ନଥାଉନ୍ତୁ ନା କାହିଁକି । ତେବେ ଆମେ ଆଜି ଟିକିଏ ଜାଣି ନେବା କି କଣ ରହିଛି ଏହି ମିଛ ଗୁଡିକ ।

1. ପ୍ରଥମେ ରହିଛି ଘରର ସମସ୍ୟ କୁ ଲୁଚାଇବା । ଏମିତି ରେ ସବୁ ବେଳେ ଗୋଟିଏ ସ୍ତ୍ରୀ ତାର ସ୍ବାମୀ କୁ ତ ବହୁତ ଭଲ ପାଇ ଥାଏ କିନ୍ତୁ କେବେ ବି ସେ ଘରେ ରହିଥିବା ସମସ୍ଯା ବିଷୟ ରେ କହିବା ପାଇଁ ଡରିଥାଏ । କାରଣ ସେ ଜାଣି ଥାଏ କି ତାର ସ୍ବାମୀ ବହୁତ କଷ୍ଟ ରେ ରୋଜଗାର କରି ଘରକୁ ଚଳାଉଛନ୍ତି । ଏମିତି ରେ ଯଦୁି ସେ କହିବେ କି ଘରେ ଏହା ନାହିଁ ବା ତାହା ନାହିଁ ବୋଲି । ସ୍ବାମୀ ଙ୍କ ମନ ରେ ବହୁତ କଷ୍ଟ ହୋଇ ପାରେ । ବା ଏମିତି ସେ ତାଙ୍କ ନିଜର ଜରୁରତ ବିଷୟ ରେ ବି କେବେ କହି ନଥାନ୍ତି । ଏମିତି ରେ ତାଙ୍କର ମ୍ୟକପ ବା ସାଢୀ ବା ଗହଣା ଆଦି ଜିନିଷ ବିଷୟ ରେ କହିବା ପାଇଁ ସେମାନେ ଡରି ଥାନ୍ତି ।

2.ଟଙ୍କାକୁ ଲୁଚେଇବା ର ଗୁଣ ରହିଥାଏ । ଏମିତି ରେ ପ୍ରତ୍ୟେକ ଘରର ଘୋରଣୀ ସବୁ ବେଳେ ଏହି ଚିନ୍ତା ରେ ରହିଥାଏ କି ସେମାନେ କିପରି ଭାବେ ଆଗକୁ ବହୁତ ଭଲ ରେ ରହିବେ ବୋଲି ବା ଦୁଇ ଗୁଣ୍ଡା ଦୁଇ ମୁଠା କେମିତି ବହୁତ ଭଲ ରେ ଖାଇବେ । ଏମିତି ସବୁ ବେଳେ ଭାଭି ସେମାନେ ସ୍ବାମୀ ଙ୍କ ଠାରୁ ପଇସା ନେଇ ସବୁ ବେଳେ ଲୁଚେଇବା ପାଇଁ ପସନ୍ଦ କରନ୍ତି ଏଥି ସହିତ ସେମାନେ ପଇସା ଯୋଟିବା ରେ ସେମାନେ ବହୁତ ସକ୍ଷମ ହୋଇ ଥାନ୍ତି । ଓ ଏହା ସହିତ ସେମାନେ ସେହି ପଇସା କୁ ସବୁ ବେଳେ ଭଲ କାର୍ଯ୍ଯ ରେ ଲଗାଇ ଥାନ୍ତି ।

Leave a Reply

Your email address will not be published. Required fields are marked *